Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମେ ୧୫ ଯାଏଁ ବଢିପାରେ ସ୍କୁଲ, କଲେଜର ଛୁଟି

ନୂଆଦିଲ୍ଲୀ: ଲକ୍ ଡାଉନ ସମୟ ସୀମାକୁ ବୃଦ୍ଧି କରିବା ନେଇ ଚିନ୍ତା କରାଯାଉଥିବା ବେଳେ ସ୍କୁଲ, କଲେଜର ଛୁଟି ଅବଧିକୁ ମେ ୧୫ ଯାଏଁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି କୋଭିଡ୧୯ ମୁକାବିଲା ପାଇଁ ଗଠିତ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଗୋଷ୍ଠୀ । ଏଥି ସହ ଧର୍ମାନୁଷ୍ଠାନଗୁଡିକରେ ଲୋକଙ୍କ ଗହଳି ନେଇ…

ବଢିପାରେ ଲକ୍‌ଡାଉନ୍ ଅବଧି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ବନ୍ଦ ହୋଇନପାରେ ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଇତିମଧ୍ୟରେ ଅନେକ ରାଜ୍ୟର…

୨୪ ଘଂଟାରେ ଦେଶରେ ୭୭୩ ନୂଆ ସଂକ୍ରମଣ ମାମଲା, ୩୨ ମୃତ୍ୟୁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟ । ଗଲା ୨୪ ଘଂଟାରେ ଦେଶରେ ୭୭୩ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛନ୍ତି । ସେହିପରି ୩୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ସଂକ୍ରମଣଙ୍କ ସଂଖ୍ୟା ୫୧୧୯ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪୯ରେ…

ତୁଟିଲା ଗେଣ୍ଡା ଫୁଲ୍ ବିବାଦ, ୫ ଲକ୍ଷ ଟଙ୍କା ପାଇଲେ ରତନ କହର !

ପଶ୍ଚିମବଙ୍ଗ: ମ୍ୟୁଜିକ ଭିଡିଓ ଗେଣ୍ଡା ଫୁଲକୁ ନେଇ ଉଠିଥିବା ବିବାଦ ଏବେ ଶିଥିଳ ପଡିଛି । ରାପର୍ ବାଦଶାହଙ୍କଠାରୁ ୫ ଲକ୍ଷ ଟଙ୍କା ପାଇଲେ ଭେଟେରାନ୍ ଲିରିକ୍ସ ରାଇଟର୍ ରତନ କହର । ବୁଧବାର ଏହି ଟଙ୍କା ବାଦଶାହଙ୍କଠାରୁ ପାଇଥିବା ନେଇ ରତନଙ୍କ ପୁଅ ସ୍ୱୀକାର କରିଛନ୍ତି । ତେବେ ଟଙ୍କା ନୁହେଁ…

ମୌଲାନ ସାଦ୍ ଦକ୍ଷିଣ ଦିଲ୍ଲୀରେ ଅଛନ୍ତି !

ନୂଆଦିଲ୍ଲୀ: ତବଲିଗ ଜମାତର ମୌଲାନ ସାଦ ଦକ୍ଷିଣ ଦିଲ୍ଲୀରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ନିଜାମୁଦ୍ଧିନ ମରକଜ ବିବାଦ ପରେ ସାଦ୍ ଫେରାର ହୋଇ ଯାଇଥିଲେ । ସେ ନିଜକୁ କ୍ୱାରେଟାଂଇନରେ ରଖିଥିବା ପୋଲିସ କହିଛି । ସେ ଆସନ୍ତା ୮-୯ ଦିନରେ ସାମ୍ନାକୁ ଆସିବେ। ମୌଲାନା ସାଦ୍‌ ତଦନ୍ତର…

ଆଫଗାନିସ୍ତାନ ସରକାର ୧୦୦ ତାଲିବାନ କୈଦୀକୁ ଛାଡିବ

କାବୁଲ: ଆଫଗାନିସ୍ତାନ ସରକାର ତାଲିବାନର ୧୦୦ କୈଦୀଙ୍କୁ ଜେଲରୁ ଛାଡିବା ପାଇଁ ନିଷ୍ପତି ନେଇଛି । ଏଥିରେ ତାଲିବାନ କମାଣ୍ଡୋ ରହିଛନ୍ତି କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ । ଆମେରିକା ସହିତ ହୋଇଥିବା ଶାନ୍ତି ଚୁକ୍ତି ଯୋଗୁ ଏହି ନିଷ୍ପତି ନିଆଯାଇଛି । ଆମେରିକା ମଧ୍ୟ ସେଠାରୁ ତାର ସେନା…

ଜେଲରୁ ମୁକୁଳିଲେ ଫୁଟବଲର୍ ରୋନାଲଡିନୋ, ଏବେ ଗୃହବନ୍ଦୀ !

ପାରାଗୁଏ: ୬ମାସ ଜେଲ ଦଣ୍ଡାଦେଶ ଥିଲେ ବି ମାତ୍ର ୩୨ଦିନ ପରେ ପାରାଗୁଏ ଜେଲରୁ ମୁକୁଳିଲେ ରୋନାଲଡିନୋ । ଫେକ୍ ପାସ୍‌ପୋର୍ଟ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । Ronaldinho has been released from prison in Paraguay after paying 1.6 million US dollars ?…

କରୋନା ପାଇଁ ସଞ୍ଜିବନୀ ସାବ୍ୟସ୍ତ ହେଉଛି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ : ଆମେରିକା ପରେ ବ୍ରାଜିଲ ମାଗିଲା ଔଷଧ

ନୂଆଦିଲ୍ଲୀ:ଭାରତ ପ୍ରସ୍ତୁତ ହାଇଡ୍ରକ୍ସି କ୍ଲୋରୋକୁଇନ ଡିମାଣ୍ଡ ବଢ଼ିବାରେ ଲାଗିଛି । ଆମେରିକା ପରେ ବ୍ରାଜିଲ ଭାରତକୁ ଏହି ଔଷଧ ମାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲଶୋନାରୋ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବା ପାଇଁ ନିବେଦନ…

କରୋନା ଭାଇରସ ଟୀକା : ଭାରତରେ ପଶୁଙ୍କ ଉପରେ ପରୀକ୍ଷଣ ଆରମ୍ଭ

ଅହମ୍ମଦାବାଦ:କରୋନା ଭାଇରସ ଟୀକା ବାହାର କରିବା ନେଇ ସାରା ବିଶ୍ୱର ମେଡିକାଲ ସଂସ୍ଥା ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି । ଭାରତୀୟ କମ୍ପାନୀ ଜାୟଡସ କାଡିଲା କରୋନା ଭାଇରସ ଟୀକା ପ୍ରସ୍ତୁତ କରୁଛି । ୧୦ ବର୍ଷ ତଳେ ଏହି କମ୍ପାନୀ ସ୍ୱାଇନ ଫ୍ଲୁ ପାଇଁ ଟୀକା ବାହାର କରିଥିଲା । ବର୍ତମାନ…

ମାଗଣାରେ କରାଯାଉ କରୋନା ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାଗଣାରେ ହେଉ କରୋନା ପରୀକ୍ଷା । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ଅଧିକରୁ ଅଧିକ ପରୀକ୍ଷା କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହାସହିତ ଘରୋଇ ପରୀକ୍ଷାଗାର ଗୁଡ଼ିକୁ…