Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଘୋଷଣା ହେଲା ନୂଆ ଫାଶୀ ତାରିଖ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଖୁଂଟରେ ଝୁଲିବେ ୪ ଦୋଷୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଆଉ ଏକ ନୂଆ ଡେଥ ୱେରେଂଟ ଜାରି କରିଛନ୍ତି । ଆଜି ଦୋଷୀ ମୁକେଶୀ ରଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିବା ପରେ…

ଭାରତରତ୍ନଠୁଁ ଉର୍ଦ୍ଧ୍ବରେ ମହାତ୍ମା ଗାନ୍ଧୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବା ନିମନ୍ତେ ଦାଏର କରାଯାଇଥିବା ଯାଚିକାର ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । Supreme Court, while declining to pass any order in the PIL, said that…

ବ୍ୟାନ୍ ହୋଇପାରେ ଏସିଡ୍ ବିକ୍ରି: ଅଭିଯାନ ଆରମ୍ଭ କଲେ ମଧ୍ୟପ୍ରଦେଶ ସରକାର

ଭୁବନେଶ୍ୱର: ପ୍ରଭାବ ପକାଇଲା ଫିଲ୍ମ ‘ଛପାକ୍‌’ । ବ୍ୟାନ୍ ହୋଇପାରେ ଏସିଡ୍ ବିକ୍ରି । ମଧ୍ୟପ୍ରଦେଶ ସରକାର ଏନେଇ ଅଭିଯାନ ଆରମ୍ଭ କରିଛନ୍ତି । ଏସିଡ୍ ଆକ୍ରମଣ ଉପରେ ତିଆରି ଫିଲ୍ମ ‘ଛପାକ୍‌’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ମଧ୍ୟପ୍ରଦେଶ ସରକାର ଏସିଡ୍ ଖୋଲାଖୋଲି ବିକ୍ରି ବ୍ୟାନ୍ କରିବା…

ଭାରତୀୟ ନୋଟରେ ରହୁ ଲକ୍ଷ୍ମୀଙ୍କ ଚିତ୍ର: ସୁବ୍ରମଣ୍ୟମ ସ୍ୱାମୀ

ଭୋପାଳ: ଭାରତୀୟ ନୋଟ୍‌ରେ ରହୁ ମାତା ଲକ୍ଷ୍ମୀଙ୍କ ଚିତ୍ର । ଏହାଦ୍ୱାରା ଅର୍ଥନୀତି ଓ ଟଙ୍କା ମୂଲ୍ୟରେ ସୁଧାର ଆସିବ । ଏଭଳି କିଛି ଅଦ୍ଭୁତ ପ୍ରସ୍ତାବ ଦେଇଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ମଧ୍ୟପ୍ରଦେଶରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସେ କହିଛନ୍ତି ଯେ, ଇଣ୍ଡୋନେସିଆ ମୁଦ୍ରାରେ…

ଫାଶୀରେ ବିଳମ୍ବ ହେଲେ ଦିଲ୍ଲୀ ସରକାର ଦାୟୀ: ନିର୍ଭୟାଙ୍କ ବାପା-ମା’

ନୂଆଦିଲ୍ଲୀ: ଫାଶୀରେ ବିଳମ୍ବ ହେଲେ ଦାୟୀ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । "ମୋ ଝିଅକୁ ଦିଲ୍ଲୀ ସରକାର ଫେରାଇ ଆଣିପାରିବେ ନାହିଁ । ଦୀର୍ଘ ୭ ବର୍ଷ ହେଲା ଆମେ ନ୍ୟାୟକୁ ଅପେକ୍ଷା କରି ରହୁଛି । କିନ୍ତୁ ଏଯାଏଁ ନ୍ୟାୟ ମଳିନାହିଁ" । କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ ମୁକେଶର ରାଜକ୍ଷମା ଖାରଜ

ନୂଆଦିଲ୍ଳୀ: ଖାରଜ ହେଲା ଦୋଷୀ ମୁକେଶର ରାଜକ୍ଷମା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି । ଏନେଇ ରାଷ୍ଟ୍ରପତି ଭବନର କେନ୍ଦ୍ର ଗୃହମନ୍ତ୍ରାଳୟରୁ ସୂଚନା ମିଳିଛି । ଏହାପରେ ୪ ଦୋଷୀଙ୍କ ଫାଶୀ ପାଇବା…

ଜହ୍ନକୁ ଯିବା ଲାଗି ଚାହୁଁଛନ୍ତି କି; ଏଭଳି ରହିଛି ସର୍ତ୍ତ

ନୂଆଦିଲ୍ଲୀ: ଚନ୍ଦ୍ର ଗସ୍ତରେ ଯିବାପାଇଁ ଜଣେ କୋଟିପତି ବ୍ୟବସାୟୀ ବିଜ୍ଞାପନ ଦ୍ୱାରା ଖୋଜୁଛନ୍ତି ସାଥୀ । ଏହା ଶୁଣିବାକୁ ଟିକେ ଆଶ୍ୱର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ନଜରକୁ ଆସିଛି ଜାପାନରେ । ସମ୍ପୃକ୍ତ କୋଟିପତି ବ୍ୟବସାୟୀ ଜଣକ ହେଉଛନ୍ତି ଜାପାନର ବାସିନ୍ଦା ଏବଂ ତାଙ୍କ ନାମ…

ଗୃହ ମନ୍ତ୍ରଣାଳୟର ଜନଗଣନା ଓ ଏନପିଆର ବୈଠକରେ ଯୋଗଦେବନି ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଶୁକ୍ରବାର ଦିନ ଗୃହ ବ୍ୟାପାର ମନ୍ତ୍ରଣାଳୟର ଜନଗଣନା ଓ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର୍ (ଏନପିଆର୍‌) ସମ୍ବନ୍ଧୀୟ ଏକ ବୈଠକ ଜରୁରୀ ଡକାଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ ସାମିଲ ହେବ ନାହିଁ ବୋଲି ଜଣାପଡିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

ଜିସାଟ୍‌-୩୦ର ସଫଳ ଉତକ୍ଷେପଣ, ଯୋଗାଯୋଗ ବ୍ୟବସ୍ଥାରେ ବଡ ପରିବର୍ତ୍ତନ

ବେଙ୍ଗାଲୁରୁ: ୟୁରୋପୀୟ ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୦କୁ ଶୁକ୍ରବାର ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଭାରତୀୟ ସମୟାନୁଯାୟୀ ଏହା ପ୍ରାୟ ରାତି ୨ଟା ୩୫ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଉପଗ୍ରହଟିକୁ ଏରିଏନ୍-୫ ଜରିଆରେ…

ଭାରତୀୟ ମାର୍କେଟରେ ଲାଭା ଜେଡ଼-୭୧ ମୋବାଇଲ, ରେଡ଼ମି ୮ ସହ ହେବ ପ୍ରତିଯୋଗିତା

ଭୁବନେଶ୍ୱର: ଭାରତୀୟ ମୋବାଇଲ ବଜାରରେ ଲାଭା ଜେଡ଼୭୧ ଲଞ୍ଚ କରିଛି | ଏହାର ମୂଲ୍ୟ ୬,୨୯୯ ଟଙ୍କା | ଲାଭା ଜେଡ଼୭୧ ମୋବାଇଲ କୁ ରିଲିଆନ୍ସ ଜିଓ ସହ ବୁଝାମଣା ଭିତ୍ତିରେ ପ୍ରସ୍ତୁତ କରାଯାଇଛି | ଏଥିରେ ୟୁଜରଙ୍କୁ ୫୦ ଜିବି ଅତିରିକ୍ତ ଡାଟା ଓ ୧୨୦୦ ଟଙ୍କାର କ୍ୟାସବ୍ୟାକ ଦିଆଯାଉଛି | ଏହା ଷ୍ଟିଲ…