Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇଏନଏକ୍ସ ଦୁର୍ନୀତି ମାମଲା: ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଦିନ ଖାରଜ କରିଦେଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଚୀନର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ୧୯ ମୃତ

ବେଜିଂ: ଚୀନର ପୂର୍ବାଞ୍ଚଳରେ ଥିବା ଏକ କାରଖାନାରେ ନିଆଁ ଲାଗିଯିବାରୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଥିବାବେଳେ, ଏଥିରେ ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି । ଜାତୀୟ ଗଣମାଧ୍ୟମ ଏନ୍ଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟ…

ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଏୟାର ମାର୍ଶଲ ରାକେଶ ଭଦୌରିଆ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି ରାକେଶ କୁମାର ଭଦୌରିଆ । ଏୟାର ମାର୍ଶଲ ବିଏସ ଧନୋଆ ଆଜି ଅବସର ନେବାପରେ ତାଙ୍କ ସ୍ଥାନରେ ଭାରତୀୟ ବାୟୁସେନାର ଉପ ମୁଖ୍ୟ ରାକେଶ କୁମାର ଭଦୌରିଆଙ୍କୁ ବାୟୁସେନାର ଚିଫ୍ ଭାବେ ନିଯୁକ୍ତ କରାଯାଇଛି ।…

ଗୋଆରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପଞ୍ଜିମ: ଗୋଆସ୍ଥିତ ଡବୋଲିମ୍ ବିମାନବନ୍ଦରରେ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ବିମାନର ବାମପଟ ଇଞ୍ଜିନରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିବାରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା ।…

ମନ କୀ ବାତ୍ କାର୍ଯ୍ୟକ୍ରମ: ପାର୍ବଣ ଋତୁରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କୀ ବାତ କାର୍ଯ୍ୟକ୍ରମରେ ରେଡ଼ିଓ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ପାର୍ବଣ ଋତୁରେ ଦେଶବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଭାରତ କୀ ଲକ୍ଷ୍ମୀ କାର୍ଯ୍ୟକ୍ରମ ଆରମ୍ଭ…

ପାକିସ୍ତାନ ପାଇଁ ବିପଦ ଇମ୍ରାନ ଖାନ !

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ପାଇଁ ଏକ ବଡ଼ ବିପଦ ବୋଲି କହିଛନ୍ତି ପାକ୍ ସାଂସଦ । ଇମ୍ରାନ ଖାନ ବିଦେଶରେ ମୁହଁ ଖୋଲିବା ପାକିସ୍ତାନ ପାଇଁ ବିପଦ ହୋଇଥିବାରୁ ତାଙ୍କର ଭାଷଣ ଓ ସାମ୍ବାଦିକ ସମ୍ମିଳନୀ ଉପରେ କଟକଣା ଲଗାଯିବାକୁ ପାକିସ୍ତାନର ବିରୋଧୀ ଦଳ…

ଜାତିସଂଘରେ ପାକିସ୍ତାନକୁ କଡ୍ଡା ଜବାବ୍ ଦେଲା ଭାରତ

ନ୍ୟୁୟର୍କ: ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀରକୁ ନେଇ ଭାରତକୁ ଯୁଦ୍ଧର ଧମକ ଦେବାର ଗୋଟିଏ ଦିନ ପରେ ଭାରତ ଏହାର ପ୍ରତିକ୍ରିୟାରେ କଡ୍ଡା ଜବାବ ଦେଇଛି । ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଯାହାସବୁ…

ଭାରତୀୟ ନୌସେନାରେ ସାମିଲ ହେଲା ‘ଆଇଏନଏସ୍ ଖଣ୍ଡେରି’

ନୂଆଦିଲ୍ଲୀ: ଦେଶର ନିଜସ୍ବ ଜ୍ଞାନକୌଶଳରେ 'ନିର୍ମିତ ଆଇଏନଏସ ଖଣ୍ଡେରି' ଶନିବାର ଦିନ ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତିରେ ଏହାକୁ ନୌସେନେରେ ସାମିଲ କରାଯାଇଥିବା ବେଳେ ଏନେଇ ଟ୍ବିଟ୍ କରିଛନ୍ତି ସେ।…

ନୌସେନାରେ ସାମିଲ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଆଇଏନଏସ ଖଣ୍ଡେରି’

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ 'ନିର୍ମିତ ଆଇଏନଏସ ଖଣ୍ଡେରି' ଶନିବାର ଦିନ ସାମିଲ ହେବ ଭାରତୀୟ ନୌସେନାରେ । କଲଭେରୀ ଶ୍ରେଣୀର ଏହା ଦ୍ବିତୀୟ ବୁଡ଼ାଜାହାଜ। ଯାହାକି ବିଶ୍ବସ୍ତରର ଅତ୍ୟାଧୁନିକ ବୁଡ଼ା ଜାହାଜର ସମକକ୍ଷ ବୋଲି କାହାଯାଉଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ…

ଜାମ୍ମୁ-କାଶ୍ମୀରରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ‘ବିଏସଏଫ ଯବାନ’

ନୂଆଦିଲ୍ଲୀ: ଜାମ୍ମୁ- କାଶ୍ମୀରର ଦୋଦା ଜିଲ୍ଲାରେ ଜଣେ ବିଏସଏଫ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ଚାଳନା କରି ଆତ୍ମହତ୍ୟା କରିଥିବା ଶୁକ୍ରବାର ଦିନ ସେନାଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମୃତ ଯବାନଙ୍କ ବୟସ ୨୮ ବର୍ଷ ହୋଇଥିବା ବେଳେ ସେ ଦୋଦାର ଡେପୁଟି କମିଶନରଙ୍କ…