Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଆହୁରି ଶକ୍ତିଶାଳୀ ହେବ ବାୟୁସେନା: କିଣା ହେବ ୯୭ ତେଜସ ଓ ୧୫୬ ପ୍ରଚଣ୍ଡ, ଡିଏସିର ଅନୁମୋଦନ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ବାୟୁସେନା ପାଇଁ ୯୭ ଟି ଲଢୁଆ ବିମାନ 'ତେଜସ' ଓ ୧୫୬ ଟି 'ପ୍ରଚଣ୍ଡ' ଆଟାକ୍ ହେଲିକପ୍ଟର କିଣିବା ପ୍ରସ୍ତାବକୁ ଅନୁମୋଦନ କରିଛି । ଉଭୟର ମୂଲ୍ୟ ହେଉଛି ୧ ଲକ୍ଷ ୧୦ ହଜାର କୋଟି । ଉଭୟ ସ୍ୱଦେଶୀ…

ଭବିଷ୍ୟତରେ ଏକ ଦିନର ସମୟ ସୀମା ୨୫ ଘଂଟା ହୋଇଯିବ !

ନୂଆଦିଲ୍ଲୀ: ବର୍ତମାନ ବିଶ୍ୱରେ ଗୋଟିଏ ଦିନରେ ୨୪ ଘଂଟା ରହୁଛି । ତେବେ ଭବିଷ୍ୟତରେ ଏହା ୨୫ ଘଂଟା ହୋଇଯିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଯଦି ସତରେ ଏହା ହେବ ତେବେ ମନୁଷ୍ୟଙ୍କ ପାଖରେ ଦିନକୁ ଅଧିକ ୧ ଘଂଟା ମିଳିଯିବ । ଟେକ୍ନିକାଲ ୟୁନିଭରସିଟି ଅଫ ମ୍ୟୁନିକର ବୈଜ୍ଞାନିକମାନେ…

କଂଗ୍ରେସ ଜିତିଲେ ପାଇବ ଦୁଇ ଲକ୍ଷ, ବିଜେପି ଜିତିଲେ ଅଢେଇ ଲକ୍ଷ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ମତଦାନ ଶେଷ ହୋଇଥିବା ବେଳେ ଆସନ୍ତା ତିନି ତାରିଖରେ ଭୋଟ ଗଣତି ହେବ। ଏକା ସାଙ୍ଗରେ ସମସ୍ତ ରାଜ୍ୟର ଭୋଟ ଗଣତି ହେବ। ଯାହାକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଆକ୍ଷେପପ୍ରତିଆକ୍ଷେପର ପର୍ବ ତୀଵ୍ର ହେବାରେ ଲାଗିଛି। ଏହି କ୍ରମରେ…

ଏମପିରେ ଆଗୁଆ ପୋଷ୍ଟାଲ ଭୋଟ ଗଣି ଫସିଗଲା ପ୍ରଶାସନ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆଗୁଆ ପୋଷ୍ଟାଲ ଵାଲଟ ଖୋଲିବା ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏମପିର ଵାଲାଘାଟରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୀତି ତୀଵ୍ର ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଏହି ଘଟଣା ପାଇଁ ଏସଡିଏମ ଗୋପାଳ ସୋନିଙ୍କୁ ନିଲମ୍ବିତ କରାଯାଇଛି।…

ଡ୍ରୋନ ଦିଦିର ହେଲା ଶୁଭାରମ୍ଭ, ‘ଜୟ ଜଗନ୍ନାଥ’ କହି ଓଡିଆ ହିତାଧିକାରୀ ଚାଷୀଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଡ୍ରୋନ ଦିଦିର ହେଲା ଶୁଭାରମ୍ଭ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 'ବିକାଶ ଭାରତ ସଙ୍କଳ୍ପ ଯାତ୍ରା'ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ହିତାଧିକାରୀଙ୍କ ସହ…

ତେଲେଙ୍ଗାନାରେ ପୂଜା ପାଉଛନ୍ତି କେଉଁ ଭଗବାନ, କେତୋଟି ରହିଛି ପ୍ରସିଦ୍ଧ ମନ୍ଦିର, ଜାଣନ୍ତୁ…

ଚେନ୍ନାଇ: ମନ୍ଦିରମାଳିନୀ ଆମ ଦେଶ ଭାରତ । ଦେଶର ପ୍ରତ୍ୟକ କୋଣ ଅନୁକୋଣରେ ପୂଜା ପାଉଛନ୍ତି ବିଭିନ୍ନ ଧର୍ମର ଅନେକ ଭଗବାନ । ମନ୍ଦିର ହେଉ କି ମସଜିଦ ଅବା ଚର୍ଚ୍ଚ ହେଉ କି ଗୁରୁଦ୍ଵାର । ସର୍ବ ଧର୍ମ ସମନ୍ଵୟରେ ନିଜ ନିଜ ଇଷ୍ଟଙ୍କୁ ପୂଜା କରୁଛନ୍ତି ଲୋକେ । ତେବେ କଣ ଆପଣ ଜାଣନ୍ତି…

ଟ୍ରେନ୍ ଲାଇନରେ ହାତୀଙ୍କୁ ରକ୍ଷା କରିବ ‘ଗଜରାଜ’, କମିବ ମୃତ୍ୟୁ ହାର

ନୂଆଦିଲ୍ଲୀ/ଭୁବନେଶ୍ବର: ଅନେକ ସମୟରେ ଦେଶର ବିଭିନ୍ନ ସହରରୁ ରେଳ ଟ୍ରାକରେ ହାତୀ ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି । ଯେଉଁ ରାଜ୍ୟରେ ହାତୀ ସଂଖ୍ୟା ଅଧିକ, ସେହିଠାରେ ଏଭଳି ଘଟଣା ଅଧିକ ଦେଖାଯାଏ । ରେଳ ଟ୍ରାକରେ ଦୁର୍ଘଟଣା ହେତୁ ହାତୀ ମୃତ୍ୟୁକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ନୂତନ…

ଆଧାର କାର୍ଡକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା, ଡିସେମ୍ବର ୧୪ ପର୍ଯ୍ୟନ୍ତ ମାଗଣାରେ କରିପାରିବେ ଅପଡେଟ୍

ନୂଆଦିଲ୍ଲୀ: ଆଧାର କାର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି। ଯଦି ଆପଣଙ୍କର ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି କରାଯାଇଥାଏ କିମ୍ବା ୧୦ ବର୍ଷ ପୂର୍ବେ ଅପଡେଟ କରାଯାଇଥିଲା, ତେବେ ଆପଣଙ୍କୁ ତୁରନ୍ତ ନିଜ ଆଧାର କାର୍ଡକୁ ଅପଡେଟ୍ କରିବାକୁ ପଡିବ। ସରକାର କହିଛନ୍ତି…

ଧଳାରୁ ସବୁଜ ହେଲା ତାଜମହଲ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ବିଶ୍ବର ସପ୍ତମ ଆଶ୍ଚର୍ଯ୍ୟ ଗୁଡିକ ଭିତରୁ ତାଜମହଲ ଗୋଟିଏ । ଏହାକୁ ପ୍ରେମର ପ୍ରତୀକ ବୋଲି କୁହାଯାଉଥାଏ । ଏହାକୁ ଦେଖିବା ପାଇଁ ଦିନକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଏହା ନିଜର ସୌନ୍ଦର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ଗତ କିଛି ବର୍ଷ ହେବ ଏହା…

ଭାରତରେ ଚିନ୍ତା ବଢାଇଲା ଚାଇନାର ରହସ୍ୟମୟୀ ରୋଗ, ୨ ଜଣଙ୍କଠାରେ ଦେଖାଗଲା ଲକ୍ଷଣ

ନୂଆଦିଲ୍ଲୀ: କରୋନା ପରେ ଚୀନ୍ ପୁଣି ଥରେ ଏକ ନୂତନ ରୋଗକୁ ସାମ୍ନା କରୁଛି। ଯାହା ଏହେ ଚିନ୍ତାର ବିଷୟ ପାଲଟିଛି। ସମଗ୍ର ଦେଶରେ ପ୍ରତିଦିନ 7 ହଜାରରୁ ଅଧିକ ରୋଗୀ ମିଳୁଛନ୍ତି। ଏଥିମଧ୍ୟରୁ ପିଲାମାନଙ୍କ ସଂଖ୍ୟା ସର୍ବାଧିକ। ଚୀନ୍ କହିଛି ଯେ ନିମୋନିଆ ଭଳି ରୋଗ ପିଲାମାନଙ୍କ ମଧ୍ୟରେ ବ୍ୟାପୁଛି।…