Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ପୂର୍ବତନ କ୍ରିକେଟର ଚେତନ ଚୌହ୍ୱାନ କରୋନା ପଜିଟିଭ

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଚେତନ ଚୌହ୍ୱାନ କରୋନା ପଜିଟିଭ ଥିବା ଜଣାପଡିଛି । ଆକାଶ ଚୋପ୍ରା ଓ ଆରପି ସିଂ ଟୁଇଟ କରି ଚୌହ୍ୱାନ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ । ତାଙ୍କୁ ଏହା ପରେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପିଜିଆଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ…

ଆସନ୍ତୁ ଜାଣିବା ଉତ୍ତରପ୍ରଦେଶର ୫ ଚର୍ଚ୍ଚିତ ମାଫିଆଙ୍କ ବିଷୟରେ

କାନପୁର: ଉତ୍ତରପ୍ରଦେଶ ମାଫିଆଙ୍କୁ ନେଇ ବେଶ୍ ବଦନାମ ରହିଛି । ବିକାଶ ଦୁବେ ଏହି ଧାରାରେ ଉତ୍ତରପ୍ରଦେଶକୁ ଆହୁରି କଳଙ୍କିତ କରିଛନ୍ତି । ଆସନ୍ତୁ ଜାଣିବା ଏଠାକାର ୫ ମାଫିଆଙ୍କ ବିଷୟରେ.. ବଦନ ସିଂ ବଦୋ: ମୀରଟର ବଦନ ସିଂ ବଦୋ ଏବେ ମଧ୍ୟ ପୋଲିସ ହାତରେ ଧରାପଡି ନାହିଁ । ୧୫ ମାସ ହେବ ଏହି…

କାନପୁର ଏନକାଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ବିକାଶ ଦୁବେ ଗିରଫ

ମଧ୍ୟପ୍ରଦେଶ: ପୋଲିସ ସହ ଲୁଚକାଳି ଖେଳ ସରିଲା । ଧରାଦେଲା କାନପୁର ଏନକାଉଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ଆଜି ତାକୁ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ କରାଯାଇଛି । କାନପୁରରେ ୮ ଜଣ ପୋଲିସକୁ ହତ୍ୟା କରିବା ପରଠୁ ଫେରାର ଥିଲା । ଉଜ୍ଜୟିନୀର ମହାକଳେଶ୍ୱର ମନ୍ଦିର…

ଏନକାଉଣ୍ଟରରେ ଗଡ଼ିଲା ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କ ମୁଣ୍ଡ

ଉତ୍ତରପ୍ରଦେଶ: କାନପୁର ଏନକାଉଣ୍ଟର ମାମଲାକୁ ନେଇ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ପୋଲିସ । ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଧରିବା ପାଇଁ ଅଭିଯାନ ଜୋରଦାର ଚାଲିଥିବା ବେଳେ ତାର ଜଣଙ୍କ ପରେ ଜଣେ ସହଯୋଗୀଙ୍କୁ ଏନକାଉଣ୍ଟର କରାଯାଉଛି । ଆଜି ଗୁଳି ଖାଇଛନ୍ତି ଆଉ ଦୁଇ ସହଯୋଗୀ । ସେମାନେ ହେଲେ ପ୍ରଭାତ…

ଏନକାଉଣ୍ଟରରେ ଟଳିଲା କାନପୁର ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସହଯୋଗୀ

ଉତ୍ତରପ୍ରଦେଶ: କାନପୁର ଏନକାଉଣ୍ଟରେ କେସରେ ପୋଲିସକୁ ବଡ଼ ସଫଳତା । ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୁଖ୍ୟ ସହଯୋଗୀକୁ ଏନକାଉଣ୍ଟର କରିଛି ପୋଲିସ । ତା ନାଁ ଅମର ଦୁବେ । ଆଜି ସକାଳୁ ହମିରପୁରରେ ତାକୁ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶର ଏସଟିଏଫ୍ । ଅମର ଖସି ଯିବାକୁ ଚେଷ୍ଟ କରୁଥିଲା ।…

ପୋଲିସକୁ ବଡ ସଫଳତା, ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ସହଯୋଗୀ ଗିରଫ

କାନପୁର: ସାରା ଦେଶରେ ଚହଳ ସୃଷ୍ଟି କରିଥିବା ପୋଲିସ କର୍ମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ସହଯୋଗୀ ଦୟାଶଙ୍କର ଅଗ୍ନିହୋତ୍ରୀଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ତାଙ୍କ ଉପରେ ୨୫୦୦୦ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ଦୟାଶଙ୍କର ଫେରାର ଥିବା ବିକାଶ ନିକଟରେ ପହଂଚିବାରେ…

ଆଠ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ଡନ ବିକାଶ ଦୁବେ ଏବେ ବି ଫେରାର, ତଦନ୍ତର ଘଟଣାକ୍ରମ

ଲକ୍ଷ୍ନୌ:କାନପୁର ପୋଲିସ ଟିମ୍ ଉପରେ ଆକ୍ରମଣ କରି ୮ଜଣଙ୍କୁ ହତ୍ୟା କରିଥିବା କୁଖ୍ୟାତ ଡନ ବିକାଶ ଦୁବେ ଏବେ ବି ଫେରାର ଅଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପୋଲିସ କଣ ରଣନୀତି ଆପଣାଇଛନ୍ତି ଆସନ୍ତୁ ଜାଣିବ । ୧. ବିକାଶ ଦୁବେ ଏବଂ ତାର ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ୨୫…

ଜୁନ ୨୬ରେ ୧ କୋଟି ଲୋକଙ୍କୁ ଚାକିରୀ ଦେବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ବିଶ୍ୱାସ ନ ହେଲେ ବି ସତ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧କୋଟି ଲୋକଙ୍କୁ ଚାକିରି ଦିଆଯିବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତାରେ ଜୁନ ୨୬ରେ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଚାକିରୀ ପାଇବାକୁ ଥିବା…

ସୁଶାନ୍ତଙ୍କ ଫ୍ୟାନ୍ କଲେ ଆତ୍ମହତ୍ୟା; ଜାଣନ୍ତୁ, ସୁଇସାଇଡ୍ ନୋଟ୍‌ରେ କ’ଣ ଲେଖିଲେ !

ନୂଆଦିଲ୍ଲୀ: ନିଜର ପ୍ରିୟ ଷ୍ଟାର ସୁଶାନ୍ତ ରାଜପୁତଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ତାଙ୍କ ଭଳି ଉତ୍ତର ପ୍ରଦେଶରେ ଆତ୍ମହତ୍ୟା କରିଛନ୍ତି ଜଣେ କିଶୋର । ମିଳିଥିବା ସୂଚନାନୁଯାୟୀ, ଦଶମ ଶ୍ରେଣୀର ଜଣେ ଛାତ୍ର ଯିଏକି ସୁଶାନ୍ତଙ୍କ ବହୁତ ବଡ଼ ଫ୍ୟାନ ଥିଲେ ସେ ସୁଶାନ୍ତଙ୍କ ବିୟୋଗ ଖବର ଶୁଣି ଅତି…

ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଉଡାଇବାକୁ ଧମକ ଦେଇଥିବା ଦୁଇ ଭାଇ ଗିରଫ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଉଡାଇବାକୁ ଧମକ ଦେଇଥିବା ଦୁଇ ଭାଇ ରବିବାର ଗିରଫ ହୋଇଛନ୍ତି । ଗୋଣ୍ଡାର ଟିକର ଗ୍ରାମର ଏହି ଦୁଇଜଣଙ୍କ ନାମରେ କୌଣସି ଅପରାଧୀକ ରେକର୍ଡ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ପରେ ପୋଲିସ ସମ୍ପୂର୍ଣ୍ଣ ଭାବେ ଆଲର୍ଟ…