Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୁମର ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଧର୍ମାନ୍ତରୀକରଣକୁ ନେଇ କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ କଡ଼ା ଭାବେ ସ୍ୱର ଉତ୍ତୋଳନ କରିଛନ୍ତି । ସେ କହିଛନ୍ତି, ଏପରି କାର୍ଯ୍ୟ ଦେଶର ଆଇନକୁ ବିରୁଦ୍ଧାଚରଣ କରୁଛି । ଏସମ୍ପର୍କରେ ‘ଦ ପ୍ରିଣ୍ଟ’ ନାମକ ଏକ ନ୍ୟୁଜ ପୋର୍ଟାଲକୁ…

କେରଳରେ ଚାଞ୍ଚଲ୍ୟ: ଯୁବକଙ୍କ ଶରୀରରେ ମରଣାନ୍ତକ ପଜିଟିଭ୍ ‘ନିପା’ ଭାଇରସ୍

ନୂଆଦିଲ୍ଲୀ: କେରଳର ଏର୍ଣ୍ଣାକୁଲମସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ୨୩ ବର୍ଷୀୟ ଯୁବକଙ୍କ ପରୀକ୍ଷାରୁ ତାଙ୍କ ଶରୀରରେ ମରଣାନ୍ତକ ନିପା ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଛି । ଗତବର୍ଷ ଏହି ଭୟାନକ ରୋଗ ଯୋଗୁଁ ୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ଖବର ପ୍ରକାଶ ପାଇଛି…

ରାଷ୍ଟ୍ରକୁ ସୁରକ୍ଷା ଦେଉଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବା ପରେ ପ୍ରଥମ ନିଷ୍ପତି ସ୍ୱରୂପ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନ ପ୍ରଧାନମନ୍ତ୍ରୀ ବୃତି ଯୋଜନାରେ ବୃହତ ପରିବର୍ତନକୁ ମଞ୍ଜୁର କରିଛନ୍ତି । Our Government’s first decision dedicated to those who…

୪ ଜଣ ମନ୍ତ୍ରୀଙ୍କୁ ମିଳିଛି ସମାନ କେନ୍ଦ୍ରୀୟ ବିଭାଗ: ରିପୋର୍ଟ

ଭୁବନେଶ୍ୱର: ଗୁରୁବାର ଦିନ ଶପଥ ନେଇଥିବା ନରେନ୍ଦ୍ର ମୋଦୀଙ୍କ ସରକାର ୭ ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିବା ବେଳେ ଅସଙ୍ଗତି ଦେଖାଦେଇଥିବା ଜଣାପଡ଼ିଛି । ଏହି ବିଭାଗ ବଣ୍ଟନ ଶୁକ୍ରବାର ଦିନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ସଞ୍ଜୀବ କୁମାର ବାଲ୍ୟାନ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର…

ଧର୍ମେନ୍ଦ୍ରଙ୍କୁ ପୁଣି ମିଳିଲା ପେଟ୍ରୋଲିୟମ ମନ୍ତ୍ରଣାଳୟ, ଜାଣନ୍ତୁ କିଏ ନେଲେ କେଉଁ ବିଭାଗ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ପୂର୍ବପରି ପେଟ୍ରୋଲିୟମ ବିଭାଗ ରହିଛି । ସେ ପୂର୍ବରୁ ଯେଉଁ ବିଭାଗରେ ରହିଥିଲେ ସେହି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବେ । ସବୁଠାରୁ ବଡ଼କଥା ହେଲା…

ଦ୍ୱିତୀୟଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ଭାଇ ଦାମୋଦର ମୋଦୀ ଗୁରୁବାର ଦିନ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ଶପଥ ଗ୍ରହଣ କରିଛନ୍ତି । ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନରେନ୍ଦ୍ର ମୋଦୀଙ୍କ ସମେତ ତାଙ୍କର ନୂତନ ମନ୍ତ୍ରୀମଣ୍ଡଳର ପଦ ଓ ଗୋପନୀୟତାର ଶପଥ ପାଠ…

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କିଏ ପାଇବେ ସ୍ଥାନ, ଦେଖନ୍ତୁ ସମ୍ଭାବ୍ୟ ତାଲିକା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ୨ୟ ଥର ଲାଗି ଗୁରୁବାର ଦିନ ଶପଥ ନେବାକୁ ଯାଉଛନ୍ତି । ଏହି ଅବସରରେ ତାଙ୍କ ମନ୍ତ୍ରୀମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ, ସେନେଇ ଚର୍ଚ୍ଚା ଜୋର୍ ଧରିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅରୁଣ ଜେଟଲୀଙ୍କୁ ବାଦଦେଇ ମୋଦିଙ୍କ…

ଜାଣନ୍ତୁ, ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ କେଉଁ ଅତିଥି…

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେବେ । ଏହି ଶପଥଗ୍ରହଣ ଉତ୍ସବରେ ପ୍ରାୟ ୮ ହଜାରରୁ ଅଧିକ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଲମ୍ବା ଅତିଥି ତାଲିକାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ…

ଶୋଚନୀୟ ପରାଜୟ ପରେ କଂଗ୍ରେସର ବଡ ନିଷ୍ପତ୍ତି, ଟିଭି ପରଦାକୁ ଯିବେ ନାହିଁ ଦଳୀୟ ମୁଖପାତ୍ର

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି । ଏପରିକି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ଅସ୍ୱିକାର କରିବା ନେଇ ରାଜନୈତିକ ମାହୋଲ ଏକପ୍ରକାର ସରଗରମ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧ମାସ ଯାଏଁ କଂଗ୍ରେସ ଟିଭି ପରଦା ଠାରୁ…

ଝାଡଖଣ୍ଡରେ ଆଇଇଡି ବିସ୍ଫୋରଣ, ୧୧ ଯବାନ ଗୁରୁତର

ଝାଡଖଣ୍ଡ : ଝାଡଖଣ୍ଡର ଷଢେଇକଳା ନିକଟରେ ମଙ୍ଗଳବାର ଦିନ ଘଟିଥିବା ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କ ମଧ୍ୟରେ କୋବ୍ରା ବାଟାଲିୟନର ୮ ଜଣ ଯବାନ ଓ ଅନ୍ୟମାନେ ପୋଲିସ କର୍ମଚାରୀ ରହିଥିବା ସୁତ୍ରରୁ ପ୍ରକାଶ । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…