Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘Arnab’ cyclone: ସମ୍ଭାବ୍ୟ ବାତ୍ୟା ନାଁ ‘ଅର୍ଣ୍ଣବ’! ଜାଣନ୍ତୁ ଓଡ଼ିଶା ପାଇଁ କେତେ ବିପଦ?

ଭୁବନେଶ୍ବର: ପୁଣି ହେବ କି ଅକ୍ଟୋବରରେ ବାତ୍ୟା? ସମୁଦ୍ରରେ ଗୋଟାଉଛି ବଳ! ଆଣ୍ଡାମାନ ସାଗରରେ ଘନଉଛି ପାଣିପାଗର ନୂଆ ସିଷ୍ଟମ୍‌। ଏବେ ଏହା ଉପରେ ନଜର ରଖିଛି ପାଣିପାଗ ବିଭାଗ। ଆଇଏମଡି ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ପିସି କାରବାର: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, CBI ଉପରେ ଖପ୍ପା

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ । ଲାଞ୍ଚ ମାଗିବା ଅଭିୟୋଗରେ ବିଛାୟାଇଥିବା ଜାଲ ପରେ ଦଶନ୍ଧି ଦଶନ୍ଧିରୁ ଅଧିକ ସମୟ ହେବ ପଡିରହିଥିବା ପୁରୁଣା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜଣେ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କରିଛନ୍ତି ।…

ଏସବୁ ଗଣମାଧ୍ୟମ ସଂସ୍ଥାକୁ କାହିଁକି ବ୍ୟାନ କଲା ହ୍ୱାଇଟ୍ ହାଉସ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରୁ CNN, MS NOW ଏବଂ Politico ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଏହି ସଂଗଠନଗୁଡ଼ିକ ନିରନ୍ତର ନକଲି ଖବର ପ୍ରସାରଣ କରୁଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ ଭବିଷ୍ୟତରେ…

Artificial Sun: ନିଜର ‘ସୂର୍ଯ୍ୟ’ ଗଢ଼ୁଛି ଭାରତ!

ନୂଆଦିଲ୍ଲୀ: ଇତିହାସ ରଚିବ ଭାରତ! ଗଢ଼ୁଛି ନିଜର ‘ସୂର୍ଯ୍ୟ’! ଗୁଜରାଟରେ ଚାଲିଛି ଏମିତି ପରୀକ୍ଷା…ଯାହା ବଦଳାଇପାରେ ଭବିଷ୍ୟତର ବିଦ୍ୟୁତ୍ ଉତ୍ପାଦନ! ନିଜର ସୂର୍ଯ୍ୟ ତିଆରି କରିବା ଦିଗରେ ଭାରତର ବଡ଼ ପଦକ୍ଷେପ। ଗୁଜରାଟରେ ଥିବା ଇନ୍‌ଷ୍ଟିଚ୍ୟୁଟ୍ ଫର୍ ପ୍ଲାଜ୍ମା ରିସର୍ଚ୍ଚର SST-1…

Green Energy: କେବଳ ତେଲ-ଗ୍ୟାସ୍ ନୁହେଁ, ଏବେ ‘ଗୋବର ଗ୍ୟାସ୍’ ବି ତିଆରି କରିବ ଓଏଲ୍ ଇଣ୍ଡିଆ!

ନୂଆଦିଲ୍ଲୀ: ତେଲ ଓ ପ୍ରାକୃତିକ ଗ୍ୟାସ୍ ଉତ୍ତୋଳନ କରୁଥିବା ମହାରତ୍ନ କମ୍ପାନୀ ଓଏଲ୍ ଇଣ୍ଡିଆ ଲିମିଟେଡ୍(OIL) ଏବେ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଆଗାମୀ ୩ ବର୍ଷରେ କମ୍ପାନୀ ପ୍ରାୟ ୧୫,୦୦୦ କୋଟି ଟଙ୍କା ନିବେଶ କରିବ। ଏହା ସହ ଦେଶର ବିଭିନ୍ନ ସ୍ଥାନରେ ୨୫ଟି…

NANIଙ୍କୁ ସମାଲୋଚନା: “ତାମିଲ୍ ସିନେମା ବାଇବେଲ୍ ସଦୃଶ”

ଚେନ୍ନାଇ: ନାନୀ ଓରଫ୍ ନବୀନ ବାବୁ । ଭାରତୀୟ ସିନେମା ଜଗତରେ ଏକ ଜଣାଶୁଣା ନାଁ । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ସୁନ୍ଦର ଅଭିନେତା ଓ ପ୍ରୟୋଜକ ଭାବେ ସେ ଖୁବ୍ ଫେମସ୍ । ଜଣେ ହାଇଏଷ୍ଟ ପେଡ୍ ଅଭିନେତା ଭାବେ ସବୁଠାରୁ ଅଧିକ ଲୋକପ୍ରୀୟ ଆର୍ଟିଷ୍ଟ ଭାବେ ସେ ଖୁବ୍ ପରିଚିତ । ହେଲେ ଏଇ…

ପରୀକ୍ଷାରେ ChatGPTର ବ୍ୟବହାର, ଧରାପଡି ଛାତ୍ରଙ୍କ ଆତ୍ମହତ୍ୟା, କ୍ୟାମ୍ପସ୍‌ରେ ବିକ୍ଷୋଭ

ମୁମ୍ବାଇ : ଏବେ ବହୁଳ ଭାବେ ବ୍ୟବହୃତ ହେଉଥିବା ଚାଟ୍ ଜିପିଟି , ୟେତିକି ଭଲ ସେତିକି ଖରାପ । ଏକଥା ପ୍ରମାଣ ହୋଇଛି ବମ୍ବେର ଏକ ଘଟଣାରୁ । ପରୀକ୍ଷା ହଲରେ ଚାଟ୍ ଜିପିଟି ବ୍ୟବହାର କରି ଲେଖୁଥିବା ବେଳେ ଧରାପଡିଥିଲେ ଜଣେ ଆଇଆଇଟି ବମ୍ବେର ଛାତ୍ର । ଧରାପଡିବା ପରେ ମାନସିକ ଚାପରେ ଆତ୍ମହତ୍‌ୟା…

WB By-polls: ଉପନିର୍ବାଚନ ପୂର୍ବରୁ ସାୟୋନୀଙ୍କ ବଡ ବୟାନ! ବଢ଼ିଲା ରାଜନୈତିକ ତାତି…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ତାତି ବଢ଼ିଛି। ଉପନିର୍ବାଚନ ପୂର୍ବରୁ NCPI ସାଂସଦ ସାୟୋନୀ ଘୋଷ BJPକୁ “ଏକଜୁଟ ଓ ଶୃଙ୍ଖଳିତ ଦଳ” ବୋଲି କହିଥିବାବେଳେ ବିରୋଧୀ ଶିବିରରେ ଗୁରୁତର ଦ୍ୱନ୍ଦ୍ୱ ଥିବା ଦାବି କରିଛନ୍ତି। ତେବେ ଏହା ସାୟୋନୀ ଘୋଷଙ୍କ ନିଜସ୍ୱ…

Dengue Vaccine: ଡେଙ୍ଗୁକୁ ଟକ୍କର ଦେବ ଟିକା! ଭାରତକୁ ଆସୁଛି QDENGA, ଜାଣନ୍ତୁ କେତେ ପ୍ରଭାବୀ…

ନୂଆଦିଲ୍ଲୀ: ଡେଙ୍ଗୁ ରୋକିବା ଦିଗରେ ଭାରତ ପାଇଁ ଆସିଛି ବଡ଼ ଖବର। ଆସନ୍ତା ୨୦୨୭ର ପ୍ରଥମ ଛଅ ମାସ ମଧ୍ୟରେ ଦେଶରେ ପ୍ରଥମ CDSCO ମଞ୍ଜୁରୀପ୍ରାପ୍ତ ଡେଙ୍ଗୁ ଟିକା ବଜାରରେ ଉପଲବ୍ଧ ହେବାର ଆଶା ରହିଛି। ଜାପାନୀ ଫାର୍ମା କମ୍ପାନୀ ଟାକେଡାର ‘QDENGA’ ଟିକାକୁ ଭାରତରେ ଆଣିବା ପାଇଁ ଡ. ରେଡ୍ଡୀଜ୍…

ପିଲାଙ୍କ ପାଇଁ ବିପଦ କୁକୁର, ୬ ମାସର ଶିଶୁକୁ ଝୁଣି ପକାଇଲା ପିଟବୁଲ୍…

ସୋନିପତ୍: ୬ ମାସର ଶିଶୁକୁ ଝୁଣି ଦେଲା ପିଟବୁଲ୍। ଏଭଳି ଏକ ଭୟଙ୍କର ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ପିଟ୍ ବୁଲ୍ ହଠାତ୍ ଏକ ୬ମାସର ଶିଶୁକୁ ଆକ୍ରମଣ କରୁଥିବା ନଜର ଆସୁଛି। ଏହି ଘଟଣା ହରିୟାଣାରେ ଘଟିଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ ପିଲାଟି…