Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୋଗ ଗୁରୁ ବାବା ରାମଦେବଙ୍କ ନୂତନ ବୈଷୟିକ କମ୍ପାନୀ ଭାରୁୱା ସଲ୍ୟୁସନ: ଜାଣନ୍ତୁ, ଏହି ଷ୍ଟାର୍ଟଅପ୍ ସମ୍ପର୍କରେ

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦ ପ୍ରତିଷ୍ଠାତା ଯୋଗ ଗୁରୁ ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏଫଏମସିଜି କ୍ଷେତ୍ରରେ ଏକ ବଡ଼ ଉପସ୍ଥିତି ପଞ୍ଜିକରଣ କରିବା ପରେ ବୈଷୟିକ କ୍ଷେତ୍ରରେ ଏକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ପତଞ୍ଜଳି ଆୟୁର୍ବେଦ ଗ୍ରୁପ୍ ର ଟେକ୍ନୋଲୋଜି…

ସବୁ ଅପେକ୍ଷାର ଘଟିଲା ଅନ୍ତ: ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟା ମାମଲାର ୪ ଦୋଷୀ

ନୂଆଦିଲ୍ଲୀ: ଅନ୍ତ ଘଟିଛି ଦେଶବାସୀଙ୍କ ଦୀର୍ଘ ୭ ବର୍ଷ ୩ ମାସର ଅପେକ୍ଷାର । ଶେଷରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ୪ ସଇତାନ। ବହୁ ଚର୍ଚ୍ଚିତ ନୂଆଦିଲ୍ଲୀ ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଆଜି ସକାଳ ୫.୩୦ ରେ ଦିଲ୍ଲୀସ୍ଥିତ ତିହାର ଜେଲରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି।…

କରୋନା ମୁକାବିଲା: ଆଜି ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂ ଆଲୋଚନାରେ ଯୋଗଦେବେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଭିଡିଓ କନଫରେନ୍ସିଂରେ ଯୋଗଦେଇ କୋରୋନା ଭାଇରସ ମୁକାବିଲା ରଣନୀତି ଉପରେ ଆଲୋଚନା କରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନ ୪ ଟାରେ…

ଶେଷ ମୁହୂର୍ତ୍ତରେ ଫାଶୀ ରୋକିବା ପାଇଁ ନିର୍ଭୟା ଦୋଷୀଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଶୁକ୍ରବାର ସକାଳୁ ଫାଶିଖୁଣ୍ଟରେ ଝୁଲିବାକୁ ଯାଉଥିବା ଚାରି ଦୋଷୀଙ୍କ ପକ୍ଷରୁ ଫାଶୀର ମାତ୍ର କିଛି ଘଣ୍ଟା ଆଗରୁ ବଞ୍ଚିବାର ଶେଷ ପ୍ରୟାସ ମଧ୍ୟ ବିଫଳ ହୋଇଛି । ଦୋଷୀଙ୍କ ଓକିଲଙ୍କ ପକ୍ଷରୁ ଫାଶୀ ରୋକିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏନେଇ କରାଯାଇଥିବା ଆବେଦନର…

ଧାମରା ବନ୍ଦରରେ ଲାଗିଥିବା ଜାହାଜର ଚୀନ କିମ୍ବା କୋଭିଡ୧୯ ପ୍ରଭାବିତ ଦେଶ ସହିତ ସମ୍ପର୍କ ନାହିଁ

ଭଦ୍ରକ: ଧାମରା ବନ୍ଦରରେ ଚୀନରୁ ପାଇପ ନେଇ ଜାହାଜ ଆସିଥିବା ଖବରର କୌଣସି ସତ୍ୟତା ନଥିବା ଅଦାନି ଗ୍ରୁପ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏହି ଜାହାଜ କିମ୍ବା ଚାଳକ ଦଳ ମଧ୍ୟରୁ କାହାର ବି ଚୀନ କିମ୍ବା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

କରୋନା ସଂକ୍ରମଣ: ଅର୍ଥନୈତିକ ପ୍ରଭାବ ଆକଳନ ଓ ପ୍ରତିକାର ପାଇଁ କୋଭିଡ-୧୯ ଅର୍ଥନୈତିକ ରେସପନ୍ସ ଟାସ୍କଫୋର୍ସ

ଭୁବନେଶ୍ୱର: ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତୀୟ ଅର୍ଥନୀତି ଉପରେ ପଡ଼ିଥିବା ପ୍ରଭାବର ଆକଳନ ତଥା ଅନୁଧ୍ୟାନ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କୋଭିଡ-୧୯ ଅର୍ଥନୈତିକ ରେସପନ୍ସ ଟାସ୍କଫୋର୍ସ ଗଠନ କରାଯାଇଛି । ଦେଶବାସୀଙ୍କୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନର ପ୍ରମୁଖ ଅଂଶ

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ସମ୍ବୋଧିତ କରିଛନ୍ତି । ଏହି ଅଭିଭାଷଣର ପ୍ରମୁଖ ଅଂଶଗୁଡିକ ହେଲା- ପ୍ରତ୍ୟେକ ଭାରତୀୟ ସଜାଗ ଓ ସତର୍କ ରୁହନ୍ତୁ ଏବଂ ନିହାତି ଜରୁରୀ ନ ଥିଲେ ଘରୁ…

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନାଭାଇରସ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି । ଦେଶରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ଏହା ୧୭୩ରେ ପହଞ୍ଚିଛି । କରୋନାଭାଇରସ ଭାରତରେ ଆଜି ସୁଦ୍ଧା ୪ଟି ଜୀବନ ନେଲାଣି । ଆଜିର ନୂଆ ରିପୋର୍ଟ…

୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଜନତା କର୍ଫ୍ୟୁ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ(କୋଭିଡ-୧୯)ର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ତାରିଖରେ ଦେଶବ୍ୟାପୀ ଜନତା କର୍ଫ୍ୟୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୨ ତାରିଖ ଅର୍ଥାତ ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାରା ଦେଶରେ ଜନତା…

ମାର୍ଚ୍ଚ ୩୧ ରେ ଭାରତରେ ଲଞ୍ଚ ହେବ ସାଓମି ମି୧୦: ଜାଣନ୍ତୁ, ଏହାର ପ୍ରି-ବୁକିଂ ବିବରଣୀ ସମ୍ପର୍କରେ

ନୂଆଦିଲ୍ଲୀ: ଚାଇନାରେ ସାଓମି ମି ୧୦ ଲଞ୍ଚ କରିବା ପରେ ଭାରତୀୟ ଉପଭୋକ୍ତାମାନେ ଏହାକୁ ଅପେକ୍ଷା କରିଛନ୍ତି। ଏଥି ସହିତ କମ୍ପାନୀ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ମି୧୦ ସ୍ମାର୍ଟଫୋନ୍ ୩୧ ମାର୍ଚ୍ଚରେ ଭାରତୀୟ ବଜାରରେ ଲଞ୍ଚ ହେବ। ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଏହି ସ୍ମାର୍ଟଫୋନ୍…