Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶାହାଙ୍କ ଗୁଗୁଲିରେ ଫସିଲେ ସିବଲ

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଗୃହ ମନ୍ତ୍ରୀ ଅମିତ ଶାହ ପୁର୍ନବାର ଦିଲ୍ଲୀ ହିଂସା, ସିଏଏ ଓ ଏନପିଆରକୁ ନେଇ ସ୍ପଷ୍ଟୀକରଣ ଦେଇଥିଲେ । କଂଗ୍ରେସ ଜାଣିଶୁଣି ଭ୍ରମ ସୃଷ୍ଟି କରାଉଛି ବୋଲି ସେ କହିଥିଲେ । କପିଳ ସିବଲଙ୍କୁ ଶାହା ପଚାରିଥିଲେ, ଆପଣ ସୁପ୍ରିମକୋର୍ଟର ଜଣେ ବରିÂ ଓକିଲ, ସିଏଏରେ ଏପରି…

ରାଷ୍ଟ୍ରାୟାତ୍ତ, ଘରୋଇ ବ୍ୟାଙ୍କରେ ଜମାକାରୀଙ୍କ ସଞ୍ଚିତ ଅର୍ଥ ବୁଡ଼ିବ ନାହିଁ, ଘରୋଇ ବ୍ୟାଙ୍କରୁ ଅର୍ଥ ନ’କାଢିବାକୁ…

ନୂଆଦିଲ୍ଲୀ: ନିକଟରେ ଘଟିଥିବା ‘ୟେସ୍ ବ୍ୟାଙ୍କ’ ସଙ୍କଟ ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରାଜ୍ୟ ସରକାରଙ୍କୁ ବ୍ୟାଙ୍କରେ ଅର୍ଥ ସଞ୍ଚୟ ଏବଂ ଉଠାଣ ନେଇ ପରାମର୍ଶ ଦେଇଛନ୍ତି । ‘ୟେସ ବ୍ୟାଙ୍କ’ ପରିସ୍ଥିତି ପରେ ଆରବିଆଇ ଗୁରୁବାର ଦିନ ଏନେଇ ଓଡ଼ିଶା ସରକାରଙ୍କୁ ଏକ ପତ୍ର…

ଖୁବଶୀଘ୍ର ବଢିପାରେ ମୋବାଇଲ୍ ଇଣ୍ଟରନେଟ୍ ଦର !

ନୂଆଦିଲ୍ଲୀ: ଭାରତରେ ମୋବାଇଲ୍ ୟୁଜର୍ସମାନେ ଅଳ୍ପ ଶସ୍ତାରେ ଇଣ୍ଟରନେଟର ମଜା ଉଠାଉଥିବା ବେଳେ ଏବେ ଏହାର ମୂଲ୍ୟ ବଢିପାରେ । ଋଣଭାରରେ ଚାପଗ୍ରସ୍ତ ଥିବା ଟେଲିକମ କମ୍ପାନୀମାନେ ଖୁବଶୀଘ୍ର ମୋବାଇଲ୍ ଇଣ୍ଟରନେଟ୍ ଦର ବୃଦ୍ଧି କରିବାକୁ ଯାଉଛନ୍ତି । ଏନେଇ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ…

କୋଭିଡ-19 ନୋଭେଲ କରୋନା ଭୂତାଣୁ ପରିସ୍ଥିତିକୁ ନେଇ ସରକାର ସଂପୂର୍ଣ୍ଣ ଭାବେ ସଜାଗ ଅଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:କୋଭିଡ-୧୯ ନୋଭେଲ କରୋନା ଭୂତାଣୁ ପରିସ୍ଥିତିକୁ ନେଇ ସରକାର ସମ୍ପୁର୍ଣ୍ଣ ରୂପେ ସଜାଗ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କ ସୁରକ୍ଷା ଦିଗରେ ମନ୍ତ୍ରଣାଳୟ ଏବଂ ରାଜ୍ୟମାନେ ବିଭିନ୍ନ…

ଡିସ୍ ଟିଭି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଡି୨ଏଚ ଆଣିଲା, ଷ୍ଟ୍ରିମ୍ ଏସଟିବି ଏବଂ ମ୍ୟାଜିକ୍ ଷ୍ଟିକ୍ ଆଣିଛି !…

କେବୁଲ ଟିଭି ଅପରେଟର ଡି୨ଏଚ ଭାରତରେ ଦୁଇଟି ନୂତନ ଉପକରଣ ଆଣିଛି | ଏଥି ମଧ୍ୟରୁ ପ୍ରଥମଟି ହେଉଛି ଡି୨ଏଚ ଷ୍ଟ୍ରିମ୍ ନାମକ ଏକ ଆଣ୍ଡ୍ରଏଡ୍ ଆଧାରିତ ସେଟ୍-ଟପ୍ ବକ୍ସ | ସେହି ସମୟରେ, ଦ୍ୱିତୀୟଟି ହେଉଛି ଡି୨ଏଚ ମ୍ୟାଜିକ୍ ନାମକ ଆମାଜନ ଆଲେକ୍ସା ସମର୍ଥନ ସହିତ ଏକ ଭଏସ୍ ସକ୍ଷମ ଷ୍ଟିକ୍ | ମୂଲ୍ୟ…

୬୦୦୦ ଏମ୍ଏଏଚ ବ୍ୟାଟେରୀ ସହ ସାମସଙ୍ଗ ର ନୂଆ ସ୍ମାର୍ଟଫୋନ ଗାଲାକ୍ସି  ଏମ୍୩୦ଏସ ଭାରତରେ ଲଞ୍ଚ, ମୂଲ୍ୟ ୧୪,୯୯୯…

ହ୍ୟାଣ୍ଡସେଟ ନିର୍ମାତା ସାମସଙ୍ଗ ଭାରତରେ ସାମସଙ୍ଗ ଗାଲାକ୍ସି ତାର ନୂଆ ସ୍ମାର୍ଟଫୋନ  ଗାଲାକ୍ସି  ଏମ୍୩୦ଏସ ଆଜି ଲଞ୍ଚ କରିଛି। ଯଦି ଆପଣ ଏହି ସାମସଙ୍ଗ ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି ତେବେ ଆସନ୍ତୁ ବର୍ତ୍ତମାନ ଭାରତରେ ସାମସଙ୍ଗ ଗାଲାକ୍ସି  ଏମ୍୩୦ଏସ ର ମୂଲ୍ୟ, ଉପଲବ୍ଧତା ଏବଂ…

ରେଡମି ନୋଟ୍ ୯ ପ୍ରୋ ଏବଂ ରେଡମି ନୋଟ୍ ୯ ପ୍ରୋ ମ୍ୟାକ୍ସ ଆଜି  ଭାରତରେ ଲଞ୍ଚ ହୋଇଛି, ମୂଲ୍ୟ ଏବଂ ଫିଚର୍ସ ବିଷୟରେ…

ନୂଆଦିଲ୍ଲୀ: ରେଡମି ନୋଟ୍ ୯ ପ୍ରୋ ଏବଂ ରେଡମି ନୋଟ୍ ୯ ପ୍ରୋ ମ୍ୟାକ୍ସ ଭାରତରେ ଲଞ୍ଚ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଫିଚର୍ସ  ବିଷୟରେ କହିବାକୁ ଗଲେ, ଫୋନରେ ଦୀର୍ଘ ସମୟ ବ୍ୟବହାର ପାଇଁ ୫୦୨୦ ଏମ୍ଏଏଚ ବ୍ୟାଟେରୀ ଦିଆଯାଇଛି | ଆସନ୍ତୁ ବର୍ତ୍ତମାନ ଆପଣଙ୍କୁ ଭାରତରେ ରେଡମି ନୋଟ୍ ୯ ପ୍ରୋ ଏବଂ…

ଶେୟାର ବଜାରରେ ହାହାକାର: ନିବେଶକଙ୍କ ୧୧ଲକ୍ଷ କୋଟି ବୁଡିଲାଣି

ନୂଆଦିଲ୍ଲୀ : ସମଗ୍ର ବିଶ୍ୱର ସେୟାର ବଜାର ଉପରେ କରୋନାର ପ୍ରଭାବ ପଡିଛି । ଗୁରୁବାର ଭାରତର ଶେୟାର ବଜାରରେ ଐତିହାସିକ ହ୍ରାସ ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଆକଳନ ଅନୁସାରେ ନିବେଶକମାନଙ୍କର ପ୍ର୍ରାୟ ୧୧ ଲକ୍ଷ କୋଟି ଟଙ୍କା ବୁଡିଗଲାଣି ।  ଗୁରୁବାର ଆରମ୍ଭରୁ ସେନସେକ୍ସ-ନିଫ୍ଟି ହ୍ରାସ…

କଂଗ୍ରେସ ବିଧାୟକଙ୍କୁ ଆଣିବାକୁ ଯାଇ ମଧ୍ୟପ୍ରଦେଶ ମନ୍ତ୍ରୀ ପୋଲିସ ଦ୍ୱାରା ଗିରଫ; ଭାଇରାଲ୍ ହେଲା ଭିଡ଼ିଓ !

ବେଙ୍ଗାଲୁରୁ: ମଧ୍ୟପ୍ରଦେଶର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ରାଜ୍ୟର ରାଜନୈତିକ ପରିସ୍ଥିତି ଦିନକୁ ଦିନ ସରଗରମ ହେବାରେ ଲାଗିଛି । ସିନ୍ଧିଆଙ୍କ ସମେତ ୨୨ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ କମଳନାଥ ସରକାର…

କରୋନାକୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନାକୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର । ଏଥିସହ ଦିଲ୍ଲୀର ସମସ୍ତ ସିନେମା ହଲକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ଭାଇରସର ସଂକ୍ରମଣକୁ ଦେଖି ଦିଲ୍ଲୀର…