Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସିମୀ ଅଧିବେଶନ ଆରମ୍ଭ ହେବ ଜୁଲାଇ  ୨୦ ତାରିଖରୁ ।  ଜୁଲାଇ ୨୦ ତାରିଖରୁ ମୌସୁମୀ ଅଧିବେଶନ ସଂସଦର ନୂଆ ଭବନରେ ଚାଲିବ  । ଏହି ଅଧିବେଶନ ଅଗଷ୍ଟ ୧୧ ଯାଏଁ ୨୩ ଦିନ ଧରି ଚାଲିବ ବୋଲି ଶନିବାର ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।…

ଆସନ୍ତା ତିନି ଘଣ୍ଟା ପାଇଁ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭବନେଶ୍ୱର: ଆସନ୍ତା ତିନି ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟ ଭିତରେ  ରାଜ୍ୟର ୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି   । ଏହି ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦ୍ରାପଡା,ଜଗତସିଂହପୁର …

ଗୁଜୁରାଟରେ ବର୍ଷା ବିତ୍ପାତ, ଗଲାଣି ୧୨ ଜୀବନ

ଗୁଜୁରାଟ: ଗୁଜୁରାଟରେ ଜଳପ୍ରଳୟ । ଗତ କିଛି ଦିନ ଧରି ତାଣ୍ଡ଼ବ ରଚୁଛି ବର୍ଷା । ଗତ ୩୦ଘଣ୍ଟା ମଧ୍ୟରେ ଗୁଜୁରାଟର ଅନେକ ଅଞ୍ଚଳରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ଗୁଜୁରାଟରେ ତାଣ୍ଡ଼ବ ରଚୁଥିବା ଏହି ଜଳପ୍ରଳୟରେ ଏଯାବତ୍ ୧୨ ଜଣଙ୍କ ଜୀବନ ଗଲାଣି । ଆଜି ଗୁଜୁରାଟର…

ଦେଶରେ ଦଙ୍ଗା ନିୟନ୍ତ୍ରଣ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ପଠାଇବା ପାଇଁ ଅନୁରୋଧ କଲେ ଫ୍ରାନ୍ସ ଡାକ୍ତର

ପ୍ୟାରିସ: ଗୁଳିକାଣ୍ଡରେ ନାବାଳକ ମୃତ୍ୟୁକୁ ନେଇ ସାରା ଫ୍ରାନ୍ସ  ଜଳୁଛି । ୪ ଦିନ ହେଲାଣି ଦେଶରେ ହିଂସା କମୁନି । ସାରା ଦେଶରେ ବିରୋଧ ପ୍ରଦର୍ଶନ  ସାଙ୍ଗକୁ ରାସ୍ତା ଅବରୋଧ । ପୋଲିସ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା  ବାଷ୍ପ ପ୍ରୟୋଗ କରୁଛି, ପାଣି ମାଡ କରୁଛି ।…

ଆକାଶଛୁଆଁ ପରିବା ଦର, ୫୦୦ ଟଙ୍କାରେ ବି ପୁରୁନି ବ୍ୟାଗ୍

ଭୁବନେଶ୍ୱର: ବଜାରରେ ହୁ ହୁ ହୋଇ ବଢ଼ି ଚାଲିଛି ପନିପରିବା ଦର । କାଲି ଯେଉଁଠି ୮୦ରୁ ଶହେ ଟଙ୍କା ଭିତରେ ଟମାଟୋ ବିକ୍ରି ହେଉଥିଲା, ସ୍ଥାନେ ସ୍ଥାନେ ଆଜି ତାହା ୧୨୦ ଛୁଇଁଛି । ଗ୍ରାହକଙ୍କ ପକେଟକୁ ମଧ୍ୟ ବାଧୁଛି ପରିବା ଦରବୃଦ୍ଧି । ଟଙ୍କା ସରୁଛି ସତ ହେଲେ ପରିବା ବ୍ୟାଗ୍‌ ପୁରୁନି । ସେପଟେ…

ବଦଳିବ ଟିମ ଇଣ୍ଡିଆର ଜର୍ସି; ବାଇଜୁ ବଦଳରେ ରହିବ ଡ୍ରିମ-୧୧

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ପକ୍ଷରୁ କରାଯାଇଛି ବଡ ଘୋଷଣା । ବଦଳିମ ଟିମ୍ ଇଣ୍ଡିଆର ଜର୍ସି । ଟିମ ଇଣ୍ଡିଆ ଜର୍ସିରେ ଆଉ ବାଇଜୁ ଲୋଗୋ ଦେଖିବାକୁ ମିଳିବନି । ତା ବଦଳରେ ଦେଖିବାକୁ ମିଳିବ ଡ୍ରିମ-୧୧ ।  ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ…

ସନ୍ତାନ ଜନ୍ମ କଲେ ବଢିବ ଦରମା; କମ୍ପାନୀ ଦେବ ବମ୍ପର ବୋନସ

ବେଜିଂ: ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ହେଲେ ଜନସଂଖ୍ୟା କମି ଯାଉଥିବା ନେଇ ଚିନ୍ତାରେ ସରକାର । ସେଥିପାଇଁ ଜନସଂଖ୍ୟ ବୃଦ୍ଧି ଲାଗି ନିଆ ଯାଉଛି ପଦକ୍ଷେପ ।  ଅଧିକ ସନ୍ତାନ ଜନ୍ମ ପାଇଁ ଲୋକଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଏଥିପାଇଁ ଘରୋଇ କମ୍ପାନୀମାନେ ବି ଆଗେଇ ଆସିଛନ୍ତି…

ସ୍ୱାମୀଙ୍କ ପାଇଁ କାଳ ହେଲା ସ୍ତ୍ରୀଙ୍କ ସେଲଫି : ଅଡ଼ୁଆରେ ଏବେ ପୋଲିସ ବାବୁ

ଉତ୍ତରପ୍ରଦେଶ: ଶେଯ ଉପରେ ସଜାଇ ହୋଇ ରଖାଯାଇଛି ବିଡା ବିଡା ଟଙ୍କା । ଟଙ୍କା ସହ ସେଲଫି ଉଠା ମଧ୍ୟ ଚାଲିଛି ।  କେବଳ ପୋଲିସ ବାବୁ ନୁହଁ ତାଙ୍କ ସହ ପୁରା ପରିବାର ମଧ୍ୟ ସେଲଫି ଉଠାଇବାରେ ମସଗୁଲ । ପୁଣି ଫଟୋକୁ ସୋସିଆଲ ମିଡିଆରେ ମଧ୍ୟ  ଅପଲୋଡ୍ କରିବାକୁ ଭୁଲିନାହାନ୍ତି ବାବୁ ଜଣକ | ହେଲେ…

ପୋଲିସ ଗୁଳିରେ ନାବାଳକର ଜୀବନ ଯିବା ପରେ ସାରା ଦେଶରେ ଦଙ୍ଗା ପରିସ୍ଥିତି: ଜଳୁଛି ଫ୍ରାନ୍ସ

ପ୍ୟାରିସ:ପୋଲିସ ଗୁଳିରେ ଜଣେ ନାବାଳକଙ୍କ ଜୀବନ ଯିବା ପରେ ଫ୍ରାନ୍ସରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ   ୪ ଦିନ ହେଲା ଜଳୁଛି ଫ୍ରାନ୍ସ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଶୁକ୍ରବାର ୪୫ ହଜାର ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ଦଙ୍ଗାକାରୀମାନେ ଶହଶହ…

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

ଶ୍ରୀନଗର:ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ଶୁକ୍ରବାର ଜମ୍ମୁକଶ୍ମୀର ଉପରାଜ୍ୟପାଳ  ମନୋଜ ସିଂହ୍ନା ଜମ୍ମୁ ବେସ କ୍ୟାମ୍ପର ଯାତ୍ରୀ ନିବାସରେ ପତାକା ଦେଖାଇ ପ୍ରଥମ ଯାତ୍ରା ଆରମ୍ଭ କରିଥିବା ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ପ୍ରଥମ ବ୍ୟାଚରେ ୪୮୮ ତୀର୍ଥଯାତ୍ରୀ ଅମରନାଥ ଦର୍ଶନରେ…