Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନରେ କରୋନା ଟେଷ୍ଟିଂରେ ତ୍ରୁଟି ଯୋଗୁଁ ଦ୍ୱିଗୁଣିତ ହେଲା ରୋଗୀଙ୍କ ସଂଖ୍ୟା

କରାଚୀ: ପାକିସ୍ତାନରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣା ବଢ଼ି ୧୯୪ରେ ପହଞ୍ଚିଛି । ବଲୁଚିସ୍ତାନ ପ୍ରାନ୍ତ ଅତିକ୍ରମ କରି ଇଟାଲୀରୁ ଫେରିଥିବା ଯାତ୍ରୀଙ୍କ କରୋନାଭାଇରସ ପରୀକ୍ଷାରେ ତ୍ରୁଟି ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନେଇ ଜଣେ ଅଧିକାରୀ କହିଛନ୍ତି । ପ୍ରାନ୍ତୀୟ ସିନ୍ଧ ସରକାରର…

ଭାରତର ଆଇକନିକ୍ ଟୁରିଷ୍ଟ ସାଇଟ୍ ଭାବେ ସାମିଲ ହେଲା ଓଡ଼ିଶାର କୋଣାର୍କ ମନ୍ଦିର

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ସୂଚନା ଦେଇ କହିଛନ୍ତି, ଯେ ଭାରତର ଆଇକନିକ୍ ଟୁରିଷ୍ଟ ସାଇଟ୍ ମଧ୍ୟରେ କୋଣାର୍କ ମନ୍ଦିର ଅନ୍ତର୍ଭୁକ୍ତ ହେବା ପରେ ଭାରତର ଆଇକନିକ୍ ଟୁରିଷ୍ଟ ସାଇଟ୍ ସଂଖ୍ୟା ୧୯ ରେ…

କରୋନାଭାଇରସ: କ୍ୱାରେଣ୍ଟାଇନରେ ରହିଲେ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ଥିରୁବନନ୍ତପୁରମରେ ଡାକ୍ତରଙ୍କ ସହ ଏକ ବୈଠକ ପରେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ପରେ ସେହି ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ରାଜ୍ୟ…

ଏପ୍ରିଲ୍ ୨୦୨୩ ସୁଦ୍ଧା ନୂଆ ଏନସିଇଆରଟି ସିଲାବସ୍‌, ପାଠ୍ୟପୁସ୍ତକ ଉପଲବ୍ଧ ହେବ: ନିର୍ଦ୍ଦେଶକ ହୃଷିକେଶ ସେନାପତି

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ୨୦୨୩ ସୁଦ୍ଧା ନୂତନ ଜାତୀୟ ପାଠ୍ୟକ୍ରମ (ଏନସିଏଫ) ସମୂର୍ଣ୍ଣ କରିବା ନେଇ ଯୋଜନା  କରିବାକୁ ଚେଷ୍ଟା କରୁଥିବା ଜଣାପଡୁଛି । ଏନସିଇଆରଟିର ନିର୍ଦ୍ଦେଶକ ହୃଷିକେଶ ସେନାପତି ସୂଚନା ଦେଇ କହିଛନ୍ତି…

ଭାରତରେ ୬୩କୁ ବୃଦ୍ଧି ହେଲା କରୋନା ପରୀକ୍ଷା କେନ୍ଦ୍ର, ଜାଣନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ: ଭାରତରେ ଏବେ ସୁଦ୍ଧା କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଲାଣି । ଦେଶରେ ଆଜି ସୁଦ୍ଧା ୩ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ଭାରତରେ କରୋନାଭାଇରସର ପରୀକ୍ଷା କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ଦେଶରେ ଏବେ ୬୩ଟି ପରୀକ୍ଷା କେନ୍ଦ୍ରରେ କରୋନା…

କରୋନା ସତର୍କତା: କଟକଣା ସମୟରେ ଇ-ଲର୍ନିଙ୍ଗ ଯୋଗାଇ ଦେବାକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତରେ ବଢୁଥିବା କରୋନାଭାଇରସ୍ (କୋଭିଡ-୧୯) ମାମଲାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ (ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ) ବନ୍ଦ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଏହଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ଉପୁଜିବାକୁ…

କରୋନାଭାଇରସ ଆତଙ୍କ; ଏବେ ଏହି ବିଦେଶୀ ଯାତ୍ରୀଙ୍କ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାଭାଇରସ ମହାମାରୀ ରୂପ ନେଉଥିବା ବେଳେ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଦେଶ ଉପରେ ଯାତ୍ରା କଟକଣା ଲାଗୁ କରାଯାଇଛି । ଆଫଗାନିସ୍ତାନ, ଫିଲିପାଇନ୍ସ ଓ ମାଲେସିଆ ଭଳି ରାଷ୍ଟ୍ରକୁ ଯାତାୟାତ ଉପରେ ଭାରତ ସରକାରଙ୍କ ପକ୍ଷରୁ କଟକଣା ଜାରି…

ଭାରତରେ କରୋନା ନେଲା ତୃତୀୟ ଜୀବନ

ମୁମ୍ବାଇ: ସାରା ବିଶ୍ୱ ସମେତ ଭାରତରେ ମଧ୍ୟ ନିଜ କାୟା ବିସ୍ତାର କରୁଛି କରୋନା ଭାଇରସ । ଏହି ମାରାତ୍ମକ ଭୂତାଣୁ ମଙ୍ଗଳବାର ଦିନ ଭାରତ ଆଉ ଏକ ଜୀବନ ନେଇଛି । ଏହାକୁ ମିଶାଇ କରୋନା ପ୍ରଭାବରେ ଭାରତରେ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଲା। କରୋନାରେ ଆକ୍ରାନ୍ତ ହୋଇ ମହାରାଷ୍ଟ୍ରର କସ୍ତୁରିବା…

କରୋନାଭାଇରସ ଭୟ: ମାର୍ଚ୍ଚ ୩୧ ଯାଏଁ ତାଜମହଲ ସମେତ କେଉଁସବୁ ପର୍ଯ୍ୟଟନସ୍ଥଳୀ ବନ୍ଦ, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳୀକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ କରାଯାଉଛି । ସାରା ଦେଶରେ କରୋନାଭାଇରସ ବ୍ୟାପୁଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୧୨୫ରେ ପହଞ୍ଚିଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଜମ୍ମୁ-କାଶ୍ମୀର, କେରଳ, ଲଦାଖ ଏବଂ…