Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭିଡ-୧୯: ଭାରତରେ ୪ ନୂଆ ମାମଲା ଚିହ୍ନଟ, ୧୧୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୨ଜଣଙ୍କ ମୃତ୍ୟୁ ପରେ କରୋନାଭାଇରସ(କୋଭିଡ-୧୯) ଆତଙ୍କ ସୃଷ୍ଟି କରିଛି । ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ସତ୍ୱେ ଅଣାୟତ୍ତ ହେଉଛି କରୋନା । ସରକାର ସଂକ୍ରମଣ ଏଡାଇବା ପାଇଁ ଯୁଦ୍ଧକାଳୀନଭିତ୍ତିରେ ପ୍ରୟାସ ଚଳାଇଛନ୍ତି । ଭାରତରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଭାରତରେ ଲଞ୍ଚ୍ ହେଲା ଫୋଲଡେବଲ୍ ମୋଟୋରୋଲା ରେଜର ସ୍ମାର୍ଟଫୋନ; ଜାଣନ୍ତୁ ଏହାର ଫିଚର୍ସ

ନୂଆଦିଲ୍ଲୀ: ମୋଟୋରୋଲା ରେଜର ଭାରତରେ ଲଞ୍ଚ ହୋଇଛି: ହ୍ୟାଣ୍ଡସେଟ ନିର୍ମାତା ଲେନୋଭୋ ମାଲିକାନାରେ ଥିବା ମୋଟୋରୋଲା ଆଜି ଭାରତରେ ଏହାର ସର୍ବଶ୍ରେଷ୍ଠ ଫୋଲଡେବଲ୍ ସ୍ମାର୍ଟଫୋନ୍ ମୋଟୋରୋଲା ରେଜର ଲଞ୍ଚ କରିଛି। ଆସନ୍ତୁ ବର୍ତ୍ତମାନ ଆପଣଙ୍କୁ ଭାରତରେ ମୋଟୋରୋଲା ରେଜରର ମୂଲ୍ୟ, ଉପଲବ୍ଧତା ଏବଂ…

୧୭ରେ ବହୁମତ ସାବ୍ୟସ୍ତ କରିବାକୁ କମଳନାଥଙ୍କୁ ପତ୍ର ଲେଖିଲେ ରାଜ୍ୟପାଳ

ଭୋପାଳ: ସୋମବାର ମଧ୍ୟପ୍ରଦେଶ ରାଜନୀତିର ନାଟକୀୟ ମୋଡ ଦେଖିବାକୁ ମିଳିଛି । ପ୍ରଥମେ ବିଧାନସଭା କାର୍ଯ୍ୟକାଳକୁ ୨୭ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଥିଲା । ମାତ୍ର ପରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ସୋମବାର ଏକ ଚିଠିଲେଖି ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଜଣାଇଛନ୍ତି ମାର୍ଚ୍ଚ ୧୭ ଅର୍ଥାତ୍ ମଙ୍ଗଳବାର…

କରୋନା ଭାଇରସ ଟୀକା ନେଇ ଆମେରିକା, ଜର୍ମାନୀ ମୁହାଁମୁହିଁ

ବର୍ଲିନ : କରୋନା ଭାଇରସ ଟୀକା ନେଇ ଆମେରିକା, ଜର୍ମାନୀ ମୁହାଁମୁହିଁ ହୋଇଛନ୍ତି । କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ବଢିଚାଲିଛି । ଏ ପରିସ୍ଥିତିରେ ଏହି ଭୁତାଣୁର ଟୀକାକୁ ସମଗ୍ର ବିଶ୍ୱବାସୀ  ଅପେକ୍ଷା…

ୟେସ୍ ବ୍ୟାଙ୍କରେ ୬୦୦ କୋଟି ନିବେଶ କରିବ ଆକ୍ସିସ୍ ବ୍ୟାଙ୍କ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ୬୦୦ କୋଟି ଟଙ୍କା ନିବେଶକୁ ଆକ୍ସିସ୍ ବ୍ୟାଙ୍କ ବୋର୍ଡ ମଂଜୁରି ପ୍ରଦାନ କରିଛି । ୟେସ୍ ବ୍ୟାଙ୍କରେ ନିବେଶ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ନେଇ ଗଠନ ହୋଇଥିବା କନସୋର୍ଟିୟମ୍‌ର ଏକ ଅଂଶ ହେଉଛି ଆକ୍ସିସ୍ ବ୍ୟାଙ୍କ । ୟେସ୍ ବ୍ୟାଙ୍କର ୬୦ କୋଟି ଇକ୍ୱିଟି…

ଆଇସିଜେର ଦ୍ୱାରସ୍ତ ହେଲେ ନିର୍ଭୟା ଗଣଦୁଷ୍କର୍ମ,ହତ୍ୟା ମାମଲାର ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ପହଞ୍ଚିଛନ୍ତି। ନିର୍ଭୟା ଦୋଷୀଙ୍କୁ ଆସନ୍ତା ୨୦ ତାରିଖ ସକାଳ ୫.୩୦ରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି…

କରୋନା ଭାଇରସ୍‌: ମାଇକ୍ରୋସଫ୍ଟ ଲଞ୍ଚ୍ କଲା କୋଭିଡ୍ – ୧୯ ଟ୍ରାକିଂ ୱେବସାଇଟ୍‌

ସାନଫ୍ରାନ୍ସିସ୍କୋ: ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ଜନିତ ମୃତ୍ୟୁସଂଖ୍ୟା ୬,୫୧୬ରେ ପହଞ୍ଚିଛି । ଏକ ଇଣ୍ଟରାକ୍ଟିଭ୍ ମ୍ୟାପ ମାଧ୍ୟମରେ ସମଗ୍ର ବିଶ୍ୱର କେଉଁ ସ୍ଥାନଗୁଡ଼ିକ କରୋନା ସଂକ୍ରମିତ ହୋଇ ଚାଲିଛି ସେ ସମ୍ପର୍କରେ ବିଶଦ ବିବରଣୀ ମିଳିପାରିବ । ସେହିପରି ଗୁଗୁଲ କରୋନା ଭୂତାଣୁ…

ଶରଣାର୍ଥୀ ଶିଶୁ ମୃ୍‌ତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ୧୨୫ ବର୍ଷ ଲେଖାଏଁ କାରାଦଣ୍ଡ

ଅଙ୍କରା: ସିରିୟା ଗୃହଯୁଦ୍ଧ ଶରଣାର୍ଥୀ ଶିଶୁ ଏଲନ କୁର୍ଦି ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟ ୧୨୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛି । ତୁର୍କୀ ସରକାର ଏହି ୩ ଅଭିଯୁକ୍ତଙ୍କୁ ମାନବ ଚୋରା ଚାଲାଣ ଘଟଣାରେ ଚଳିତ ସପ୍ତାହରେ ଗିରଫ କରିଥିଲା । ସେପ୍ଟମ୍ବର ୨୦୧୫ରେ…

ମାର୍ଚ୍ଚ ୧୮ରୁ ପୁଣି କାର୍ଯ୍ୟକ୍ଷମ ହେବ ୟେସ୍ ବ୍ୟାଙ୍କ

ନୂଆଦିଲ୍ଲୀ: ମାର୍ଚ୍ଚ ୧୮ ତଥା ଆସନ୍ତା ବୁଧବାରରୁ ପୁଣି କାର୍ଯ୍ୟକ୍ଷମ ହେବ ଦେବାଳିଆ ହୋଇପଡିଥିବା ୟେସ୍ ବ୍ୟାଙ୍କ । ସନ୍ଧ୍ୟା ୬ଟାରୁ ପୁଣି ଥରେ ପୂର୍ଣ୍ଣକାଳୀନ ସେବା ଯୋଗାଇଦେବ ୟେସ୍ ବ୍ୟାଙ୍କ । ଏନେଇ ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ଦେଶରେ ଥିବା ୧,୧୩୨ଟି ୟେସ୍…

ଗେଟ୍ ୨୦୨୦: ପାଟନା ଚାଷୀଙ୍କ ପୁଅ ହେଲେ ଜାତୀୟ ଟପ୍ପର

ପାଟନା: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ର ଚତୁର୍ଥ ବର୍ଷର ବିଟେକ୍ ଛାତ୍ର ଅକ୍ଷୟ ରାୟ ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ ଇନ ଇଞ୍ଜିନିୟରିଂ (ଗେଟ) ପରୀକ୍ଷାରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଷ୍ଟ୍ରିମରେ ଜାତୀୟ ଟପ୍ପର ହୋଇଛନ୍ତି । ଶୁକ୍ରବାର ଦିନ ଆଇଆଇଟି ଦିଲ୍ଲୀ…