Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ୟୁପିରେ ୧ ମାର୍ଚ୍ଚରୁ ଖୋଲିବ ସବୁ ସ୍କୁଲ୍‌

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ୧ ମାର୍ଚ୍ଚରୁ ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲିବ । ଏହା ବ୍ୟତୀତ ୧୦ ଫେବ୍ରୁଆରୀରୁ ହିଁ ୬ଷ୍ଠ ଶ୍ରେଣୀରୁ ଉପର ଶ୍ରେଣୀ ଖୋଲାଯିବ । ଆଜି ଏହା ଉପରେ ନିଷ୍ପତ୍ତି ହେବ । ବେସିକ୍‌ ଶିକ୍ଷା ବିଭାଗ ଅନ୍ତର୍ଗତ ପାଠପଢ଼ା କାର୍ଯ୍ୟ ପ୍ରାରମ୍ଭ…

ଅଭିନେତ୍ରୀ ମଣି ଭଟ୍ଟାଚାର୍ଯ୍ୟ ଆହତ, ଫିଲ୍ମ ସୁଟିଂ ବେଳେ ଅସାମାଜିକ ବ୍ୟକ୍ତିଙ୍କ ପଥରମାଡ଼

ଜୌନପୁର: ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାର ଭୋଜପୁରୀ ଫିଲ୍ମ ‘ମେରା ଭାରତ ମହାନ’ର ସୁଟିଂ ସମୟରେ କିଛି ଅସାମାଜିକ ବ୍ୟକ୍ତି ପଥରମାଡ କରିଥିବାର ଜଣାପଡିଛି । ଏହି ପଥରମାଡରେ ଅଭିନେତ୍ରୀ ମଣି ଭଟ୍ଟାଚାର୍ଯ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲା ।…

ପ୍ରଥମେ ଚାଷୀଙ୍କ ଉପରକୁ ଟେକା ପଥର ମାଡ଼ ବନ୍ଦ କରନ୍ତୁ : ରାକେଶ ଟିକାୟତ

ଗାଜିପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଦେଇଥିବା ବୟାନ ପରେ ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ତାଙ୍କର ଉତ୍ତର ରଖିଛନ୍ତି । ସେ କହିଛନ୍ତି, ସରକାରଙ୍କ ସହ ଆଲୋଚନା ଲାଗି ଆମେ ସବୁ ବେଳେ ସବୁ ସମୟରେ ପ୍ରସ୍ତୁତ । ତେବେ ପ୍ରଥମେ ଚାଷୀଙ୍କ ଉପରକୁ…

ଉତ୍ତରପ୍ରଦେଶ ମୁରାଦାବାଦରେ ଦୁର୍ଘଟଣା ନେଲା ୧୦ ଜୀବନ, ୧୦ରୁ ଅଧିକ ଆହତ

ଲକ୍ଷ୍ନୌ: ଅଶୁଭ ଶନିବାର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୧୦ ଜୀବନ । ଆଉ ୧୦ରୁ ଅଧିକ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ମୁରାଦାବାଦରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତିନିଟି ଗାଡ଼ି ପରସ୍ପର ସହ ପିଟି ହୋଇଥିଲେ । ମୁରାଦାବାଦ-ଆଗ୍ରା ହାଇଓ୍ୱେରେ ଦୁର୍ଘଟଣା ଘଟିଛି । ମିନି ବସ୍ ଓ…

ରଶି ଲଗାଇ ଆତ୍ମହତ୍ୟା କଲେ ଜିଲ୍ଲା ଜଜ୍, ଝୁଲନ୍ତା ଅବସ୍ଥା ଉଦ୍ଧାର ହେଲା ମୃତଦେହ 

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଅପର ଜିଲ୍ଲା ଜଜ୍-୯ ଯୋଗେଶ କୁମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବିଚାରପତିଙ୍କ ମୃତଦେହ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ପୂର୍ବରୁ ସେ କୌଣସି…

ଜାତୀୟ ପତାକା ଉତ୍ତୋଳନ ସହ ଆରମ୍ଭ ହେଲା ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ କାର୍ଯ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ମସ୍‌ଜିଦ୍‌ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ମସଜିଦ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହାସହ ବୃକ୍ଷରୋପଣ ମଧ୍ୟ କରାଯାଇଛି । ‘ଇଣ୍ଡୋ-ଇସ୍‌ଲାମିକ୍‌ କଲ୍‌ଚରାଲ୍‌ ଫାଉଣ୍ଡେସନ୍‌’…

ଶିଖର ଧୱନ ପକ୍ଷୀଙ୍କୁ ଦାନା ଖୁଆଇବା ନାବିକଙ୍କୁ ପଡିଲା ମହଙ୍ଗା

ବାରାଣାସୀ : ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇବା ପଡିଲା ମହଙ୍ଗା । ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧୱନଙ୍କୁ ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇବା ଦୁଇ ନାବିକଙ୍କୁ ମହଙ୍ଗା ପଡିଛି । ଜିଲ୍ଲା ପ୍ରଶାସନ ଦୁଇ ନାବିକଙ୍କ ଚାଲାଣ କାଟିଛନ୍ତି । ନାବିକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡଙ୍ଗା…

ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ, ଠାବ ହେଲା ବୋମା 

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ନୋଏଡାରେ ଶୁକ୍ରବାର ବୋମା ପଡିଥିବା ନେଇ ଭୟର ବାତାବରଣ । ସେକ୍ଟର ୬୩ ସ୍ଥିତ ଜିଲ୍ଲା ହସ୍ପିଟାଲରେ ନିକଟରେ ବୋମା ଠାବ ହୋଇଥିବା ଜଣାପଡିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବୋମା ନିଷ୍କ୍ରିୟକାରୀ ଦଳ…

ମୋବାଇଲ ଫୋନ୍ ପାଇଁ ମାଆକୁ ମାରିଲା…

ମିରଟ: ସାମ୍ନାକୁ ଆସିଛି ଏକ ଚକିତକର ଘଟଣା । ମୋବାଇଲ ଫୋନ୍ ଆଗରେ ଫିକା ପଡିଲା ମାଆ ପୁଅର ପବିତ୍ର ତଥା ବିଶ୍ୱସନୀୟ ସଂପର୍କ । ଅକାଳରେ ଚାଲିଗଲା ଜଣେ ମାଆର ଜୀବନ । ହତ୍ୟାକାରୀର ଆଖ୍ୟା ପାଇଲା ଜଣେ ହତଭାଗା ପୁଅ । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶ ମିରଟର ମୋହଲ୍ଲା…

ଲକ୍ଷ୍ନୌ ଚାରବାଗ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ସହିଦ ଏକ୍ସପ୍ରେସ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ରେଳ ଧାରଣାରୁ ତଳକୁ ଖସିଲା ସହିଦ ଏକ୍ସପ୍ରେସର ଦୁଇଟି ବଗି । ଲକ୍ଷ୍ନୌ ଚାରବାଗ ଷ୍ଟେସନ ନିକଟରେ ସକାଳ ପାଖାପାଖା ୭ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ କାହାର କୌଣସି କ୍ଷତି ହୋଇ ନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।…