Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଜାନୁଆରୀ ୨୦ରେ ଦୋଷୀ ପବନର ଆବେଦନ ଉପରେ ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୦ରେ ଜଣାପଡିବ ନିର୍ଭୟା ଦୋଷୀ ପବନ ଗୁପ୍ତା ନାବାଳକ ନା ନାହିଁ । ଏନେଇ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହେବ । ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ନେଇ ସଦ୍ୟତମ ଡେଥ ୱାରେଂଟ ବାହାରିବା ପରେ ଦୋଷୀ ପବନ କୁମାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ତାକୁ…

ଦୀର୍ଘ ୫ ମାସ ପରେ ଜମ୍ମୁ-କାଶ୍ମୀରରେ ସୁଧୁରିଲା ପ୍ରିପେଡ ମୋବାଇଲ ସେବା !

ଜମ୍ମୁ: ଜମ୍ମୁ-କାଶ୍ମୀରରେ ପ୍ରିପେଡ ମୋବାଇଲ ସେବାରେ ସୁଧାର ଆସିଛି । ଶନିବାର ଠାରୁ ଏଠାରେ ପ୍ରିପେଡ ମୋବାଇଲ ସେବା ପୁଣି ଥରେ ଆରମ୍ଭ ହୋଇଛି । ଏହାସହ ଗତ ଅଗଷ୍ଟ ମାସରୁ ଏଠାରେ ଇଣ୍ଟରନେଟ ବନ୍ଦ କରାଯାଇଥିବା ବେଳେ କିଛି ଅଞ୍ଚଳରେ ଶନିବାର ଠାରୁ 'ଟୁ ଜି' ସେବା ଆରମ୍ଭ ହୋଇଥିବା ଜାତୀୟ…

ଶିରିଡି ସାଇ ମନ୍ଦିର ବନ୍ଦ ଘଟଣା: ଗୁଜବ ବୋଲି କହିଲେ ମନ୍ଦିର ସିଇଓ

ଶିରିଡି: ଆସନ୍ତା ଜାନୁୟାରୀ ୧୯ ତାରିଖରୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ଗୁଜବ ବୋଲି କହିଛନ୍ତି ମନ୍ଦିର ସିଇଓ ଦୀପକ ମୁଗଲିକର। " ଆସନ୍ତା ଜାନୁଆରୀ ୧୯ ତାରିଖରୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ ରହିବ ବୋଲି ଅନେକ ଗଣମାଧ୍ୟମରେ…

ସଡକ ଦୁର୍ଘଟଣାରେ ଅଭିନେତ୍ରୀ ଶାବନା ଆଜମି ଗୁରୁତର

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ୍ ଅଭିନେତ୍ରୀ ଶାବନା ଆଜମି ଶନିବାର ଦିନ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ୱେରେ ଘଟିଥିବା ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1218495499520507905?s=08…

ମତେ ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ: ନିର୍ଭୟାଙ୍କ ମାଆ

ନୂଆଦିଲ୍ଳୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ଉପରେ ବର୍ଷିଲେ ନିର୍ଭୟାଙ୍କ ମା ଆଶା ଦେବୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ କ୍ଷମା କରିବାକୁ ଉପଦେଶ ଦେଇଥିଲେ ଆଇନଜୀବୀ ଇନ୍ଦିରା । ଏହାକୁ ନେଇ ନିର୍ଭର‌୍ୟାଙ୍କ ମା’ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ…

ଇରାନ ସୁପ୍ରିମୋ ଅଲ୍ଲି ଖାମିନିଙ୍କୁ ଟ୍ରମ୍ପଙ୍କ ନାଲିଆଖି

ୱାଶିଂଟନ: ଇରାନକୁ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ । ନିଜ ଶବ୍ଦ ପ୍ରତି ସତର୍କ ରହିବାକୁ ଇରାନର ସୁପ୍ରିମୋ ଲିଡର ଆୟୋତୋଲା ଅଲ୍ଲି ଖାମିନିଙ୍କୁ କଡା ଭାଷାରେ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଟୁଇଟ୍ ମାଧ୍ୟମରେ ଟ୍ରମ୍ପ ଇରାନ ଉପରେ ବର୍ଷିଛନ୍ତି । ସେ କହିଛନ୍ତି,…

ବିବାହ ନିମନ୍ତ୍ରଣ ପତ୍ରରେ ‘ସିଏଏ’ ସମର୍ଥନ ବାର୍ତ୍ତା; ଭାଇରାଲ୍ ହେଲା କାର୍ଡ !

ଭୋପାଳ: ବିବାହ କାର୍ଡରେ ସିଏଏ ସମର୍ଥନ ବାର୍ତ୍ତା । ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇ ମଧ୍ୟପ୍ରଦେଶର ଜଣେ ଯୁବକ ଏଭଳି କରିଛନ୍ତି । ମଧ୍ୟପ୍ରଦେଶ ଜିଲ୍ଲାର ପ୍ରଭାତ ନାମକ ଜଣେ ଯୁବକ ନିଜ ବିବାହ କାର୍ଡରେ ‘ଆଇ ସପୋର୍ଟ ଫର୍ ସିଏଏ’ ଛପାଇଛନ୍ତି । ଏହି ଏହି ନିମନ୍ତ୍ରଣ କାର୍ଡ ସୋସିଆଲ…

ଖୁବଶୀଘ୍ର ପରଦାକୁ ଆସୁଛି କାରଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ବାୟୋପିକ ‘ସେରଶାହା’

ମୁମ୍ବାଇ: ୧୯୯୯ ମସିହାର ଛାତିଥରା କରଗିଲ ଯୁଦ୍ଧ କିଏ ବା ମନରୁ ପାସୋରି ପାରିଥିବ । ଭାରତ- ପାକିସ୍ତାନ ମଧ୍ୟରେ ଦୀର୍ଘ ୨ ମାସ ଧରି ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଭରତ ହାସଲ କରିଥିଲା ଜିତାପଟ। ଏହି ଯୁଦ୍ଧର ହିରୋ କୁହାଯାଉଥିବା କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନୀକୁ ନେଇ ଖୁବଶୀଘ୍ର…

ସାଇବାବାଙ୍କ ଜନ୍ମଭୂମୀକୁ ନେଇ ବିବାଦ: ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା

ଶିରିଡ଼ି: ରାମ ଜନ୍ମଭୂମିକୁ ନେଇ ବିବାଦ ନଥମୁଣୁ ପୁଣି ସାଇବାବାଙ୍କ ଜନ୍ମଭୂମୀକୁ ନେଇ ମହାରାଷ୍ଟ୍ରରେ ବିବାଦ ଘନୀଭୂତ ହୋଇଛି । ଆସନ୍ତା ରବିବାରଠାରୁ ମହାରାଷ୍ଟ୍ରରେ ଥିବା ସାଇବାବାଙ୍କ ପୀଠ ଶିରିଡ଼ିରେ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦର ଡାକରା ଦିଆଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ…

ଏବେ ବିନ୍ଦାସ ବ୍ୟବହାର କରନ୍ତୁ ୱାଟସଆପ୍ସ; ସମାଧାନ ହୋଇଯାଇଛି ଏହିସବୁ ଅସୁବିଧା…

ୱାଟସଆପ୍ସ ୟୁଜର୍ସ ପାଇଁ ଆସୁଥିବା ଗୋଟେ ବଡ଼ ଆସୁବିଧା ଟଳିଗଲା। କମ୍ପାନୀ ନିଜ ୱାଟସଆପ୍ସରେ ବିଜ୍ଞାପନ ଦେବାକୁ ଚାହୁଁଥିଲା ହେଲେ ଏବେ ହେବ ନାହିଁ ବୋଲି ଜଣାପଡୁଛି। ଖବର ଆସୁଥିଲା ଯେ ୱାଟସଆପ୍ସ ନିଜର ଅଧିକ ଆୟ କରିବାକୁ ଯୋଜନା କରିଥିଲା। ଏହି ଆପ୍ସରେ ବିଜ୍ଞାପନ ଚଲାଇବାକୁ ଯୋଜନା…