Latest Odisha News

BREAKING NEWS

Browsing Category

ଫିଚର

ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ

ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ ହୋଇଛି। ତାଙ୍କର ଶେଷକୃତ୍ୟ ଆଜି ମଧ୍ୟାହ୍ନ୧୨ ଟାରେ ମୁମ୍ବାଇର ସାଣ୍ଟାକ୍ରୁଜ୍ ଶ୍ମଶାନରେ ଅନୁଷ୍ଠିତ ହୋଇଛି। ତାଙ୍କ ଆତ୍ମାର ଶାନ୍ତି ପାଇଁ ଜୁନ୍ ୨୯ ତାରିଖ ସନ୍ଧ୍ୟା୫ ଟାରୁ ୬ଟା ମଧ୍ୟରେ ଏକ ପ୍ରାର୍ଥନା ସଭା ଆୟୋଜିତ ହେବ…

ଅପରାଜିତାଙ୍କ ‘ଫାଇଭ ଟି ସଚିବ’ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଫାଇଭ ଟି ସଚିବ ଆଇଏଏସ ଚାକିରିରି ଦୁରୂପଯୋଗ କରୁଛନ୍ତି ବୋଲି ଅଭିଯୋଗ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୈତିକ ମାହୋଲକୁ ସରଗରମ କରିଥିବା ବେଳେ ଏବେ ଖୋଦ୍ ଶାସକ ଦଳର ବିଧାୟକ ତଥା ଓଡ଼ିଶାର ଅଗ୍ରଣୀ ଖବରକାଗଜ 'ସମ୍ବାଦ'ର ସମ୍ପାଦର ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟ…

ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା, ପିଲାଙ୍କୁ ଭାତ ପରିବର୍ତ୍ତେ ଦିଆଗଲା ମୁଢି

ବାରିପଦା: ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଗଲା ମୁଢି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ବ୍ରହ୍ମପୁର ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଡାଲି ସହ ମୁଢି ଦିଆଯାଇଛି। ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ (ଏମଡିଏମ) ଯୋଜନାରେ ଭାତ ବଦଳରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ମୁଢି। ଏହି ଘଟଣାକୁ ନେଇ…

ଠିକାଦାର ରମେଶ ରାଉତ ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ, ଏସପି କହିଲେ ହତ୍ୟାର କାରଣ

ଖୋର୍ଦ୍ଧା: ଟାଙ୍ଗୀ ଥାନା ଅନ୍ତର୍ଗତ ଚନ୍ଦନେଶ୍ୱର ଛକରେ ଜଣେ ଠିକାଦାରଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଦୁର୍ବୃତ୍ତଙ୍କୁ ପୁଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ପରିଡ଼ା, ସନ୍ତୋଷ ପ୍ରଧାନ, ଦିଲ୍ଲୀପ କୁମାର ସୁରଜିତ ଓ ଗଙ୍ଗାଧର ସୁବୁଦ୍ଧି।…

କଳାହାଣ୍ଡି, ବୌଦ୍ଧରେ ମାଓ ପୋଷ୍ଟର, ଏନକାଉଣ୍ଟରକୁ ପ୍ରତିବାଦ କରି ବନ୍ଦ ପାଳନ

ବୌଦ୍ଧ/କଳାହାଣ୍ଡି: ସିପିଆଇ (ମାଓବାଦୀ) ପକ୍ଷରୁ ବନ୍ଦ ପାଳନ କରାଯାଉଛି। କଳାହାଣ୍ଡି ଜିଲ୍ଲାର ତାପରେଙ୍ଗା ଗାଁ ଓ ମୁଖ୍ୟ ରାସ୍ତାରେ ରବିବାର ବନ୍ଦ ପାଳନକୁ ସଫଳ କରିବା ପାଇଁ ସମର୍ଥନ ମାଗି ଅନେକ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ମାଓବାଦୀଙ୍କ କେକେବିଏନ୍ ଡିଭିଜନ ପକ୍ଷରୁ ଏହି…

ରଥଯାତ୍ରା: ହେରାପଞ୍ଚମୀ ନୀତିରେ ଅହେତୁକ ବିଳମ୍ବ, ଭକ୍ତ ନିରାଶ

ପୁରୀ ରଥଯାତ୍ରା ସମୟରେ ପାଳନ କରାଯାଉଥିବା 'ହେରାପଞ୍ଚମୀ' ରୀତିନୀତିରେ ବିଳମ୍ବ। ବିଳମ୍ବିତ ରାତି ୩ଟା ଯାଏ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରିପାରିନଥିଲେ। ତେବେ ରାତି ୩ଟା ୧୯ରେ ବିମାନରେ ବିଜେ ହୋଇ ମା ଲକ୍ଷ୍ମୀ ମନ୍ଦିରରୁ ବାହାରିଥିଲେ। ଏହାକୁ ନେଇ ଅନେକ ଭକ୍ତ ନିରାଶ ହୋଇଛନ୍ତି।…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଦରମା ବୃଦ୍ଧିକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସରକାରୀ କର୍ମଚାରୀ ତଥା କୋଲ ଇଣ୍ଡିଆ ଲିମିଟେଡର କର୍ମଚାରୀଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାର ବର୍ତ୍ତମାନ ଏହି କର୍ମଚାରୀଙ୍କ ଦରମା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ସୂଚନା ପ୍ରଦାନ କରି ମନ୍ତ୍ରଣାଳୟ କହିଛି ଯେ କୋଲ ଇଣ୍ଡିଆ ଲିମିଟେଡର ଅଣ-କାର୍ଯ୍ୟନିର୍ବାହୀ…

ଦୁଇ ମାଲବାହୀ ଟ୍ରେନ ଧକ୍କା, ବାହନାଗା ପରି ବେଙ୍ଗଲରେ ସମାନ ତ୍ରୁଟି!

ଖଡଗପୁର: ରବିବାର ଭୋର ସମୟରେ ପଶ୍ଚିମବଙ୍ଗର ବାଙ୍କୁଡ଼ାର ଓନ୍ଦା ରେଳ ଷ୍ଟେସନରେ ଦୁଇଟି ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଖଡ଼ଗପୁର-ବାଙ୍କୁଡ଼ା- ରେଳପଥରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲୁପ ଲାଇନରେ ଛିଡା ହୋଇଥିବା ମାଲବାହୀ ଟ୍ରେନକୁ ଆଉ ଏକ ମାଲଗାଡି ସେହି ଲୁପ ଲାଇନରେ…

ଶବ ସତ୍କାର କରି ପୁରୀରୁ ଫେରୁଥିବା ବେଳେ ଟ୍ରକ୍‌କୁ ପିଟିଲା କାର୍, ୫ ଗୁରୁତର କଟକ ସ୍ଥାନାନ୍ତର

କଟକ: ପୁରୀ ସ୍ୱାର୍ଗଦ୍ୱାରରୁ ଶବ ସତ୍କାର କରି ଫେରୁଥିବା ବେଳେ ଦୁର୍ଘଟଣା। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ପିଟିଲା କାର୍। ଏହି ଘଟଣାରେ ୫ ଜଣ ଗୁରତର ଆହତ ହୋଇଛନ୍ତି। ଆଜି ସକାଳେ କଟକ-ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁରଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ,…

ଆଇଏମଏଫର ସର୍ତ୍ତ ପୂରଣ ପାଇଁ ପାକିସ୍ତାନର ଶେଷ ପ୍ରୟାସ, ୨୧୫ ବିଲିୟନ ଟଙ୍କା ସଂଗ୍ରହ କରିବାକୁ ଟାର୍ଗେଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଇଏମଏଫ (ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି)ର ସର୍ତ୍ତ ପୂରଣ କରିବା ପାଇଁ ପାକିସ୍ତାନ ଶେଷ ପ୍ରୟାସରେ ନିୟୋଜିତ ଅଛି। ପାକିସ୍ତାନ ଟ୍ୟାକ୍ସ ମାଧ୍ୟମରେ ୨୧୫ ବିଲିୟନ ଟଙ୍କା ସଂଗ୍ରହ କରିବ। ଏହାର ଅର୍ଥ ହେଉଛି ଏଠାରେ ଥିବା ଲୋକଙ୍କ ଉପରେ ଟ୍ୟାକ୍ସର ଭାର ବହନ କରିବାକୁ…