Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବ !

ଜୟପୁର: ରାଜନୈତିକ ମହଲରେ ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବାକୁ ଯାଉଛି ବୋଲି ଆକଳନ କରାଯାଉଛି । ରିପୋର୍ଟ ମୁତାବକ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପୂର୍ବରୁ ବନ୍ଧୁ ସଚିନ ପାଇଲଟଙ୍କ ସହ ଆଲୋଚନା କରିଥିଲେ । ଏହା ଜାଣିବା ପରେ ସୋନିଆ ଗାନ୍ଧୀ ରାଜସ୍ଥାନରେ ସରକାର…

୫୩ ବର୍ଷ ପରେ ମଧ୍ୟପ୍ରଦେଶରେ ସିନ୍ଧିଆ ପରିବାର ଇତିହାସର ପୁନରାବୃତି କରାଇଲେ

ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ତିଷ୍ଠିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରିବା କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ୫୩ ବର୍ଷ ତଳେ ୧୯୬୩ରେ ସମାନ ଭୁଲ କରିଥିଲା କଂଗ୍ରେସ । ସେ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ…

ଆଜି କରୋନା ଭାଇରସର ୯ ନୂଆ ମାମଲା ଚିହ୍ନଟ, ଭାରତରେ ଆକ୍ରାନ୍ତ ସଂଖ୍ୟା ୫୬କୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ଭାରତରେ ୯ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୩ଜଣ କର୍ଣ୍ଣାଟକରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ପହଞ୍ଚିଛି । ଆଜି ସକାଳେ ପୁଣି ଭାରତୀୟ ବାୟୁସେନା…

କରୋନା ଭୟ: ହୋଲି ପାଳନ କଲେ ନାହିଁ ସୋନାକ୍ଷୀ

ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଚଳିତ ବର୍ଷ ତାଙ୍କର ପ୍ରିୟ ହୋଲି ପର୍ବ ପାଳନ କରିନାହାନ୍ତି। ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରଶଂସକମାନଙ୍କୁ ହୋଲିରେ ଅଭିନନ୍ଦନ ଜଣାଇବା ପାଇଁ ସେ ମଙ୍ଗଳବାର ଦିନ ତାଙ୍କର ଏକ ପୁରୁଣା ଫଟୋ ସେୟାର…

ଧୋକା ଦେଇଛନ୍ତି ସିନ୍ଧିଆ: ଅଧୀର ରଂଜନ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସକୁ ଶକ୍ତ ଝଟ୍‌କା ଲାଗିଛି । ସିନ୍ଧିଆଙ୍କ ଇସ୍ତଫା ନେଇ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଂଜନ୍ ଚୌଧୁରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦଳ ତାଙ୍କୁ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ସିନ୍ଧିଆଙ୍କୁ ବହିଷ୍କାର କରାଯାଇଛି: ବେଣୁଗୋପାଳ

ଭୋପାଲ: ମଧ୍ୟପ୍ରଦେଶର ଟାଣୁଆ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଛି । ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ କଂଗ୍ରେସରୁ ସିନ୍ଧିଆଙ୍କୁ ବହିଷ୍କାର କରାଯାଇଥିବା…

୫ ଦିବସୀୟ କାର୍ଯ୍ୟ ବ୍ୟବସ୍ଥା ଉପରେ ଅଙ୍କୁଶ ଲଗାଇଲେ ସିକିମ ସରକାର

ସିକିମ: କର୍ମଚାରୀଙ୍କ ପ୍ରଦର୍ଶନ ଉପରେ ନାଖୁସ ହୋଇ ସିକିମ ସରକାର ସପ୍ତାହକୁ ୫ ଦିନ କାମ କରିବାର ବ୍ୟବସ୍ଥା ଉପରେ ରୋକ ଲଗାଇଛନ୍ତି । ଏବଂ ମାସର ଦ୍ୱିତୀୟ ଓ ଶେଷ ଶନିବାରକୁ କେବଳ ଛୁଟି ଘୋଷଣା କରିଛନ୍ତି । ସରକାରୀ ବିଜ୍ଞପ୍ତି କ୍ରମେ, ଏପ୍ରିଲ ୧ରୁ ଏହି ବ୍ୟବସ୍ଥା ଲାଗୁ କରାଯିବ । ଗତବର୍ଷ…

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ହେଲେ ଏହି ବ୍ୟକ୍ତି…

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପାଖରେ ଆଉ ନାହିଁ ଏସିଆର ସର୍ବବୃହତ ଧନୀର ଟାଇଟଲ । ଅମ୍ବାନୀଙ୍କ ଠାରୁ ଏହି ଟାଇଟଲ ଛଡାଇ ନେଇଛନ୍ତି ଚାଇନାର ଶିଳ୍ପପତି ତଥା ଆଲିବାବା ଗ୍ରୁପ୍ ହୋଲ୍ଡିଂ ଲିମିଟେଡ୍ର…

୧୦୦ ରୁ ଉର୍ଦ୍ଧ୍ବ ଦେଶରେ କାୟା ବିସ୍ତାର କଲାଣି କରୋନା ଭାଇରସ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ମାରାତ୍ମକ କରୋନାଭାଇରସ୍ ରୋଗ ୧୦୦ ରୁ ଉର୍ଦ୍ଧ୍ବ ଅଧିକ ଦେଶରେ ବ୍ୟାପି ସାରିଲାଣି। ଏହି ମାରାତ୍ମକ ଭାଇରସ ପ୍ରଭାବରେ ୩୫୦୦ ରୁ ଅଧିକ ଜୀବନ ମଧ୍ୟ ଗଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ,ଏହି ଜୀବାଣୁ ୧୦୦…

କରୋନା ଭୟ: କେରଳରେ ମାର୍ଚ୍ଚ ୩୧ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ

କେରଳ: ଚାରିଆଡେ କରୋନା ଭାଇରସର ଭୟ । ଚୀନରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ କରୋନା ଭାଇରସ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି । କେରଳରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୨ରେ ପହଂଚିଛି । ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ…