Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଆତଙ୍କ; ଗୁଗୁଲ୍ ବେଙ୍ଗାଲୁରୁ ଅଫିସରେ କର୍ମଚାରୀ କରୋନା ପଜିଟିଭ୍ !

ବେଙ୍ଗାଲୁରୁ: ସମଗ୍ର ବିଶ୍ୱରେ କରୋନା ନଭେଲ୍ କୋଭିଡ଼ – ୧୯ ଭାଇରସ୍ ଆତଙ୍କ ରଚିଚାଲିଥିବା ବେଳେ ଏବେ ଭାରତରେ ଏହି ଭୂତାଣୁ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଦେଶର ଅଧିକାଂଶ ରାଜ୍ୟକୁ ଏହି ଭୂତାଣୁ ବ୍ୟାପି ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାର ଗୁଡ଼ିକ…

କରୋନା ଭାଇରସ: ୭ ଟି ସହରରେ ଖୋଲିଲା କରୋନା ଭୂତାଣୁ ସଂକ୍ରମଣ ପର୍ଯ୍ୟବେକ୍ଷଣ ସୁବିଧା କେନ୍ଦ୍ର

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନାବାହିନୀ ପକ୍ଷରୁ ଦେଶର ୭ଟି ସହରରେ କରୋନା ଭୂତାଣୁ ସଂକ୍ରମଣ ପର୍ଯ୍ୟବେକ୍ଷଣ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଇରାନ୍‍ରୁ…

ଗ୍ରୀସରେ ଅଲିମ୍ପିକ ମଶାଲ ପାରମ୍ପରିକ ଢ଼ଙ୍ଗରେ ପ୍ରଜ୍ଜ୍ୱଳିତ କରାଗଲା

ଆନସିଏଣ୍ଟ ଅଲିମ୍ପିଆ: କରୋନା ଭାଇରସ ପ୍ରଭାବ ସତ୍ୱେ ଗ୍ରୀସ ପ୍ରାଚୀନ ଅଲିମ୍ପିଆରେ ଅଲିମ୍ପିକ ମଶାଲ ପାରମ୍ପରିକ ଢ଼ଙ୍ଗରେ ପ୍ରଜ୍ଜ୍ୱଳିତ କରାଯିବା ସହ ଟୋକିଓ ଅଲିମ୍ପିକ୍ସର ମଶାଲ ଯାତ୍ରା ଶୁଭରାମ୍ଭ କରାଯାଇଛି ।  ଗ୍ରୀସର ଅଭିନେତ୍ରୀ ଜାନ୍ଥି ଜିୟୋଜିୟୁ ପ୍ରାଚୀନ ଗ୍ରୀକ ହାଇ ପ୍ରିଷ୍ଟେସର…

‘ୟୁପିଏସସି’ ଆଣିଲା ବଡ଼ ପରିବର୍ତ୍ତନ: ଏହି ଉପାୟରେ ଏକ ମୂଲ୍ୟବାନ ପ୍ରୟାସ ବଞ୍ଚାଇ ପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ୟୁନିୟନ ଲୋକସେବା ଆୟୋଗ (ୟୁପିଏସସି) ବର୍ତ୍ତମାନ ପ୍ରାର୍ଥୀମାନଙ୍କୁ ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୦ ପାଇଁ ଦାଖଲ ହୋଇଥିବା ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଉଛି । ଏକ ବିଜ୍ଞପ୍ତିରେ ଜରିଆରେ ପ୍ରକାଶ ହୋଇଥିବା ତଥ୍ୟ ଅନୁଯାୟୀ, ପ୍ରାର୍ଥୀମାନେ ମାର୍ଚ୍ଚ…

ଫାରୁକ୍ ଅବଦୁଲାଙ୍କ ଉପରୁ ହଟିଲା ନଜରବନ୍ଦୀ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ନ୍ୟାସନାଲ କନଫ୍ରେନ୍ସ ନେତା ଫାରୁକ୍ ଅବଦୁଲାଙ୍କ ଉପରୁ ନଜରବନ୍ଦୀ ହଟାଇ ଦିଆଯାଇଛି । ରାଜ୍ୟ ସରକାର ଶୁକ୍ରବାର ଏହି ନିର୍ଦେଶ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଅର୍ଥାତ ୫ ଅଗଷ୍ଟରେ ଫାରୁକଙ୍କୁ ହାଉସ ଆରେଷ୍ଟ କରି ରଖାଯାଇଥିଲା।…

ଆସନ୍ତୁ ଜାଣିବା କେଉଁ କେଉଁ ଅନ୍ତର୍ଜାତୀୟ ଖେଳାଳି କରୋନା କବଳରେ ପଡିଲେଣି

ନୂଆଦିଲ୍ଲୀ:କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ବ୍ୟାପି ଯାଇଛି । ଅନ୍ତର୍ଜାତୀୟସ୍ତରର ଅନେକ ଷ୍ଟାର ଖେଳାଳି ଏହା କବଳରେ ପଡିଗଲେଣି । ଆସନ୍ତୁ ଜାଣିବା କେଉଁ ଖେଳାଳି ଏହାର ଶୀକାର ହୋଇଛନ୍ତି । ଏନବିଏ ଟିମ୍ ଉଥାହ ଜ୍ୟାଜର ରୁଡି ଗୋବର୍ଟ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି । ତାଙ୍କୁ ସତର୍କ…

କରୋନା ଭାଇରସରେ ଆକ୍ରାନ୍ତ ହେଲେ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ(କୋଭିଡ-୧୯)ରେ ଆକ୍ରାନ୍ତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେବ ପ୍ରଥମ ଲେଡି ଅସୁସ୍ଥତା ଅନୁଭବ କରିବା ସହ ତାଙ୍କୁ ଜ୍ୱର ଲାଗି ରହୁଥିଲା ।…

କରୋନା ଭାଇରସ ସଂକ୍ରମଣରେ ଭାରତରେ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ କର୍ଣ୍ଣାଟକରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।…

କରୋନା ଆତଙ୍କ: ମହାରାଷ୍ଟ୍ରରେ ୧୪କୁ ବୃଦ୍ଧି ହେଲା ଆକ୍ରାନ୍ତଙ୍କ ସଂଖ୍ୟା, ୨ ନୂଆ ରୋଗୀ ଚିହ୍ନଟ !

ମୁମ୍ବାଇ: କୋଭିଡ୍ – ୧୯ ନୋଭେଲ୍ କରୋନା ଭୂତାଣୁ ଏବେ ଭାରତରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଅନେକ ପଜିଟିଭ୍ କେସ୍ ନଜରକୁ ଆସିଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧିପାଇ ୧୪ରେ ପହଞ୍ଚିଛି ।…

ଶାହାଙ୍କ ଗୁଗୁଲିରେ ଫସିଲେ ସିବଲ

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଗୃହ ମନ୍ତ୍ରୀ ଅମିତ ଶାହ ପୁର୍ନବାର ଦିଲ୍ଲୀ ହିଂସା, ସିଏଏ ଓ ଏନପିଆରକୁ ନେଇ ସ୍ପଷ୍ଟୀକରଣ ଦେଇଥିଲେ । କଂଗ୍ରେସ ଜାଣିଶୁଣି ଭ୍ରମ ସୃଷ୍ଟି କରାଉଛି ବୋଲି ସେ କହିଥିଲେ । କପିଳ ସିବଲଙ୍କୁ ଶାହା ପଚାରିଥିଲେ, ଆପଣ ସୁପ୍ରିମକୋର୍ଟର ଜଣେ ବରିÂ ଓକିଲ, ସିଏଏରେ ଏପରି…