Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଉଡାଇବାକୁ ଧମକ

ଲକ୍ଷ୍ନୌ:ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନକୁ ଉଡାଇଦେବା ପାଇଁ ଫୋନରେ ଧମକ ଆସିଛି । ଏହା ସହିତ ଆହୁରି ୫୦ ପାଖାପାଖି ବାସଭବନକୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ଉକ୍ତ ଫୋନ କଲରେ କୁହାଯାଇଛି । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଂଟି ବୋମା…

ଏସିରୁ ବାହାରିଲା ୪୦ ସାପ

ମିରଟ: ଏଠାକାର ପାୱଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଦୟାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏସି ଲାଗିଥିଲା । ସୋମବାର ରାତିରେ ପରିବାର ଲୋକ ଶୋଇବା ପାଇଁ ଗଲା ବେଳକୁ ଖଟ ଉପରେ ଗୋଟିଏ ସାପ ଚାଲୁଥିବା ଦେଖିଥିଲେ । ଖୋଜା ଖୋଜି କରିବାରୁ ଏସି ପାଇପରେ ଆଉ…

ଲକ୍‌-ଡାଉନରେ ମହଙ୍ଗା ପଡିଲା ଜନ୍ମଦିନ ପାଳନ, ବାନ୍ଧିନେଲା ପୋଲିସ !

ଉତ୍ତରପ୍ରଦେଶ: ମହଙ୍ଗା ପଡିଲା ଲକ୍‌-ଡାଉନରେ ଜନ୍ମଦିନ ପାଳନ ଉତ୍ସବ । ଉତ୍ତରପ୍ରଦେଶର ଗୋରଖପୁରଠାରେ ପୁଅର ଜନ୍ମଦିନ ଉତ୍ସବ ଆୟୋଜନ କରି ପୋଲିସ ହାତରେ ଗିରଫ ହେଲା ବାପା । ଗୁରୁବାର ନିଜ ଘର ଅଗଣାରେ ୧୦ ବର୍ଷର ପୁଅ ପାଇଁ ଜନ୍ମଦିନର ଆୟୋଜନ କରିଥିଲେ ଜଣେ ବ୍ୟବସାୟୀ । ଜନ୍ମଦିନ ଉତ୍ସବକୁ…

ଲକ୍‌-ଡାଉନରେ ଲୁଡୁ ଖେଳ, କାଶ ହେବାରୁ ଗୁଳିମାଡ !

ଉତ୍ତର ପ୍ରଦେଶ: ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଲକ୍‌-ଡାଉନକୁ ବେଖାତିର କରି ଚାଲିଥିଲା ଲୁଡୁ ଖେଳ । ହେଲେ ମଝିରେ ଜଣେ ଖେଳାଳିଙ୍କୁ କାଶ ହେବାରୁ ବିପକ୍ଷ ଖେଳାଳି କରିଥିଲା ଗୁଳିମାଡ । Greater Noida: A man was shot at for coughing during a ludo game at Dayanagar village…

ଘରେ ମିଛ କହି କରୋନା ବିରୋଧରେ ଲଢିଲେ ତେଲେଙ୍ଗାନାର ରାମାକ୍ରିଷ୍ଣାନ !

ତେଲେଙ୍ଗାନା: ଲଖ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିର ପିଏଚ୍‌ଡି ସ୍କଲାର୍ ରାମାକ୍ରିଷ୍ଣାନ । ସାରା ଦେଶ ଲକ୍‌-ଡାଉନ୍ ଥିବାରୁ ଘରେ ରହି ନିଜ ବାପାଙ୍କୁ ଚାଷବାସରେ ସାହାଯ୍ୟ କରୁଥିଲେ । ହେଲେ ଏତିକିବେଳେ ନିଜ ବିଭାଗୀୟ ମୁଖ୍ୟଙ୍କଠାରୁ କଲ୍ ପାଇଁ ଘରୁ ବାହାରିପଡିଥିଲେ କରୋନା ବିରୋଧରେ…

କ୍ୱାରେଂଟାଇନ ଶେଷ ହେବା ପରେ ଜେଲ ଗଲେ ୧୭ ଜମାତି

ଲକ୍ଷ୍ନୌ: ତବଲିଗ ଜମାତର ୧୭ ସଦସ୍ୟଙ୍କ କ୍ୱାରେଂଟାଇନ ଅବଧି ଶେଷ ହେବା ପରେ ସେମାନଙ୍କୁ ଜେଲ ପଠାଇ ଦେଇଛି । କରୋନା ଭାଇରସ ନେଇ ଭାରତରେ ଲକ୍‌ଡାଉନରେ ଥିବା ବେଳେ ଜମାତିଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଜେଲକୁ ପଠାଯିବା ପୂର୍ବରୁ ଉତ୍ତର ପ୍ରଦେଶ ବହରାଇଚ…

ଷଷ୍ଠ ରିପୋର୍ଟ ନେଗେଟିଭ୍‌; କରୋନା କବଳରୁ ମୁକୁଳିବେ କନିକା !

ଲଖ୍ନୌ: ବଲିଉଡ ସିଙ୍ଗର କନିକା କାପୁରଙ୍କ ପ୍ରଥମ ୫ଟି ରିପୋର୍ଟ ପଜିଟିଭ ବାହାରିଥିଲା । ଶେଷରେ ତାଙ୍କର ୬ଷ୍ଠ ରିପୋର୍ଟ ନେଗେଟିଭ ବାହାରିଛି । ହେଲେ ବି ଘରକୁ ଯ।ଇପାରିବେନି ବେବି ଡଲ୍ ଫେମ୍ ସିଙ୍ଗର । କନିକାଙ୍କ ପ୍ରଥମ ଟେଷ୍ଟ ଘରେ ହୋଇଥିବାବେଳେ ଅନ୍ୟ ସମସ୍ତ ୪ଟି ଟେଷ୍ଟ PGI…

ଲକଡାଉନ ନ ଉଠିବା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେନି ମାହୋଲୀ ବିଧାୟକ

ସୀତାପୁର: ଉତରପ୍ରଦେଶର ବିଜେପି ବିଧାୟକ ଶଶାଙ୍କ ତ୍ରିବେଦୀ ଲକଡାଉନ ନ ଉଠିବା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । କରୋନା ମହାମାରୀ ବେଳେ ଅନେକ ଲୋକ ଅନ୍ନ ଖାଇବାକୁ ପାଉ ନାହାନ୍ତି । ସେମାନଙ୍କ ପାଇଁ ମୋର ଏହି ଛୋଟ ପ୍ରୟାସ ବୋଲି ମାହୋଲୀ ବିଧାୟକ କହିଛନ୍ତି । ଲକଡାଉନ…

ଉତ୍ତରପ୍ରଦେଶ ତବଲିଗି ଜମାତ ଡାକ୍ତରୀ ସେବାରେ ମହିଳା କର୍ମଚାରୀ ନିୟୋଜିତ ହେବେ ନାହିଁ

ଗାଜିଆବାଦ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତବଲିଗି ଜମାତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ତବଲିଗି ଜମାତ ସଦସ୍ୟମାନଙ୍କ ଡାକ୍ତରୀ ସେବା ଓ ନିରାପତ୍ତା ସେବା ଯୋଗାଣରେ କୌଣସି ମହିଳା କର୍ମଚାରୀ ନିୟୋଜିତ ହେବେ ନାହିଁ । ଗାଜିଆବାଦର ଏମଏମଜି ଡିଷ୍ଟ୍ରିକ୍ଟ…

ଲକଡାଉନ ନିୟମ ପାଳନ କରିବାକୁ କହିବାରୁ ପୋଲିସ ଉପରେ ଆକ୍ରମଣ

କନୌଜ:ଉତରପ୍ରଦେଶର କନୌଜ ଅଂଚଳରେ ପୁନର୍ବାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କାପୁରଷପଣିଆ ସମ୍ମୁଖକୁ ଆସିଛି । ସ୍ଥାନୀୟ ଏକ ଛାତ ଉପରେ ଏକତ୍ର ନମାଜ ପଢ଼ୁଥିବା ବେଳେ ପୋଲିସ ସୋସିଆଲ ଡିଷ୍ଟାସିଙ୍ଗ ପାଳନ କରିବା ପାଇଁ କହିଥିଲା । ମାତ୍ର ଏଥିରେ ସେମାନେ ଉତ୍ୟକ୍ତ ହୋଇ ପୋଲିସ ଉପରେ ଆକ୍ରମଣ…