Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ପ୍ରଥମ ଥର କରୋନା ରୋଗୀଙ୍କ ଉପରେ ଏଚଆଇଭି ନିରୋଧୀ ଔଷଧର ପ୍ରୟୋଗ

ନୂଆଦିଲ୍ଲୀ/ଜୟପୁର: କରୋନା ଭାଇରସର ପ୍ରକୋପ ବଢ଼ି ବଢ଼ି ଚାଲିଛି । ଡାକ୍ତର ଓ ବୈଜ୍ଞାନିକ ଏହାର ଚିକିତ୍ସା ପଦ୍ଧତି ଖୋଜୁଛନ୍ତି । ଏହା ଭିତରେ ଭାରତରେ ପ୍ରଥମ ଥର ଲାଗି କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ଉପରେ ଏଚଆଇଭି ନିରୋଧୀ ଔଷଧର ପ୍ରୟୋଗ କରାଯାଇଛି । ଭାରତ ପରିଦର୍ଶନରେ ଆସିଥିବା ଇଟାଲୀୟ…

ଏମିତି କିଛି ଗାଁ ଯେଉଁଠାରେ ଫଗୁ ଉଡିବା ଅଶୁଭ: ୧୦୦ ବର୍ଷ ହେବ ପାଳନ ହୋଇନାହିଁ ହୋଲି ଉତ୍ସବ !

ଭୁବନେଶ୍ୱର: ହୋଲି ପର୍ବକୁ ଲୋକମାନେ ହସ ଓ ଖୁସି ସହ ଯୋଡିଥାନ୍ତି ଏବଂ ଏହାକୁ ଶୁଭର ପ୍ରତୀକ ଭାବରେ ବିବେଚନା କରନ୍ତି । କିନ୍ତି ଆମ ଭାରତରେ ଏପରି ଅନେକ ଗ୍ରାମ ଅଛି ଯେଉଁଠାରେ ହୋଲି ପାଳନ କରିବା ଅଶୁଭ ବୋଲି ବିବେଚନା କରାଯାଏ । ଛତିଶଗଡରେ ରହିଛି ଏହିଭଳି କିଛି ଗ୍ରାମ ଅଛି ଯେଉଁଠାରେ…

କର୍ଣ୍ଣାଟକରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ; ଟ୍ୱିଟ କରି ଜଣାଇଲେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ

ବାଙ୍ଗାଲୁରୁ : ଆଜି କର୍ଣ୍ଣାଟକରେ ଆଉ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମଆର) ଏନେଇ ସ୍ପଷ୍ଟ କରିଛନ୍ତି । ଏହାକୁ ମିଶାଇ କର୍ଣ୍ଣାଟକରେ ୪ଟି କରୋନା ଭାଇରସ ମାମଲା ସ୍ପଷ୍ଟ କରାଯାଇଛି । ୪ଜଣଙ୍କ ରକ୍ତ ଓ ସ୍ୱାବ ନମୂନା ପଜିଟିଭ ଆସିଛି ।…

୬ ମନ୍ତ୍ରୀଙ୍କୁ ହଟାଇବାକୁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ କମଲନାଥ

ଭୋପାଲ: ୬ଜଣ ମନ୍ତ୍ରୀଙ୍କୁ ହଟାଇବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଚିଠି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ପ୍ରମୁରାମ ଚୌଧୁରୀ, ମହିନ୍ଦ୍ର ସିଂ, ଇମରତି ଦେବୀ, ଗୋବିନ୍ଦ ସିଂ ରାଜପୁର, ତୁଲସୀ ସିଲାବଟ, ପ୍ରଦ୍ୟୁମ୍ନ ସିଂ ତୋମାରଙ୍କୁ ମନ୍ତ୍ରୀମଣ୍ଡାଳରୁ ହଟାଇବା ପାଇଁ…

ସିନ୍ଧିଆଙ୍କ ପରେ ଇସ୍ତଫା ଦେଲେ ୨୦ କଂଗ୍ରେସ ବିଧାୟକ

ଭୋପାଲ: ମଧ୍ୟପ୍ରଦେଶ ରାଜନୈତିକ ସମୀକରଣରେ ନୂଆମୋଡ ନେଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପରେ ୨୦ ଜଣ କଂଗ୍ରେସ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ଏହି ବିଧାୟକଙ୍କ ମଧ୍ୟରେ ୫ ଜଣ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ସେମାନେ ବିଧାନସଭାର ବାଚସ୍ପତିଙ୍କୁ ନିଜ…

କଂଗ୍ରେସକୁ ବଡ ଝଟକା; ଦଳରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ/ ଭୋପାଳ: କଂଗ୍ରେସକୁ ବଡ ଝଟକା । ମଧ୍ୟ ପ୍ରଦେଶର ରାଜ ପରିବାରରୁ ଆସୁଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ସେ ମଙ୍ଗଳବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା…

ହୋଲି ରଙ୍ଗରେ ରଙ୍ଗେଇ ହେଲା ସାରା ଦେଶ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ସାରା ଦେଶବାସୀ ଧୁମଧାମରେ ହୋଲି ଖେଳୁଛନ୍ତି । କରୋନା ଭାଇରସର ଭୟ ସତ୍ୱେ ନିଜ ସଂସ୍କୃତି ଓ ପରମ୍ପରାକୁ ଛାଡି ନାହାଁନ୍ତି ଭାରତବାସୀ । ହର୍ବାଲ ରଙ୍ଗ କିମ୍ବା ହଳଦୀ, ଚନ୍ଦନ ହେଉ ପଛେ ହୋଲି ଖେଳିବାକୁ ଆଗେଇ ଆସିଛନ୍ତି ସମସ୍ତେ । ଆସନ୍ତୁ ଦେଖିବା…

କେରଳ ପରେ ପୁଣେକୁ ବ୍ୟାପିଲା କରୋନା ଭାଇରସ, ୨ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ମଙ୍ଗଳବାର ଦିନ ପୁଣେରେ ଆଉ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ୨ ଜଣ ନିକଟ ଅତୀତରେ ୟୁନାଇଟେଡ୍ ଷ୍ଟେଟରୁ ଫେରିଥିଲେ । ଏହି…

କରୋନା ଭାଇରସ: ଇରାନରୁ ଫେରିଲେ ୫୮ ଭାରତୀୟ

ନୂଆଦିଲ୍ଲୀ: ଚୀନରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ ଏବେ ଇରାନ ଓ ଇଟାଲୀରେ ହାହାକାର ସୃଷ୍ଟି କରିଛି । ଇରାନରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ସୋମବାର ଦିନ ୨୩୭ରେ ପହଞ୍ଚିଛି । ଏହା ମଧ୍ୟରେ ଇରାନରେ ଫସିରହିଥିବା ଭାରତୀୟଙ୍କ ଉଦ୍ଧାର କରାଯାଇଛି । ୫୮ଜଣଙ୍କ ପ୍ରଥମ ବ୍ୟାଚ…

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୪୫କୁ ବୃଦ୍ଧି

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଭାରତରେ ମୋଟ୍ ୪୫ଟି କରୋନା ଭାଇରସର ମାମଲା ଆସିଛି । ଜାମ୍ମୁ-କାଶ୍ମୀର, ନୂଆଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ କେରଳରେ ୬ଟି ମାମଲା ସାମନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏପର୍ଯ୍ୟନ୍ତ କର୍ଣ୍ଣାଟକରୁ କରୋନା ଭାଇରସ ମାମଲା ସ୍ପଷ୍ଟ କରିନାହାଁନ୍ତି…