Latest Odisha News

BREAKING NEWS

Browsing Category

ଫିଚର

ଆସୁଛି ନୂଆ ସାଇବର ସ୍କାମ: କ୍ଲିକ କରିବା ମାତ୍ରେ ହ୍ୟାକ ହୋଇଯବ ମୋବାଇଲ ଫୋନ

ଭୁବନେଶ୍ୱର: ହ୍ୱାଟ୍ସଅପ ଅପଡେଟ କରିବା ପାଇଁ କିଛି ମେସେଜ ବା ଲିଙ୍କ ଆପଣଙ୍କ ମୋବାଇଲକୁ  ଆସିଛି କି ? ଯଦି ଏମିତି କିଛି ମେସେଜେ ଆସିଥାଏ ତେବେ ସାବଧାନ ହୋଇଯାଆନ୍ତୁ । ଭୁଲରେ ବି ଏସବୁ ମେସେଜରେ କ୍ଲିକ କରନ୍ତୁ ନାହିଁ । କାରଣ ଥରେ କ୍ଲିକ କରିଦେଲେ ହ୍ୟାକ ହୋଇ ଯାଇପାରେ ଆପଣଙ୍କ…

ଭିଟୋର ଅପପ୍ରୟୋଗ କଲା ଚୀନ; ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡକୁ ଆତଙ୍କବାଦୀ ହେବାରୁ ବଞ୍ଚାଇଲା

ନୂଆଦିଲ୍ଲୀ: ପାକିସ୍ତାନ ଲସ୍କର-ଏ-ତୋଇବାର ଆତଙ୍କବାଦୀ ସାଜିଦ ମୀରକୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରିବା ପ୍ରସ୍ତାବ ଉପରେ ଚୀନ ପ୍ରତିବନ୍ଧକ ଲଗାଇଛି । ସାଜିଦ ୨୦୦୮ରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । ଆମେରିକା ସାଜିଦକୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିବା…

ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ, ୨୩ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରାକ୍ ମୌସୁମୀ ବର୍ଷା । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଉ ୨ରୁ ୩ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି । ଆଜି କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,…

ନୀତି ବିଳମ୍ବ; ରଥ ଉପରେ ଭୋକରେ ବସିଛନ୍ତି ମହାପ୍ରଭୁ

ପୁରୀ: ରଥଯାତ୍ରାରେ ବିଭ୍ରାଟ । ରଥ ଉପରେ ଭୋକରେ ରହିଛନ୍ତି ମହାପ୍ରଭୁ । ନିର୍ଦ୍ଧାରିତ ସମୟ ଭିତରେ ହୋଇ ପାରିନି ଗୋପାଳବଲ୍ଲଭ ନୀତି । ଅବକାଶ ନୀତି ସରିଥିଲେ ହେଁ ଏ ଯାଏ ଗୋପାଳବଲ୍ଲଭ ନୀତି ହୋଇପାରି ନାହିଁ । ଗତକାଲି ରଥଯାତ୍ରା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ଶରଧାବାଲିରେ…

ଆପଣଙ୍କ କଥା ଶୁଣେ କି ଫେସବୁକ୍? ଜାଣନ୍ତୁ ଫେସବୁକ୍ ଓ ବିଜ୍ଞାପନ ମଧ୍ୟରେ ଥିବା କନେକ୍‌ସନ୍‌

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନେକ ଥର ଆମେ ଲକ୍ଷ କରୁ ଯେ ଆମେ ଯେଉଁ ବିଷୟବସ୍ତୁ ସମ୍ପର୍କରେ କଥାବାର୍ତ୍ତା କରୁ ସେହି ସମ୍ବନ୍ଧୀୟ ବିଜ୍ଞାପନ ଆମ ଫୋନ୍ କିମ୍ବା ଲାପଟପରେ ଦୃଶ୍ୟମାନ ହୁଏ। ଏହା ବିଶେଷତଃ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ଆପରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଅନ୍ୟ ୱେବସାଇଟରେ ମଧ୍ୟ…

କାହିଁକି ଅଧା ବାଟରେ ଅଟକିଗଲା ରଥ ? ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ‘ଠାକୁରଙ୍କ ଇଚ୍ଛା’

ପୁରୀ: ଘୋଷଯାତ୍ରା ପାଇଁ ଗତକାଲି ଠିକ୍ ସମୟରେ ନୀତି କାନ୍ତି ସରିଥିଲା । ହେଲେ କାହିଁକି ତାଳଧ୍ୱଜକୁ ଛାଡ଼ି ଦେଲେ ଅନ୍ୟ ୨ ରଥ ପହଞ୍ଚି ପାରିଲାନି ଶରଧାବାଲି । ଯାହାକୁ ନେଇ ନାନା ମତ ପ୍ରକାଶ ପାଇଥିବା ବେଳେ ଆଜି ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶରଧାବାଲିକୁ ଟାଣି ନେଇଛନ୍ତି ଭକ୍ତ । ଏନେଇ…

ସାବଧାନ! ଲୁଚି ଲୁଚି ଭାରତୀୟଙ୍କ ତଥ୍ୟ ସଂଗ୍ରହ କରୁଛି ରିଅଲମିର ଏହି ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚାଇନା ଫୋନ୍ କମ୍ପାନୀ ବିରୋଧରେ ଭାରତୀୟ ୟୁଜର୍ସଙ୍କ ତଥ୍ୟ ଚୋରି କରିଥିବା ଅଭିଯୋଗ ହୋଇଛି। ରିଅଲମିର 'ଏନହାନ୍ସ ଇଣ୍ଟେଲିଜେଣ୍ଟ୍ ସର୍ଭିସେସ୍' ଫିଚରଟି ଚାଇନା କମ୍ପାନୀକୁ ଅସୁବିଧାରେ ପକାଇଛି। ଏହି ଫିଚର ସ୍ୱୟଂଚାଳିତ ଭାବରେ ରିଅଲମି ଫୋନରେ ତଥ୍ୟ ସଂଗ୍ରହ କରେ।…

ରଥଯାତ୍ରାରେ ମଠର ଭୂମିକା: ମହାପ୍ରଭୁଙ୍କ ପାଇଁ କେଉଁ ମଠରୁ କ’ଣ ଆସିଥାଏ ?

ପୁରୀ:ପବିତ୍ର ସହର ପୁରୀ । ରଥ, ମନ୍ଦିର ଆଉ ମଠମୟ ସହରରେ ଥରେ ପାଦ ରଖିଲେ ମିଳିଥାଏ ଅପୂର୍ବ ଶାନ୍ତି। ସେଥିପାଇଁ ତ ଆଜି ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବା ପାଇଁ ଦେଶ, ବିଦେଶରୁ ଧାଇଁ ଆସିଛନ୍ତି ଭକ୍ତ । ଏହି ରଥଯାତ୍ରା ଏକ ନିଆରା ପର୍ବ । ନିଆରା ଏହାର ସଂସ୍କୃତି ,…

ଜଳ ଯୋଗାସନରୁ ମିଳେ ଦ୍ୱିଗୁଣ ଫାଇଦା, ଜାଣନ୍ତୁ ଆସନ କରିବାର ସଠିକ୍ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗତ କିଛି ବର୍ଷ ମଧ୍ୟରେ ଯୋଗର ଲୋକପ୍ରିୟତା ଏବଂ ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଯୋଗର ଲାଭ ଯୋଗୁଁ ଆଜି ଦୁନିଆର ଅଧିକାଂଶ ଲୋକ ଏହାର ରୁଟିନ ଅନୁସରଣ କରୁଛନ୍ତି। ନିୟମିତ ଭାବେ ଯୋଗ କରିବା ଦ୍ୱାରା କେବଳ ବିପି, ମଧୁମେହ ନୁହେଁ, କର୍କଟ ଭଳି ଗମ୍ଭୀର ରୋଗର ଆଶଙ୍କା…

ଆଶେସ ସିରିଜ: ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ

ଏଜବାଷ୍ଟନ: ଏଠାରେ ଅନୁଷ୍ଠିତ ଆଶେସ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୨ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ଶେଷ ଭାଗରେ ପ୍ୟାଟ କମିନ୍ସ ଓ ନାଥାନ ଲାୟନ ନବମ ୱିକେଟରେ ୧୨ ଓଭରରେ ୫୫ ରନ…