Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶୋଚନୀୟ ପରାଜୟ ପରେ କଂଗ୍ରେସର ବଡ ନିଷ୍ପତ୍ତି, ଟିଭି ପରଦାକୁ ଯିବେ ନାହିଁ ଦଳୀୟ ମୁଖପାତ୍ର

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି । ଏପରିକି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ଅସ୍ୱିକାର କରିବା ନେଇ ରାଜନୈତିକ ମାହୋଲ ଏକପ୍ରକାର ସରଗରମ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧ମାସ ଯାଏଁ କଂଗ୍ରେସ ଟିଭି ପରଦା ଠାରୁ…

ଝାଡଖଣ୍ଡରେ ଆଇଇଡି ବିସ୍ଫୋରଣ, ୧୧ ଯବାନ ଗୁରୁତର

ଝାଡଖଣ୍ଡ : ଝାଡଖଣ୍ଡର ଷଢେଇକଳା ନିକଟରେ ମଙ୍ଗଳବାର ଦିନ ଘଟିଥିବା ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କ ମଧ୍ୟରେ କୋବ୍ରା ବାଟାଲିୟନର ୮ ଜଣ ଯବାନ ଓ ଅନ୍ୟମାନେ ପୋଲିସ କର୍ମଚାରୀ ରହିଥିବା ସୁତ୍ରରୁ ପ୍ରକାଶ । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

ଓଡିଶାର ବାତ୍ୟା ପ୍ରପୀଡିତଙ୍କ ଲାଗି ଡିଜନି ଇଣ୍ଡିଆର ୨ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଓଡିଶାବାସୀଙ୍କ ପୁନରୁଦ୍ଧାର ତଥା ସହାୟତା ଲାଗି ନିମନ୍ତେ ‘ଡିଜନି ଇଣ୍ଡିଆ’ ପକ୍ଷରୁ ସୋମବାର ଦିନ ୨ କୋଟି ଟଙ୍କା ପ୍ରଦାନ କରଯାଇଛି । ଏହି ସହାୟତା ରାଶି ‘ସେଭ୍ ଦ ଚିଲଡ୍ରେନ୍ ଇନ୍ ଇଣ୍ଡିଆ’ ମାଧ୍ୟମରେ ପ୍ରଦାନ କରାଯାଇଛି ।…

ଗୁରୁବାର ୨ୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ

ନୂଆଦିଲ୍ଲୀ : ଦେଶରେ ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବିପୁଳ ବିଜୟ ହାସଲ କରିବାପରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ମେ’ ୩୦ ତାରିଖରେ ଲଗାତର ୨ୟଥର ଲାଗି ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରାପ୍ତ ସୂଚନାଯାୟୀ ମେ’ ୩୦ ତାରିଖ (ଗୁରୁବାର) ଦିନ…

ଦିଦି ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁନାହାନ୍ତି !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ କୋଲକାତାଠାରେ ନିଜ ତୃଣମୂଳ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପଦବୀରେ ଆଉ ରହିବାକୁ ଚାହୁଁନାହାନ୍ତି । West Bengal CM Mamata Banerjee: I told at the beginning of the…

୧୬ତମ ଲୋକସଭାକୁ ଭଙ୍ଗ ଲାଗି ମଞ୍ଜୁରୀ ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୬ତମ ଲୋକସଭାକୁ ଭଙ୍ଗ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି କୋବିନ୍ଦ ମେ’ ୨୪ ତାରିଖ ଦିନ କ୍ୟାବିନେଟର ଅନୁରୋଧକୁ ଗ୍ରହଣ କରିବା ସହ ତାଙ୍କୁ ପ୍ରଦାନ କରାଯାଇଥିବା ସାମ୍ବିଧାନିକ କ୍ଷମତାର ଧାରା ୮୫ର ବିଭାଗ (ଖ)ର ଉପବିଭାଗ…

ରାହୁଲଙ୍କ ଇସ୍ତଫାକୁ ଗ୍ରହଣ କଲାନାହିଁ କଂଗ୍ରେସ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଦଳର ଅଧ୍ୟକ୍ଷ ପଦରୁ ଶନିବାର ଦିନ ରାହୁଲ ଗାନ୍ଧୀ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିବା ସହିତ ୫୪୩ଟି ଲୋକସଭା…

ସୁରଟରେ ଭୟାବହ ଅଗ୍ନିକାଣ୍ଡ, ୨୦ ମୃତ

ଗାନ୍ଧୀନଗର: ଗୁଜରାଟର ସୁରଟରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନେକ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ୨୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାର ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ମିଳିଥିବା…

୨୦୧୯ ନିର୍ବାଚନରେ ୧୦ଟି ବଡ଼ ଝଟକା…

ନୂଆଦିଲ୍ଲୀ: ବିଜେପି କେନ୍ଦ୍ରରେ ସୁନାମୀ ପରି ପୁଣି କ୍ଷମତାକୁ ଫେରିବ ବୋଲି ଏକଜିଟ୍ ପୋଲର ପୂର୍ବାନୁମାନ ଠିକ୍ ହୋଇଥିଲା । ଅବଶ୍ୟ, ଏହାକୁ ଅନେକ ବ୍ୟକ୍ତି ଏକଜିଟ୍ ପୋଲ୍ ଅନୁସାରେ ଫଳାଫଳ ସଠିକ୍ ହେବନାହିଁ ବୋଲି ଅନୁମାନ ମଧ୍ୟ କରୁଥିଲେ । ମାତ୍ର, ଅଦୃଶ୍ୟ ଭାବରେ ମୋଦୀଙ୍କର ଏକ ଶକ୍ତିଶାଳୀ…

ନିଜ ନାମ ପୂର୍ବରୁ ‘ଚୌକିଦାର’ ଶବ୍ଦ ହଟାଇଲେ ମୋଦୀ, ଏନେଇ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନର ଲୋକସଭା ଆସନଗୁଡ଼ିକର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟର୍ ପେଜରେ ନିଜ ନାମ ପୂର୍ବରୁ ରଖିଥିବା ‘ଚୌକିଦାର’ ଶବ୍ଦଟିକୁ ହଟାଇ ଦେଇଛନ୍ତି । ଏନେଇ ସେ କହିଛନ୍ତି, ଯେଉଁ ମାନେ ତାଙ୍କୁ ସମର୍ଥନ କରି ଏହା…