Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁ-କାଶ୍ମୀର ବୁଲିଲେ ୯ କେନ୍ଦ୍ରମନ୍ତ୍ରୀ: ଲୋକଙ୍କୁ ପଚାରିଲେ ଭଲମନ୍ଦ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦର ୫ ମାସ ପରେ ପ୍ରଥମଥର ପାଇଁ ଆଜି ଘାଟି ଅଚଂଳ ଗସ୍ତ କରିଛନ୍ତି ମୋଦି ସରକାରଙ୍କ ୯ ଜଣ କେନ୍ଦ୍ରମନ୍ତ୍ରୀ । ଜମ୍ମୁ ଡିଭିଜନର ବିଭିନ୍ନ ବ୍ଲକକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଘାଟି ଅଂଚଳରୁ ଧାରା ୩୭୦ ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ…

ଗିରଫ ହେଲା ୧୩୫ କେଜି ଓଜନର ଆତଙ୍କବାଦୀ: ଟ୍ରକରେ ବୁହାହୋଇ ଗଲା ଜେଲ

ଇରାକ ସେନାକୁ ରବିବାର ଏକ ବହୁତ ବଡ ସଫଳତା ହାସଲ ହୋଇଛି । ଦୀର୍ଘ ଦିନ ପରେ ସେନା ମୋସୁଲ ସହରରେ ଲୁଚି ରହିଥିବା ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ ମୁଫତି ଅବୁ ଅବଦୁଲ ବାରୀକୁ ଗିରଫ କରିଛି । ଜବା ଦି ଜେହାଦୀ ନାମରେ ପରିଚିତ ଏହି ଚରମପନ୍ଥୀଙ୍କ ଓଜନ ୧୩୫ କିଲୋଗ୍ରାମ । ସେ ଶେଯରୁ ଉଠି ପାରୁ ନ…

କେନ୍ଦ୍ରୀୟ ବଜେଟ ୨୦୨୦: ଆସନ୍ତାକାଲି ହାଲୱା ଉତ୍ସବ, ଆରମ୍ଭ ହେବ ବଜେଟ ଡକ୍ୟୁମେଣ୍ଟର ପ୍ରିଣ୍ଟିଂ

ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଫେବୃଆରୀ କୁ ସାଧାରଣ ବଜେଟ ଆଗତ କରିବେ । ୨୦ ଜାନୁଆରୀ କୁ ହାଲୱା ଉତ୍ସବ ସହିତ ବଜେଟ ଦସ୍ତାବିଜ ର ଛାପା କାମ ଆରମ୍ଭ ହେବ । ଏହି ହାଲୱା ପରେ ପ୍ରିଣ୍ଟିଂଗ ପ୍ରେସ ର ସମସ୍ତ କର୍ମଚାରୀ ସମେତ ବିତ୍ତ ମନ୍ତ୍ରାଳୟ ର ୧୦୦ ଅଧିକାରୀ ଙ୍କୁ ' ବଜେଟ ୨୦୨୦' ଆଗତ…

ଥାନାବାବୁଙ୍କ ଅଜବ ସମାଧାନ; ୩ ଦିନ ପାଳି କରି ୨ ପତ୍ନୀଙ୍କ ପାଖରେ ରହିବେ ସ୍ୱାମୀ !

ରାଞ୍ଚି: ରାଞ୍ଚି ସ୍ଥାନୀୟ ସଦର ଥାନାରେ ଏକ ଅଜବ ସମାଧାନ ହୋଇଛି । ସାଧାରଣ ବ୍ୟକ୍ତି ଗୋଟିଏ ସ୍ତ୍ରୀକୁ ଚଳାଇବାରେ ନାକେଦମ ହେଉଥିବା ବେଳେ ଏହି ଘଟଣାରେ ୨ଟି ସ୍ତ୍ରୀ ସାମିଲ । ସବୁଠାରୁ ବଡ କଥା ଉଭୟ ସ୍ୱାମୀଙ୍କ ପାଖରେ ରହିବାକୁ ରାଜି । ଏହି ବ୍ୟକ୍ତିଙ୍କ ନାମ ହେଲା ରାଜେଶ । ତାଙ୍କର ୨ଟି…

ଦିଲ୍ଳୀ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: ଚାନ୍ଦିନୀଚୌକରୁ ଅଳକାଙ୍କୁ ଟିକେଟ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାରି ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ଦଳ ପ୍ରଥମ ପର୍ଯ୍ୟାୟରେ ୫୪ଟି ଆସନ ପାଇଁ ପାର୍ଥୀଙ୍କ ନାଁ ଘୋଷଣା କରିଛି । ଦିଲ୍ଲୀ ଚାନ୍ଦନୀଚୌକରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟିକାଙ୍କୁ ଏଥର ଟିକେଟ ଦେଇଛି କଂଗ୍ରେସ । ଏହି ଆସନରୁ…

ରାହୁଲ ଗାନ୍ଧୀ ହାଜିର ହୋ’.. ରାଞ୍ଚି କୋର୍ଟରୁ ରାହୁଲଙ୍କୁ ଡାକରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୋର ବୋଲି ଟିପ୍ପଣି ଦେବା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତିଗତ ଭାବେ ହାଜର ହେବାକୁ ରାଞ୍ଚି ସିଭିଲ କୋର୍ଟ କଂଗ୍ରେସ ଉପାଧ୍ୟକ୍ଷଙ୍କୁ ସମନ କରିଛି । ଫେବୃଆରୀ ୨୨ ପୂର୍ବରୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…

ଶିରିଡିରେ ବନ୍ଦ ପାଳନ; ଖୋଲା ରହିଛି ସାଇବାବାଙ୍କ ମନ୍ଦିର

ଶିରିଡି: ମହାରାଷ୍ଟ୍ରରେ ଶିରିଡି ସାଇ ବାବାଙ୍କ ଜନ୍ମସ୍ଥଳୀକୁ ନେଇ ଉଠିଥିବା ବିବାଦ ଯୋଗୁଁ ରବିବାର ତଥା ଜାନୁୟାରୀ ୧୯ ତାରିଖ ଦିନ ସ୍ଥାନୀୟ ଲୋକ ଓ ଭକ୍ତମାନେ ଶିରିଡି ବନ୍ଦ ପାଳନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ସମଗ୍ର ଶିରିଡିରେ ଏହି ବନ୍ଦ ପାଳନ କରାଯାଇଥିବା ବେଳେ ରବିବାର…

ଚୀନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲା ଫେସବୁକ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ କ୍ଷମା ମାଗିଛି ଫେସ୍‌ବୁକ୍‌ । ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ନାମଙ୍କୁ ଭୁଲ ଅନୁବାଦ କରି କ୍ଷମା ମାଗିଛି ଫେସବୁକ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚୀନ୍‌ର ରାଷ୍ଟ୍ରପତି ବର୍ମା ଗସ୍ତରେ ଯାଇଥିଲେ । ବର୍ମାର ନେତା…

କେନ୍ଦ୍ରୀୟ ବଜେଟ ୨୦୨୦: ଫେବୃଆରୀ ୧ ରେ ଆଗତ ହେବ ସାଧାରଣ ବଜେଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ୨୦୨୦: କେନ୍ଦ୍ରୀୟ ବଜେଟ ୨୦୨୦-୨୦୨୧ କୁ ଏକ ଫେବୃଆରୀକୁ ଆଗତ ହେବ । ସଂସଦରେ ବଜେଟ ଅଧିବେଶନ ୩୧ ଜାନୁଆରୀ ରୁ ଆରମ୍ଭ ହୋଇ ୦୩ ଅପ୍ରେଲ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ହେବ । ରିପୋର୍ଟ ଅନୁସାରେ, ସଂସଦୀୟ ମାମଲାର ମନ୍ତ୍ରୀମଣ୍ଡଳୀୟ ସମିତି ର ସୁପାରିସ ଅନୁଯାୟୀ…

ରାତିରେ ଖୋଲା ରହିବ ସପିଂ ମଲ୍‌, ସିନେମା ହଲ ଓ ରେଷ୍ଟୁରାଂଟ, ଜାଣନ୍ତୁ କେଉଁଠି

ମୁମ୍ବାଇ: ଏବେ ରାତିରେ ଖୋଲା ରହିବ ସପିଂ ମଲ୍‌, ସିନେମା ହଲ ଏବଂ ରେଷ୍ଟୁରାଂଟ । ଗୁଜରାଟ, ଅହମ୍ମଦାବାଦ ଭଳି ମୁମ୍ବାଇରେ ଏସବୁ ଖୋଲା ରହିବ । ଏନେଇ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି । ଜାନୁଆରୀ ୨୬ରୁ ପରୀକ୍ଷାମୂଳକ ଭାବେ ଅହମ୍ମଦାବାଦ ଭଳି ମୁମ୍ବାଇରେ ମଧ୍ୟ ୨୪…