Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୋଧପୁରରେ ବସ- କ୍ୟାମ୍ପର ମୁହାଁମୁହିଁ ଧକ୍କା; ୧୩ ମୃତ, ୯ ଗୁରୁତର

ଯୋଧପୁର: ରାଜସ୍ଥାନର ଯୋଧପୁର-ଜୈସଲମର୍‌ ରାସ୍ତାରେ ଶୁକ୍ରବାର ଦିନ ଏକ ବସ ଓ କ୍ୟାମ୍ପର ମୁହାଁମୁହିଁ ଧକ୍କା ହେବା ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ…

ପାହାଡ଼ରେ ପିଟିହେଲା ଭାରତୀୟ ସେନାର ଚିତା ହେଲିକପ୍ଟର; ୨ ପାଇଲଟ ମୃତ

ନୂଆଦିଲ୍ଲୀ: ଭାରତୀୟ ସେନାର ଏକ ଚିତା ହେଲିକାପ୍ଟର ଶୁକ୍ରବାର ଦିନ ଭୁଟାନ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଭାରତୀୟ ସେନା ଓ ରୟାଲ ଭୁଟାନ ଆର୍ମିର ଜଣେ ପାଇଲଟ ନିହତ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନାର ମୁଖପାତ୍ର କର୍ଣ୍ଣେଲ୍ ଅମଲ୍ ଆନନ୍ଦଙ୍କ କହିବା ଅନୁଯାୟୀ,…

ଚନ୍ଦ୍ରଯାନ ୨: ହାର୍ଡ ଲ୍ୟାଣ୍ଡିଂ କରିଥିଲା ବିକ୍ରମ, ଫଟୋଚିତ୍ର ଜାରି କଲା ନାସା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂସ୍ଥଳର ଫଟୋଚିତ୍ର ଜାରି କରିଛି ନାସା । ଏସମ୍ପର୍କରେ ନାସା ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଫଟୋ ଚିତ୍ରଟି ସେୟାର କରିଛି ।…

ପୁଣେରେ ଭୟଙ୍କର ବର୍ଷା ବିତ୍ପାତ; ବନ୍ୟାରେ ୧୨ ମୃତ

ପୁଣେ: ପୁଣେରେ ଲଗାତର ଗୋଟିଏ ଦିନ ପ୍ରବଳ ବୃଷ୍ଟିପାତ ଯୋଗୁଁ ସହରର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି । ହଠାତ୍ ପାଣି ମାଡ଼ି ଆସିବା ଯୋଗୁଁ ବିଭିନ୍ନ ଯାଗାରେ କାନ୍ଥ ଖସି ଏବଂ ଦୁର୍ଘଟଣା ଯୋଗୁଁ ପ୍ରାୟ ୧୩ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । #UPDATE: Death toll in Pune…

‘ମାଲାବାର ଯୁଦ୍ଧାଭ୍ୟାସ’ରେ ଭାଗନେବେ ଭାରତ, ଜାପାନ ଓ ଆମେରିକା ନୈାସେନା

ନୂଆଦିଲ୍ଲୀ: ଭାରତ, ଜାପାନ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ମାଲାବାର ସାମୁଦ୍ରିକ ଅଭ୍ୟାସର ୨୩ତମ ସଂସ୍କରଣ ଜାପାନ ଉପକୂଳରେ ୨୦୧୯ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୪ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଯୁଦ୍ଧାଭ୍ୟାସରେ ଭାଗନେବା ପାଇଁ କମାଣ୍ଡିଂ ଇଷ୍ଟର୍ଣ୍ଣ ଫ୍ଲିଟର ଫ୍ଲାଗ ଅଫିସର ରିଅର ଆଡମିରାଲ…

ଇଣ୍ଡୋନେସିଆରେ ଭୂକମ୍ପ, ତୀବ୍ରତା ୬.୫

ମାଲୁକ: ଇଣ୍ଡୋନେସିଆରେ ଗୁରୁବାର ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ସମୟ ଭୋର ୫ଟା ୧୬ ମିନିଟରେ ଏହା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ଥିବା ଜଣାପଡିଛି । ତେବେ ଏହି ଭୂକମ୍ପରେ କିଛି କୋଠା…

ଭାରତ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହେଲା ‘ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର’

ନୂଆଦିଲ୍ଲୀ: ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ଲାଗି ଭାରତ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ନାଗରିକ ପୁରସ୍କାର ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ ଭାରତ ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ପୁରସ୍କାର ଆରମ୍ଭ କରିଛନ୍ତି । ଗୃହ…

କର୍ପୋରେଟ୍ ଟ୍ୟାକ୍ସ ହ୍ରାସର ପ୍ରଭାବ: ଏବେ ୫,୦୦୦ କମ୍ ଦାମରେ ମିଳିବ ମାରୁତି କାର୍ !

ନୂଆଦିଲ୍ଲୀ: ଦେଶ ସର୍ବବୃହତ କାର୍ ନିର୍ମାଣ କମ୍ପାନୀ ‘ମାରୁତି ସୁଜୁକି’ ବୁଧବାର ଦିନ ଗ୍ରାହକଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛି । କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ହେବାଯୋଗୁଁ ଏହାର ସୁପ୍ରଭାବ କାର୍ କ୍ରେତାଙ୍କୁ ମିଳିଛି । ମାରୁତି ସୁଜୁକି କମ୍ପାନୀ କାର୍ ମୂଲ୍ୟରେ ୫,୦୦୦ ଟଙ୍କା ହ୍ରାସ…

ପାକିସ୍ତାନରେ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର, ପଞ୍ଜାବ ଏବଂ ଖାଇବର ଫାଖତୁନଖ୍ୱା ପ୍ରୋଭିନ୍ସରେ ମଙ୍ଗଳବାର ଦିନ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢି ୩୦ ରେ ପହଞ୍ଚିଛି । ଏହି ଭୂକମ୍ପରେ ପ୍ରାୟ ୩୦୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ପାକିସ୍ତାନରେ ଭୟଙ୍କର ଭୂମିକମ୍ପର ପ୍ରଭାବ…

ଚିନ୍ମୟାନନ୍ଦ ମାମଲା: ଗିରଫ ହେଲେ ଆଇନ୍ ଛାତ୍ରୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନଉତ୍ପୀଡନ ଅଭିଯୋଗ ଆଣିଥିବା ଆଇନ ଛାତ୍ରୀଙ୍କୁ ବୁଧବାର ଦିନ ଗିରଫ କରିଛି ଏସଆଇଟି ଟିମ୍ । ଏସମ୍ପର୍କରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମର ମୁଖ୍ୟ ନବୀନ ଅରୋରା ସୂଚନା ପ୍ରଦାନ…