Latest Odisha News

BREAKING NEWS

Browsing Category

ଫିଚର

ଚଳନ୍ତା ଟ୍ରେନ୍‌ରେ ଗୁପ୍‌ଚୁପ୍ ପସରା: ମଜା ନେଲେ ଯାତ୍ରୀ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଷ୍ଟ୍ରିଟ୍ ଫୁଡ ପସନ୍ଦ କରିଥାନ୍ତି । ସମସ୍ତ ଷ୍ଟ୍ରିଟ୍‌ଫୁଡ଼ ଭିତରୁ ଗୁପ୍‌ଚୁପ୍‌କୁ ସବୁବର୍ଗର ଲୋକେ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ରାସ୍ତା କଡ଼ରେ ମିଳୁଥିବା ଗୁପ୍‌ଚୁପ୍ ଓ ଚାଟ୍ ପାଖରେ ବେଶୀ ଗହଳି ଦେଖିବାକୁ ମିଳିଥାଏ । ଏହାର ଚାହିଦା ଅଧିକ ଥିବାରୁ…

ଆଦିପୁରୁଷ ନେଇ କୋର୍ଟଙ୍କ ଭର୍ତ୍ସନା, ସବୁ ବେଳେ ହିନ୍ଦୁ ଧର୍ମର ସହିଷ୍ଣୁତାର କାହିଁକି ନେଉଛ ପରୀକ୍ଷା

ନୂଆଦିଲ୍ଲିୀ: ଦିନକୁ ଦିନ ଆଦିପୁରୁଷ ନିର୍ମାତାଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ଦର୍ଶକ ଏହାକୁ ନାପସନ୍ଦ କରିବା ପରେ ଏବେ କୋର୍ଟରେ ଚାଲିଛି ଲଢ଼େଇ । ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟ ସ୍କ୍ରିପ୍ଟ ଲେଖକ ମନୋଜ ମୁନ୍ତାଶିର ଶୁକ୍ଲା, ଫିଲ୍ମ ନିର୍ମାତା ଓମ ରାଉତ ଓ ସେନ୍ସର ବୋର୍ଡଙ୍କୁ ଭର୍ତ୍ସନା…

ପ୍ରେମିକଙ୍କ ବ୍ୟକ୍ତିଗତ ପାର୍ଟରେ ତାଲା ପକାଇଲେ ପ୍ରେମିକା : ବ୍ରେକଅପ୍ ପରେ ଚାବି ନେଇ ପଳାଇଲେ

ବାର୍ସିଲୋନା: ଅଧିକାଂଶ ଲୋକ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଲୋକମାନେ ଠିକ୍ କିମ୍ବା ଭୁଲ୍ କିଛି ଭାବନ୍ତି ନାହିଁ । ଯେଉଁ ଯୁବକ ବିଷୟରେ ଆମେ କହିବାକୁ ଯାଉଛୁ, ସେ ପ୍ରେମରେ ତାଙ୍କ ଗର୍ଲଫ୍ରେଣ୍ଡର ଏପରି ଜିଦ୍‌କୁ ଗ୍ରହଣ କରିଥିଲେ, ଯାହା ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଛି ।…

ଆଇସିସି ଦିନିକିଆ ବିଶ୍ୱକପ: ଭାରତ-ପାକିସ୍ତାନ ସେମିଫାଇନାଲ ମ୍ୟାଚ କେଉଁଠାରେ ହେବ ଆୟୋଜିତ ?

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଆଜି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଅକ୍ଟୋବର ୫ରେ ଉଦଘାଟନୀ ମ୍ୟାଚ ଏବଂ ନଭେମ୍ବର ୧୯ରେ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହି କାର୍ଯ୍ୟସୂଚୀ ଭାରତ-ପାକିସ୍ତାନ ଯଦି ସେମିଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହୁଅନ୍ତି ତେବେ ଏହା କେଉଁଠାରେ…

ସରିଲା ଆଡପ ଦର୍ଶନ, କାଲି ବାହୁଡା ଯାତ୍ରା; ଜାଣନ୍ତୁ, କେତେବେଳେ ହେବ ଛେରାପହରା ଓ ରଥଟଣା

ପୁରୀ: ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ମହାପ୍ରଭୁ ।ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ । ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ସେପଟେ…

ସ୍କୁଲ କ୍ୟାଣ୍ଟିନ ଥାଳିରେ ମୂଷା ମୁଣ୍ଡ, ଭିଡ଼ିଓ ଭାଇରାଲ ପରେ ମୁହଁ ଖୋଲିଲା ମ୍ୟାନେଜମେଣ୍ଟ

ଚୀନ୍‌: ଚୀନର ଖାଦ୍ୟ ଏବଂ ପାନୀୟକୁ ନେଇ ଖୁବ୍ କୁଖ୍ୟାତି ରହିଛି । ଏଠାରେ କୁକୁର ମାଂସ ମେଳା ଆୟୋଜନ ହେଉଥିବାରୁ ଏହା ବହୁ ଚର୍ଚ୍ଚିତ ହୋଇଛି । ଯେତେବେଳେ ସାରା ବିଶ୍ୱରେ କରୋନା ବ୍ୟାପିଲା, ଚୀନ୍ ମଧ୍ୟ ଏଥିପାଇଁ ଦାୟୀ ଥିଲା । ଏହି ଭୂତାଣୁ ବାଦୁଡ଼ି ମାଂସରୁ ମଣିଷକୁ ସ୍ଥାନାନ୍ତର ହେବାର…

ଖୁବଶୀଘ୍ର ରିଲିଜ ହେବ ‘ଦ ନାଇଟ୍ ମ୍ୟାନେଜର୍ ୨’, ଉତ୍ସାହର ସହିତ ଅପେକ୍ଷାରେ ଅଛନ୍ତି ଦର୍ଶକ

ମୁମ୍ବାଇ: ଆଦିତ୍ୟ ରୟ କପୁର ଏବଂ ଅନିଲ କପୁରଙ୍କ ୱେବ୍ ସିରିଜ୍ 'ଦ ନାଇଟ୍ ମ୍ୟାନେଜର୍' ଦର୍ଶକଙ୍କଠାରୁ ବହୁ ପ୍ରଶଂସା ଲାଭ କରିଥିଲା। ବର୍ତ୍ତମାନ ଦର୍ଶକ ଏହାର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଡିଜନି ପ୍ଲସ୍ ହଟଷ୍ଟାରରେ ଜୁନ୍ ୨୩ ତାରିଖରେ ୟୁଟ୍ୟୁବରେ 'ଦ ନାଇଟ୍…