Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭିଡ୍‌୧୯: ଧୋନୀ ଦେଲେ ଟଙ୍କା, ବିଗିଡିଲେ ସାକ୍ଷୀ !

ଝାଡଖଣ୍ଡ: କରୋନା ମହାମାରୀ ପାଇଁ ଧୋନୀ ଦାନ କରିଥିଲେ ୧ ଲକ୍ଷ ଟଙ୍କା । ହେଲେ ଏବେ ମିଡିଆ ଉପରେ ବର୍ଷିଛନ୍ତି ତାଙ୍କ ଧର୍ମପତ୍ନୀ ସାକ୍ଷୀ । ଗୁରୁବାର ଏକ ଚାରିଟେବଲ ଟ୍ରଷ୍ଟକୁ ଧୋନୀ ୧ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିବା ଖବର ପ୍ରଚାରିତ ପରେ ବହୁ ଭାରତୀୟ ଧୋନୀଙ୍କୁ ସମାଲୋଚନା କରିବାକୁ…

ମହଙ୍ଗା ପଡିଲା ସୋସିଆଲ ମିଡିଆ ପୋଷ୍ଟ, ଇରାନ୍‌ରେ ୩୦୦ ମୃତ, ହଜାରେ ଅସୁସ୍ଥ !

ଇରାନ୍‌: ଆମେରିକାର ନ୍ୟୁଜ୍ ଏଜେନ୍ସି ଦ ଏସୋସିଏଟେଡ୍ ପ୍ରେସ୍ ର ଟୁଇଟ୍ ଅନୁଯାୟୀ କରୋନାଭାଇରସ୍‌ଠୁ ମୁକ୍ତି ପାଇବା ପାଇଁ ଇରାନର ବହୁ ଲୋକ ମେଥନଲ୍ ଭଳି ବିଶାକ୍ତ କେମିକାଲକୁ ଇଂଜେକ୍ସନ ରୂପେ ବ୍ୟବହାର କରିଥିଲେ । Iranian media reports nearly 300 people have been killed and…

ସାରା ବିଶ୍ୱରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା; ଜାଣନ୍ତୁ, ଏବେ ସୁଦ୍ଧା କେଉଁ ଦେଶରେ କେତେ ସଂକ୍ରମିତ !

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭୂତାଣୁ ଏବେ ସାରା ବିଶ୍ୱରେ ସାଂଘାତିକ ଭାବେ ବ୍ୟାପୀ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜିର ସବୁଠୁ ଚର୍ଚ୍ଚିତ ବିଷୟ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାରେ ପୂର୍ବରୁ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରିତ ଅବସ୍ଥାରେ ଥିବା ବେଳେ…

ନକଲି କୋଭିଡ-୧୯ ବଟିକା ବିକ୍ରି ଅଭିଯୋଗରେ ‘ଆଇରନ ମ୍ୟାନ-୨’ ଅଭିନେତା ଗିରଫ

ଲସଏଞ୍ଜେଲ୍ସ: ଆଇରନ ମ୍ୟାନ-୨ ଚଳଚଚ୍ଚିତ୍ରର ଅଭିନେତା କିଥ ଲରେନ୍ସ ମିଡିଲବ୍ରୁକ ଏଫବିଆଇ ଏଜେଣ୍ଟ ଦ୍ୱାରା ଗିରଫ ହୋଇଛନ୍ତି । ତାଙ୍କ ଉପରେ ନକଲି କୋଭିଡ-୧୯ ପ୍ରତିଷେଧକ ବଟିକା ବିକ୍ରି ଅଭିଯୋଗ ଆସିଛି । ସେ ‘ଆଇରନ ମ୍ୟାନ-୨’ ଫିଲ୍ମ ସହିତ ‘ଏଣ୍ଟାଉରେଜ’ ଟିଭି ସିରିଏଲ ପାଇଁ ଚର୍ଚ୍ଚିତ ।…

ଦୂରଦର୍ଶନରେ ପୁନଃ ପ୍ରସାରଣ ହେବ ରାମାୟଣ !

ନୂଆଦିଲ୍ଲୀ: ରାମାୟଣ ଭଳି ପପୁଲାର ଟିଭି ସୋ'କୁ ପୁନଃ ପ୍ରସାରଣ କରିବ ଦୂରଦର୍ଶନ । କରୋନା ମହାମାରୀରେ ସୁଟିଂ ବନ୍ଦ ଥିବାରୁ ଅନେକ ଟିଭି ଚ୍ୟାନେଲ ଏବେ ପୁରୁଣା କଣ୍ଟେଣ୍ଟକୁ ଫେରୁଛନ୍ତି । Happy to announce that on public demand, we are starting retelecast of 'Ramayana'…

କରୋନା ଆତଙ୍କ: ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟାରେ ଚୀନ, ଇଟାଲୀକୁ ଟପିଗଲା ଯୁକ୍ତରାଷ୍ଟ୍ର ଆମେରିକା !

ନ୍ୟୁୟର୍କ: ସାରା ବିଶ୍ୱରେ ଏବେ ୫୦୦,୦୦୦ ବ୍ୟକ୍ତି କରୋନା ସଂକ୍ରମିତ ବ୍ୟକ୍ତି ରହିଥିବା ବେଳେ କୋଟି କୋଟି ଜନସାଧାରଣ ଏବେ ଘରଭିତରେ ଲକଡ଼ାଉନ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଛନ୍ତି । ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା ନେଇ ଏବେ ବିଶ୍ୱବ୍ୟାପୀ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଅଧିକାଂଶ…

ଲକଡାଉନ: ପ୍ରତିଦିନ ୪ ଲକ୍ଷ ଗରୀବ ଲୋକଙ୍କୁ ଖାଦ୍ୟ ଯୋଗାଇବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଅର୍ଥାତ୍ ମାର୍ଚ୍ଚ ୨୮ରୁ ପ୍ରତିଦିନ ୪ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇବେ ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ହୋଇଥିବା ଲକଡାଉନକୁ ଦୃଷ୍ଟିରେ ରଖି…

କରୋନା ମୁକାବିଲା: ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: କରୋନା ଭୟରେ ସାରାଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ଅଯଥା ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି । ତେବେ ଏହି ସମୟରେ ଲୋକେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଭାରତୀୟ ରେଳ ପକ୍ଷରୁ…

ଦେଶବ୍ୟାପୀ ଲକଡାଉନ; ଏସବିଆଇ ବଦଳାଇଲା ବ୍ୟାଙ୍କିଂ ସମୟ, ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଥିବା ଲକଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ(ଏସବିଆଇ) ବ୍ରାଞ୍ଚ ବ୍ୟାଙ୍କ ଗୁଡିକର ସମୟସୀମା ପରିବର୍ତ୍ତନ କରିଛି । ଏଥିସହିତ ଏସବିଆଇ କରୋନାଭାଇରସର ସଂକ୍ରମଣକୁ ଦେଖି ବ୍ୟାଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ପରସ୍ପର…

୨ ବର୍ଷ ପୂର୍ବେ କୋରିଆନ୍ ଲେଖକ ଜାଣିଥିଲେ କୋଭିଡ୍‌-୧୯ ରହସ୍ୟ !

ଭୁବନେଶ୍ୱର: ୨୦୧୮ରେ ଏକ କୋରିଆନ୍ ଟିଭି ସିରିଜ୍ କରିଥିଲା କୋଭିଡ୍‌-୧୯ର ପୂର୍ବାନୁମାନ । ଆମେରିକୀୟ ଅନଲାଇନ୍ ଷ୍ଟ୍ରିମିଂ ସର୍ଭିସ୍ ନେଟ୍‌ଫ୍ଲିକ୍ସ କରିଥିଲା ଏହି ୱେବସିରିଜ୍ ର ପ୍ରସାରଣ । In the drama My Secret Terrius that was released in 2018 (UNIQ's sungjoo was…