Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱକପ ଯୋଗ୍ୟତା ହାସଲ କରିପାରିଲା ନାହିଁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଦିିନିକିଆ ବିଶ୍ୱକପ କ୍ରିକେଟ ପାଇଁ ୱେଷ୍ଟଇଣ୍ଡିଜ ଯୋଗ୍ୟତା ହାସଲ କରିପାରି ନାହିଁ । ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସ୍କଟଲାଣ୍ଡ ନିକଟରୁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ପରାଜିତ ହୋଇଥିଲା । ୧୯୭୫, ୧୯୭୯ରେ ୱେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିବା ବେଳେ…

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତରେ ସୁରକ୍ଷା ବ୍ୟବସ୍ଥା ଯାଂଚ କରିବ ପାକିସ୍ତାନର ସିକ୍ୟୁରିଟି ଟିମ

ନୂଆଦିଲ୍ଲୀ: ପାକିସ୍ତାନ ସରକାର ଭାରତରେ ବିଶ୍ୱକପ କ୍ରିକେଟ ଖେଳିବା ପାଇଁ ଟିମ ପଠାଇବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଂଚ କରିବ ବୋଲି କହିଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ଏଥିପାଇଁ ଆଗୁଆ ଏକ ସିକ୍ୟୁରିଟି ଟିମ ଆସି ତାଙ୍କ ରିପୋର୍ଟ ଦେବ । ଏହାପରେ ପାକିସ୍ତାନ ବିଶ୍ୱକପ…

ଅଫିସ୍ ସମୟରେ ବେଫିକର ବିଡିଓ, ଲୋକଙ୍କ ସମସ୍ୟା ନ ଶୁଣି କାଟୁଛନ୍ତି ଜନ୍ମଦିନ କେକ୍

ନବରଙ୍ଗପୁର: ଲୋକଙ୍କ ସମସ୍ୟା ଶୁଣିବା ଓ ସମାଧାନ କରିବା ଲାଗି ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ବିଡିଓ ରହିଛନ୍ତି । ହେଲେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଥିବା ବିଡିଓ ଅଫିସ୍ ସମୟରେ ଲୋକଙ୍କ ସମସ୍ୟା ନ ଶୁଣି ଜନ୍ମଦିନ କେକ୍ କାଟୁଛନ୍ତି । ବ୍ଲକ୍ ଅଫିସ୍ ବାରଣ୍ଡାରେ ଏକାଧିକ…

ଆଦିପୁରୁଷ ପରେ ଅଶ୍ୱଥାମାରୁ ଓହରି ଯିବେ କି ଆଲ୍ଲୁ ଅର୍ଜୁନ

ମୁମ୍ବାଇ: ପୁଷ୍ପା ଫିଲ୍ମର ସଫଳତା ପରେ ହିନ୍ଦୀ ଭାଷାଭାଷୀ ଅଂଚଳରେ ମଧ୍ୟ ଆଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଅନ୍ୟ ସାଉଥ ଅଭିନେତାଙ୍କ ପରି ସେ ମଧ୍ୟ ହିନ୍ଦୀ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ମାତ୍ର ପ୍ରଭାସଙ୍କ ଆଦିପୁରୁଷ ଫିଲ୍ମ ଫ୍ଲପ ହେବା ପରେ ସେ ଚିନ୍ତିତ…

ଦିନିକିଆ କ୍ରିକେଟରେ ୧୦ ବଦଳରେ ୧୧ ଓଭର ପକାଇଲେ ବୋଲର

ନୂଆଦିଲ୍ଲୀ: ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅମ୍ପାୟରଙ୍କ ଦ୍ୱାରା ଏକ ବଡ ଭୁଲ ହୋଇଛି । ନିୟମ ଅନୁସାରେ ଗୋଟିଏ ବୋଲର ୧୦ ଓଭରରୁ ଅଧିକ ବୋଲିଂ କରିପାରିବ ନାହିଁ । ମାତ୍ର ଅଫ ସ୍ପିନର ଇଡେନ କାର୍ସନଙ୍କ ମ୍ୟାଚର ୪୫ତମ ଓଭର…

ନିଜ ଶରୀରରେ ନିଆଁ ଲଗାଇ ଦୌଡ଼ିଲେ ବ୍ୟକ୍ତି, କଲେ ବିଶ୍ୱ ରେକର୍ଡ

ଫ୍ରାନ୍ସ: ଦୁନିଆରେ ଅନେକ ଲୋକ ଅଛନ୍ତି, ଯିଏ ନିଜକୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ନିଜ ନାମକୁ ରେକର୍ଡ଼ କରିବାକୁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ନିକଟରେ ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ଶରୀରରେ ନିଆଁ ଲଗାଇ ଦୌଡ଼ି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହାର…

କେଉଁ ଦିନ ଘରକୁ ଗ୍ୟାସ ଚୁଲା ଆଣିଲେ ବଢ଼େ ସୁଖସମୃଦ୍ଧି, ଜଣନ୍ତୁ କ’ଣ କହୁଛନ୍ତି ବାସ୍ତୁ ଶାସ୍ତ୍ରବିତ୍…

ଆମ ସମସ୍ତଙ୍କ ଜୀବନରେ ବାସ୍ତୁ ଶାସ୍ତ୍ର ଅନେକ ମହତ୍ତ୍ୱ ରଖିଥାଏ । ବାସ୍ତୁ ଅନୁଯାୟୀ ସମସ୍ତ ନିୟମ ପାଳନ କରିବା ଦ୍ୱାରା କର୍ମକ୍ଷେତ୍ର ଓ ବ୍ୟବସାୟରେ ଆମକୁ ସଫଳତା ମିଳିଥାଏ । ଏତଦବ୍ୟତୀତ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ଅନେକ ସକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ ବୋଲି ଧରାଯାଏ ।…

୭ ବର୍ଷ ତଳେ ହାତୀ ନେଇଥିଲା ବାପାଙ୍କ ଜୀବନ, ଏବେ ପୁଅକୁ କଚାଡ଼ି ମାରି ଦେଲା

ଢେଙ୍କାନାଳ: ଭାଇ ଚାଲିଗଲା… ହାତୀ ମାଆର ସିନ୍ଦୂର ପୋଛି ଆମକୁ ବାପ ଛେଉଣ୍ଡ କରିଥିଲା… ଏବେ ଭାଉଜ ହାତରୁ ଶଙ୍ଖା ଭାଙ୍ଗି ଦେଇଛି । ହାତୀ ମୋ ଭାଇକୁ ମାରି ଦେଇଛି ।… କୋହଭରା କଣ୍ଠ, ଅବୁଝା ମନ ଓ ଅଶ୍ରୁଭରା ଆଖି ଭାଇର ମଲାଦେହକୁ ଦେଖି ପାରୁନି । ମାଆ ବାହୁନି କାନ୍ଦୁଛି… ସ୍ତ୍ରୀ ବୁକୁ ଫାଟି…