Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ଆଉ ୧୦ କରୋନା ରିପୋର୍ଟ ପଜିଟିଭ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଆଉ ୧୦ ଜଣଙ୍କ କରୋନା ଭାଇରସ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, କେରଳରେ ୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ ଏବଂ…

ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ: ନିର୍ମଲାଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କୁ ଭେଟିଲେ ବିଜେଡି ସାଂସଦ । ସେ ମହାପ୍ରଭୁଙ୍କ ଟଙ୍କା ଫେରସ୍ତ ପାଇଁ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସସ୍ମିତ…

ଲଗାତାର ୭ମ ଦିନ ପାଇଁ କମିଲା ତୈଳ ଦର: କେଉଁଠି ରହିଛି କେତେ ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ କ୍ରମାଗତ ହ୍ରାସ ଘଟୁଛି। ଆଜି ଲଗାତାର ୭ମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିଛି। ବୁଧବାର ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୯ ପଇସା ହ୍ରାସ ପାଇ ବୁଧବାର ୭୦ ଟଙ୍କା ୨୯ ପଇସା ରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପ୍ରତି…

କାହିଁକି ସିନ୍ଧିଆ ଛାଡ଼ିଲେ କଂଗ୍ରେସ; କ’ଣ ରହିଛି ବିଜେପିରେ ମିଶିବାର ରହସ୍ୟ !

ଭୁବନେଶ୍ୱର: ରାଜନୀତିରେ ସବୁକିଛି ସମ୍ଭବ । ପୂର୍ବର ରାଜନୀତି ଆଉ ଏବର ରାଜନୀତି ମଧ୍ୟରେ ଆକାଶ ପାତାଳ ଫରକ । ଭାରତୀୟ ଗଣତାନ୍ତ୍ରୀକ ପଦ୍ଧତି ଆଜି ସମଗ୍ର ବିଶ୍ୱରେ ସମ୍ମାନିତ ହେଉଛି କାରଣ ଭାରତୀୟ ରାଜନୀତି ଗଣତାନ୍ତ୍ରୀକ ନିୟମ ଓ ଆଇନାନୁମୋଦିତ କାର୍ଯ୍ୟଧାରା ଅନୁସାରେ ପରିଚାଳିତ ହୋଇଥାଏ ।…

କରୋନା ଭାଇରସ କବଳରେ ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଚୀନ ଠାରୁ ଆରମ୍ଭ କରି ଦୁନିଆର ୧୦୦ରୁ ଅଧିକ ଦେଶ କରୋନା ଭାଇରସ କବଳରେ ଅଛନ୍ତି । ସାରା ବିଶ୍ୱରେ କରୋନା ଯୋଗୁଁ ୪ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ ନଦୀନ ଡାରିସ ମଧ୍ୟ କରୋନାରୁ ବର୍ତ୍ତି ନାହାଁନ୍ତି । ସମାଚାର ଏଜେନ୍ସି ପିଟିଆଇ…

ଆଜି ବିଜେପିରେ ଯୋଗ ଦେଇପାରନ୍ତି ସିନ୍ଧିଆ; ସରକାର ବଂଚାଇବାକୁ କଂଗ୍ରେସର ପ୍ରୟାସ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ରାଜନୈତିକ ପରିବେଶ ସରଗରମ ରହିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କ ସହିତ ୨୨ କଂଗ୍ରେସ ବିଧାୟକ ମଧ୍ୟ ଦଳ ଛାଡିଦେଇଛନ୍ତି । ଯାହାପରେ ମଧ୍ୟ ପ୍ରଦେଶରେ କମଲନାଥ ସରକାରଙ୍କ ସଂଖ୍ୟା କମିଯାଇଥିବା ନଜର ଆସିଛି । ଏହା ମଧ୍ୟରେ…

ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା; ଏହି ୩ ଦେଶକୁ ଭାରତର ଭିସା କଟକଣା

ନୂଆଦିଲ୍ଳୀ: ଭାରତରେ କାୟା ବିସ୍ତାର କରୁଛି କରୋନା ଭାଇରସ । ସରକାରୀ ରିପୋର୍ଟ ଅନୁସାରେ, ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ୫୦ରେ ପହଞ୍ଚିଛି । ଯାହା ପରେ କରୋନା ଭାଇରସର ମୁକାବିଲାକୁ ନେଇ କେନ୍ଦ୍ର ସରକାର ଟ୍ରାଭେଲ ଆଡଭାଇଜରି ଜାରି କରିଛନ୍ତି । ଟ୍ରାଭେଲ ଆଡଭାଇଜରି ଅଧିନରେ…

ମଧ୍ୟପ୍ରଦେଶ ରାଜନୀତିରେ ସବୁ ଦିଗରୁ କଂଗ୍ରେସର କ୍ଷତି: ସରକାର ଗଠନର ୫ ସମୀକରଣ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ କମଳନାଥ ସରକାର ଭାଙ୍ଗିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତଥାପି ଆସନ୍ତୁ ଜାଣିବା ମଧ୍ୟପ୍ରଦେଶ ସରକାର ଗଠନର ୫ ସମୀକରଣ । ପ୍ରଥମ ସମୀକରଣ: ବିଧାୟକଙ୍କ ଇସ୍ତଫା ମଂଜୁର ହେଲେ ୨ ବିଧାୟକଙ୍କ…

ସିନ୍ଧିଆ ବିଜେପିରେ ମିଶିବା ନେଇ ବିଳମ୍ବ କଲେ

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ବିଜେପିରେ ମିଶିବେ ନାହିଁ । ମିଳିଥିବା ଖବର ଅନୁସାରେ ଆଉ କିଛି ଦିନ ଅପେକ୍ଷା କରି ଇସ୍ତଫା ଦେଇଥିବା ବିଧାୟକଙ୍କ ସହ ସିନ୍ଧିଆ ଏକ ଉତ୍ସବମୁଖରିତ ପରିବେଶରେ ବିଜେପିରେ ଯୋଗ ଦେବେ । ଦିଲ୍ଲୀସ୍ଥିତ ମୁଖ୍ୟ କାର‌୍ୟ୍ୟାଳୟରେ ସଂଧ୍ୟା ୬ଟାରେ…

ଜ୍ୟୋତିରାଦିତ୍ୟଙ୍କ ନିଷ୍ପତିକୁ ପୁଅ, ପିଉସୀଙ୍କ ସ୍ୱାଗତ

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଜ୍ୟୋତିରାଦିତ୍ୟଙ୍କ ଏହି ନିଷ୍ପତ୍ତି ପରେ ପୂରା ପରିବାର ତାଙ୍କ ସହ ଛିଡା ହୋଇଛି । ଏପରିକି ପୁଅ ମହାଆର‌୍ୟ୍ୟମାନ ଟ୍ୱିଟ୍ କରି କହିଛନ୍ତି, ଏଭଳି ନିଷ୍ପତ୍ତି ପାଇଁ…