Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁପ୍ରିମକୋର୍ଟ ବଦଳାଇ ପାରିବେ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ?

ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୪ ବର୍ଷ ପରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବାକୁ ଯାଉଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ୩୭୦ ଉଚ୍ଛେଦକୁ ଅସାମ୍ବିଧାନିକ ଦର୍ଶାଯାଇଛି । ଯାହାର ଶୁଣାଣି ଅଗଷ୍ଟ ୨ରୁ ନିୟମିତ ଭାବେ କରାଯିବ । ସମସ୍ତ…

‘ରାହୁଲ ହେବେ ବର..ବାକି ସମସ୍ତେ ବରଯାତ୍ରୀ…’

ନୂଆଦିଲ୍ଲୀ: ୨୦୨୪ ଲୋକ ନିର୍ବାଚନ ଯେତେ ପାଖେଇ ଆସୁଛି,  ବିଜେପି ବିରୋଧୀ ସେତେ ଅଧିକ ସକ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି । କିଛିଦିନ ତଳେ ପାଟନାରେ ବିରୋଧୀ ଦଳ ଏକାଠି ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ବିରୋଧୀଙ୍କ ୨ୟ ମହାବୈଠକ ବେଙ୍ଗାଲୁରରେ…

କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର: ବିମାନରେ ସିଗାରେଟ ଟାଣି ଶୌଚାଳୟ କବାଟ ଭାଙ୍ଗିଲେ ଯାତ୍ରୀ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ବିମାନରେ ଯାତ୍ରୀଙ୍କ ଦ୍ୱାରା କ୍ରୁ ସଦସ୍ୟଙ୍କ ସହ ଅନେକ ଅସଦାଚରଣ କରୁଥିବା ଘଟଣା ବୃଦ୍ଧି ପାଇଛି। ଏୟାର ଇଣ୍ଡିଆ ବିମାନର ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଟୋରଣ୍ଟୋରୁ ଦିଲ୍ଲୀକୁ ଆସୁଥିବା ବିମାନରେ କ୍ରୁ ସଦସ୍ୟଙ୍କ ସହ ଯାତ୍ରୀଙ୍କ ଦ୍ୱାରା…

ବଦଳିବ ରାହୁଲ ଗାନ୍ଧୀଙ୍କ ଆବାସ ଠିକଣା ! ଭଡା ଘରେ ରହିବେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଶୀଲା ଦୀକ୍ଷିତଙ୍କ ପୁରୁଣା ଆବାସ ହେବ ରାହୁଲ ଗାନ୍ଧୀଙ୍କ ନୂତନ ଠିକଣା। ଖୁବ ଶୀଘ୍ର ନୂତନ ଘରେ ପ୍ରବେଶ କରିବାକୁ ଯାଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୂଚନାନୁସାରେ, କିଛି ଦିନ ହେବ ରାହୁଲ ଗାନ୍ଧୀ ନିଜ ପାଇଁ ଏକ ନୂତନ ଘର ଖୋଜୁଥିଲେ। କଂଗ୍ରେସ ନେତା ତଥା ଦିଲ୍ଲୀର…

ନୂତନ ଯୁଗରେ ପ୍ରବେଶ କରୁଛି କି ଆମର ପୃଥିବୀ !

ନୂଆଦିଲ୍ଲୀ: ନୂତନ ଯୁଗରେ ପ୍ରବେଶ କରୁଛି କି ଆମ ପୃଥିବୀ । ବୈଜ୍ଞାନିକମାନେ ଏ ନେଇ ଏକ ବଳିଷ୍ଠ ପ୍ରମାଣ ଯୋଗାଇଛନ୍ତି । ଭୂବୈଜ୍ଞାନିକମାନେ ଏପରି ଏକ ସ୍ଥଳ ଖୋଜିଛନ୍ତି ଯାହାକି ଆନ୍ଥ୍ରୋପୋସେନ ନାମକ ପ୍ରସ୍ତାବିତ ଯୁଗକୁ ଦର୍ଶାଉଛି । ପୃଥିବୀ ଇତିହାସର ଅଧିକାରିକ ସମୟରେଖା ବଦଳବା ଦିଗରେ ଏହି…

ହିମାଚଳରେ ପ୍ରକୃତିର ପ୍ରକୋପ ସତ୍ତ୍ୱେ ଅନଲାଇନରେ ହେଲା ବାହାଘର, ରୀତିରିବାଜ ମଧ୍ୟରେ ପଡ଼ିଲା ହାତଗଣ୍ଠି

ଶିମଲା:ହିମାଚଳ ପ୍ରଦେଶରେ ତାଣ୍ଡବ ରଚୁଛି ପ୍ରକୃତି । ପ୍ରବଳ ବର୍ଷାରେ ହିମାଚଳ ପ୍ରଦେଶର ପର୍ଯ୍ୟଟନସ୍ଥଳୀ କୁଲୁମନାଲି, ଶିମଳା.. । ଭୂସ୍ଖଳନ ସାଙ୍ଗକୁ ବନ୍ୟା ସ୍ଥିତି ଯେମିତି ସବୁକିଛି ଛାରଖାର କରି ଦେଇଛି । ଘରୁ ବାହାରିବା ମୁସ୍କିଲ ହୋଇଯାଇଛି । କିଏ କେମତି ବା ବାହାରିବ ? ରାସ୍ତା ଉପରେ…

ଉତ୍ତର ଭାରତରେ ସଙ୍ଗୀନ ହେଲାଣି ବନ୍ୟା ସ୍ଥିତି; ମୃତ୍ୟୁ ସଂଖ୍ୟା ୮୦ ଟପିଲା

ନୂଆଦିଲ୍ଲୀ:  ଉତ୍ତରଭାରତରେ  ସଂଘାତିକ ହୋଇଛି ବନ୍ୟାସ୍ଥିତି ।  ଲଗାଣ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶ, ଉତରାଖଣ୍ଡ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଜମ୍ମୁକଶ୍ମୀର ଓ ରାଜସ୍ଥାନ ସବୁଠି ଦେଖିବାକୁ ମିଳିଛି ପ୍ରକୃତିର କରାଳ ରୂପ । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ । ହିମାଚଳ…

ବିନ୍ଦି ଲଗାଇବାରୁ ଅପମାନିତ କଲେ ଶିକ୍ଷୟିତ୍ରୀ, ଫାଶୀ ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ

ଝାଡଖଣ୍ଡ: ଧାନବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀର ଛାତ୍ରୀ ମଥାରେ ବିନ୍ଦି ଲଗାଇବାରୁ ସମସ୍ତଙ୍କ ସାମ୍ନାରେ ଅପମାନିତ କଲେ ଶିକ୍ଷୟିତ୍ରୀ। ଏହି ଅପମାନ ସହି ନପାରି ଫାଶି ଲଗାଇ ଆତ୍ମହତ୍ୟା କଲେ ୧୬ ବର୍ଷୀୟା ଉଷା କୁମାରୀ। ପୋଲିସ ଛାତ୍ରୀଙ୍କ ନିକଟରୁ ଏକ…

ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା; ଜଣେ ମୃତ, ବରିଷ୍ଠ ପୋଲିସ ଅଧିକାରୀ ଆହତ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପୁଣି ଉଗ୍ରରୂପ ନେଇଛି । ଦକ୍ଷିଣ ୨୪ ପ୍ରଗଣାର ଭଙ୍ଗୋରରେ ହିଂସା ଘଟଣା ସାମ୍ନାକୁ ଆସିଛି । ହିଂସାରେ ଜଣେ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ(IFS)ର କର୍ମକର୍ତ୍ତାଙ୍କର ମୃତ୍ୟୁ…

୫୯ ବର୍ଷ ବୟସରେ ଅଷ୍ଟମ ଥର ପାଇଁ ପିତା ହେଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ବ୍ରିଟେନ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପତ୍ନୀ କାରୀ ଗତ ସପ୍ତାହରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମଙ୍ଗଳବାର ଦିନ ଇନଷ୍ଟାଗ୍ରାମ ପୋଷ୍ଟରେ କାରି ଏହି ସୂଚନା ଦେଇଛନ୍ତି। କାରିଙ୍କ ବୟସ ଏବେ ୩୫ ବର୍ଷ ହୋଇଥିବା ବେଳେ ବୋରିସ୍ ଜନସନ ୫୯ ବର୍ଷ ବୟସରେ ଅଷ୍ଟମ ଥର…