Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ରାମ ମନ୍ଦିର ନିର୍ମାଣ ପାଇଁ ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣ୍ଣା ଦାନ କଲେ ୧୧ ଲକ୍ଷ ଟଙ୍କା

ଲକ୍ଷ୍ନୌ: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣ୍ଣା ଯାଦବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅବଧ ପ୍ରାନ୍ତ ପ୍ରଚାରକ କୌଶଳ ଓ କାର୍ଯ୍ୟବାହୀ ପ୍ରଶାନ୍ତ ଭାଟିଆ ଅପର୍ଣ୍ଣା ଯାଦବଙ୍କ ବାସଭବନରେ ପହଞ୍ଚିଥିଲେ । ଅପର୍ଣ୍ଣା ରାମ…

ପ୍ରଥମଥର ଫାଶୀ ପାଇବେ କୌଣସି ମହିଳା, ସାତ ଜଣ ସମ୍ପର୍କୀୟଙ୍କୁ କୁରାଢୀରେ ହାଣି କରିଥିଲେ ନିର୍ମମ ହତ୍ୟା

ମଥୁରା: ସ୍ୱାଧୀନ ଭାରତରେ ପ୍ରଥମ ଥର କୌଣସି ମହିଳା କଏଦୀ ଫାଶୀ ପାଇବାକୁ ଯାଉଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇନାହିଁ । ଏବେ କିନ୍ତୁ ଏହି କଥାରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି ।  ଉତ୍ତରପ୍ରଦେଶର ମଥୁରା ସ୍ଥିତ ଅମରୋହ ଅଞ୍ଚଳର ଘଟଣା । ସେଠାକାର ସବନମ ନାମକ…

ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନରେ ମୁସଲମାନ ସମ୍ପ୍ରଦାୟକୁ ଯୋଡିବାକୁ ନିଷ୍ପତ୍ତି : କାଲିଠୁ ଆରମ୍ଭ…

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ସମ୍ପ୍ରଦାୟ ଠାରୁ ପାଣ୍ଠି ସଂଗ୍ରହ କରିବ ଆରଏସଏସ । ପାଣ୍ଠି ସଂଗ୍ରହ ଅଭିଯାନରେ ମୁସଲମାନ ସମ୍ପ୍ରଦାୟକୁ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି । ସଂଘ ସହ ଜଡିତ ରାଷ୍ଟ୍ରୀୟ ମୁସଲମାନ ମଞ୍ଚ ନାମକ ସଂଗଠନ ମନ୍ଦିର ନିର୍ମାଣ ପାଇଁ ମୁସଲମାନ…

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଲେ ଭୀଷ୍ମ ପିତାମହ ମୁକେଶ ଖନ୍ନା

ମୁମ୍ବାଇ: ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଇଛନ୍ତି ଭୀଷ୍ମ ପିତାମହ ମୁକେଶ ଖନ୍ନା । ମୁକେଶ ଖନ୍ନା ୧.୧୧ ଲକ୍ଷ ଟଙ୍କାର ଚେକ୍ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି । ମୁକେଶଙ୍କ ଫ୍ୟାନ୍ ପେଜ୍ ରେ ଏନେଇ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଟିବିଟ୍ ରେ…

ଟିକା ନେଇଥିବା ୭ ମହିଳା କନଷ୍ଟେବଳ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥଳ ଚେକିଂ ପଏଣ୍ଟରେ ମୁତୟନ ୭ ମହିଳା କନଷ୍ଟେବଳ ଶନିବାର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ଏମାନେ ସମସ୍ତେ ଗତକାଲି କରୋନା ଟିକା ନେଇଥିଲେ । ଡ୍ୟୁଟିରେ ଥିବା ସମୟରେ ଏହି ମହିଳା କନଷ୍ଟେବଳଙ୍କର ମୁଣ୍ଡ ବୁଲାଇବା ସହିତ ଅସୁସ୍ଥ ଅନୁଭବ…

ୟୁପିରେ ୧ ମାର୍ଚ୍ଚରୁ ଖୋଲିବ ସବୁ ସ୍କୁଲ୍‌

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ୧ ମାର୍ଚ୍ଚରୁ ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲିବ । ଏହା ବ୍ୟତୀତ ୧୦ ଫେବ୍ରୁଆରୀରୁ ହିଁ ୬ଷ୍ଠ ଶ୍ରେଣୀରୁ ଉପର ଶ୍ରେଣୀ ଖୋଲାଯିବ । ଆଜି ଏହା ଉପରେ ନିଷ୍ପତ୍ତି ହେବ । ବେସିକ୍‌ ଶିକ୍ଷା ବିଭାଗ ଅନ୍ତର୍ଗତ ପାଠପଢ଼ା କାର୍ଯ୍ୟ ପ୍ରାରମ୍ଭ…

ଅଭିନେତ୍ରୀ ମଣି ଭଟ୍ଟାଚାର୍ଯ୍ୟ ଆହତ, ଫିଲ୍ମ ସୁଟିଂ ବେଳେ ଅସାମାଜିକ ବ୍ୟକ୍ତିଙ୍କ ପଥରମାଡ଼

ଜୌନପୁର: ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାର ଭୋଜପୁରୀ ଫିଲ୍ମ ‘ମେରା ଭାରତ ମହାନ’ର ସୁଟିଂ ସମୟରେ କିଛି ଅସାମାଜିକ ବ୍ୟକ୍ତି ପଥରମାଡ କରିଥିବାର ଜଣାପଡିଛି । ଏହି ପଥରମାଡରେ ଅଭିନେତ୍ରୀ ମଣି ଭଟ୍ଟାଚାର୍ଯ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲା ।…

ପ୍ରଥମେ ଚାଷୀଙ୍କ ଉପରକୁ ଟେକା ପଥର ମାଡ଼ ବନ୍ଦ କରନ୍ତୁ : ରାକେଶ ଟିକାୟତ

ଗାଜିପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଦେଇଥିବା ବୟାନ ପରେ ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ତାଙ୍କର ଉତ୍ତର ରଖିଛନ୍ତି । ସେ କହିଛନ୍ତି, ସରକାରଙ୍କ ସହ ଆଲୋଚନା ଲାଗି ଆମେ ସବୁ ବେଳେ ସବୁ ସମୟରେ ପ୍ରସ୍ତୁତ । ତେବେ ପ୍ରଥମେ ଚାଷୀଙ୍କ ଉପରକୁ…

ଉତ୍ତରପ୍ରଦେଶ ମୁରାଦାବାଦରେ ଦୁର୍ଘଟଣା ନେଲା ୧୦ ଜୀବନ, ୧୦ରୁ ଅଧିକ ଆହତ

ଲକ୍ଷ୍ନୌ: ଅଶୁଭ ଶନିବାର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୧୦ ଜୀବନ । ଆଉ ୧୦ରୁ ଅଧିକ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ମୁରାଦାବାଦରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତିନିଟି ଗାଡ଼ି ପରସ୍ପର ସହ ପିଟି ହୋଇଥିଲେ । ମୁରାଦାବାଦ-ଆଗ୍ରା ହାଇଓ୍ୱେରେ ଦୁର୍ଘଟଣା ଘଟିଛି । ମିନି ବସ୍ ଓ…

ରଶି ଲଗାଇ ଆତ୍ମହତ୍ୟା କଲେ ଜିଲ୍ଲା ଜଜ୍, ଝୁଲନ୍ତା ଅବସ୍ଥା ଉଦ୍ଧାର ହେଲା ମୃତଦେହ 

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଅପର ଜିଲ୍ଲା ଜଜ୍-୯ ଯୋଗେଶ କୁମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବିଚାରପତିଙ୍କ ମୃତଦେହ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ପୂର୍ବରୁ ସେ କୌଣସି…