Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସ୍ଥାଭୋଟର କିଛି ଘଣ୍ଟା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଇସ୍ତଫା

ଭୁବନେଶ୍ୱର: ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ବିଧାନସଭାରେ ଆସ୍ଥାଭୋଟ ଅନୁଷ୍ଠିତ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ଭୋପାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରି ସେ ଆଜି ରାଜ୍ୟପାଳଙ୍କୁ ଭେଟି ନିଜ…

ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ହଜାର ଟପିଲା

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ ପାଲଟିଥିବା କରୋନାଭାଇରସ ଜଟିଳ ସ୍ଥିତି ସୃଷ୍ଟି କରୁଛି । ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ହଜାରକୁ ଟପିଛି । ଜୋନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ଅନୁଯାୟୀ, ସାରା ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୪,୫୦୦ରେ ପହଞ୍ଚିଛି ।…

ଆସନ୍ତୁ ଜାଣିବା କିପରି ଭାବେ ସ୍ୱାସ୍ଥ୍ୟକର୍ମୀ, କରୋନା ଆକ୍ରାନ୍ତଙ୍କ ମନୋବଳ ବଢ଼ାଯାଉଛିି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନତ କଫ୍ୟୁର ଘୋଷଣା କରିଛନ୍ତି । ଏହା ମଧ୍ୟରେ ସନ୍ଧ୍ୟା ୫ଟା ବେଳେ ନିଜ ଘର ବାଲକୋନୀ କିମ୍ବା ଛାତ ଉପରେ କରୋନା ଆକ୍ରାନ୍ତ ଏବଂ ସେମାନଙ୍କୁ ସହଯୋଗ କରୁଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ…

ଆସନ୍ତୁ ଜାଣିବା କେତେ ସମ।ନତା ରହିଛି ମୋଦିଙ୍କ ଜନତା କର୍ଫ୍ୟୁ ଓ ଶାସ୍ତ୍ରୀଙ୍କ ଉପବାସ ମଧ୍ୟରେ

ନୂଆଦିଲ୍ଲୀ:କରୋନା ଭାଇରସ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହଯୋଗ ଲୋଡିଛନ୍ତି । ସେଥିପାଇଁ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଆସନ୍ତୁ ଜାଣିବା ମୋଦିଙ୍କ ପୂର୍ବରୁ କାହିଁକି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର…

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜେଏସପିଏଲର ବହୁବିଧ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ଦ୍ଵାରା ବହୁବିଧ ବ୍ୟବସ୍ଥା କରାଯାଇଛି I କମ୍ପାନୀର ପ୍ରତ୍ୟକ କର୍ମଚାରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ସହିତ ଶରୀରର ତାପମାତ୍ରା ମାପିବା ପାଇଁ…

କୋଭିଡ-୧୯ ଲାଗି ଜାରି ହେଲା ଅତିରିକ୍ତ ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଏନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିକି ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଅତିରିକ୍ତ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ୨୦୨୦…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୯୫କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୧୯୫ରେ ପହଞ୍ଚିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଯାବତ୍ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ଘଟିଥିବା ୪ର୍ଥ ବ୍ୟକ୍ତି ଜଣକ ପଞ୍ଜାବର ହୋଇଥିବା…

ଆସ୍ଥା ଭୋଟ ପୂର୍ବରୁ ୧୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଂଜୁର କଲେ ବାଚସ୍ପତି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭାରେ ଶୁକ୍ରବାର କମଳନାଥ ସରକାର ସମ୍ମୁଖୀନ ହେବାକୁ ଯାଉଥିବା ଆସ୍ଥା ଭୋଟର ମାତ୍ର କିଛି ଘଣ୍ଟା ପୂର୍ବରୁ ବାଚସ୍ପତି ୧୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଞ୍ଜୁର କରିଥିବା ଜଣାପଡ଼ିଛି । ଗୁରୁବାର ବିଳମ୍ବିତ ରାତିରେ ବାଚସ୍ପତି ଏନ ପି…

ବିଳମ୍ବିତ ହେଲେ ବି ଶେଷରେ ନ୍ୟାୟ ମିଳିଛି : ନିର୍ଭୟାଙ୍କ ମା ଆଶାଦେବୀ

ଭୁବନେଶ୍ୱର: ତିହାର ଜେଲରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କ ଫାଶୀ ହେବା ସହିତ ଦୀର୍ଘ ସାତ ବର୍ଷ ପରେ ନିର୍ଭୟା ଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ତାଙ୍କ ମାଆ ଅଶାଦେବୀ । ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଚାରି ଦୋଷୀଙ୍କ ଶେଷ ଆବେଦନକୁ ଗୁରୁବାର ବିଳମ୍ବିତ…

ଏସବିଆଇ ଗ୍ରାହକଙ୍କ ପାଇଁ ବ୍ୟାଙ୍କର ସ୍ୱତନ୍ତ୍ର ସେବା; ଘରେ ବସି କରିପାରିବେ ଆକାଉଣ୍ଟ ସ୍ଥାନାନ୍ତର 

ନୂଆଦିଲ୍ଲୀ: ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକ ଅଟନ୍ତି ଏବଂ ଆପଣଙ୍କ ଆକାଉଣ୍ଟକୁ ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ଘରେ ସ୍ଥାନାନ୍ତର କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ସହଜରେ କରିପାରିବେ | ଏସବିଆଇ ଏହାର ଗ୍ରାହକମାନଙ୍କୁ ଏହି ସୁବିଧା ପ୍ରଦାନ କରେ | ଗ୍ରାହକମାନେ ଅନଲାଇନ…