Latest Odisha News

BREAKING NEWS

Browsing Category

ଫିଚର

୧୧ ବର୍ଷ ପରେ ବାପା ହେଲେ ରାମଚରଣ

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମର ଲୋକପ୍ରିୟ କଳାକାର ରାମଚରଣଙ୍କ ପତ୍ନୀ ଉପାସାନା ୧୧ ବର୍ଷ ପରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆପୋଲୋ ଡାକ୍ତରଖାନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । କନ୍ୟା ସନ୍ତାନର ପିତା ହେବା ନେଇ ରାମଚରଣ ବେଶ ଖୁସି ଅଛନ୍ତି । ରାମଚରଣ-ଉପାସାନାଙ୍କ…

ଭିଏତନାମକୁ ‘ଆଇଏନଏସ କ୍ରିପାଣ’ ଯୁଦ୍ଧପୋତ ଉପହାର ଦେଲା ଭାରତ

ନୂଆଦିଲ୍ଲୀ:କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ଅର୍ଥାତ ସୋମବାର ଭିଏତନାମ ରକ୍ଷାମନ୍ତ୍ରୀ ଜେନରାଲ ଫାନୱାନ ଗିୟାଙ୍ଗଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କିତ ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବିଶେଷ କରି ଦୁଇ…

କାହିଁକି ହୁଏ ରଥ ଯାତ୍ରା ? ଜାଣନ୍ତୁ ମହତ୍ତ୍ୱ

ପୁରୀ: ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରତିବର୍ଷ ପୁରୀରେ ରଥ ଯାତ୍ରା ହୁଏ । ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଭାଇଭଉଣୀଙ୍କୁ ନେଇ ବାହାରି ଯାଆନ୍ତି କଳା ଠାକୁର । ଯେଉଁଥିରେ ସାମିଲ୍ ହେବାକୁ ଦେଶ ବିଦେଶରୁ ପୁରୀ ଛୁଟି ଆସିଥାନ୍ତି ଭକ୍ତଗଣ ।…

ଆଜି ରାଷ୍ଟ୍ରପତିଙ୍କ ଜନ୍ମଦିନ: ମହାପ୍ରଭୁଙ୍କ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ମହାମିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୫ତମ ଜନ୍ମଦିବସ। ଏହି ଅବସରରେ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି। ଏହି ଦିନରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜା କରିଥିଲେ। ଆଜି ବିଶ୍ୱପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ…

ଆଜିଠୁ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ଯୋଗ ଦିବସରେ ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ସକାଳେ ଦିଲ୍ଲୀରୁ ଗସ୍ତ ଆରମ୍ଭ କରିଛନ୍ତି। ବୁଧବାର ୱାଶିଂଟନର ଆଣ୍ଡ୍ରିୟୁସ ବାୟୁସେନା ବେସ୍‌ରେ ମୋଦୀ ପହଞ୍ଚିବେ। ଏଠାରେ ତାଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ନ୍ୟୁୟର୍କରେ ମିଳିତ ଜାତିସଂଘ…

ଶ୍ରୀକ୍ଷେତ୍ର ଆକାଶ ମେଘ ଶୂନ୍ୟ, ଗୁଳୁଗୁଳିରେ ସନ୍ତୁଳି ହେବେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଜନ ସମୁଦ୍ର ପାଲଟିଛି । ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି ଲାଗି ରହିଥିବା ବେଳେ ଆଜି ଶ୍ରୀକ୍ଷେତ୍ରର ଆକାଶ ପ୍ରାୟ ମେଘ ଶୂନ୍ୟ ରହିଛି । ଫଳରେ ଖରାର ମାତ୍ରା ଏବଂ ଉଚ୍ଚ  ଆଦ୍ରତା ହେତୁ ଗୁଳୁଗୁଳି ଲାଗି ରହିଥିବା ସୂଚନା ଦେଇଛି…

ଖେଳ ହେଲା କାଳ, ଯୁବକଙ୍କ ପେଟରେ ପଶିଲା ତୀର

ଢେଙ୍କାନାଳ: ଖେଳ ହେଲା କାଳ। ଯୁବକଙ୍କ ପେଟରେ ପଶିଗଲା ତୀର। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ପଞ୍ଚାୟତ ଅନ୍ତର୍ଗତ ଜାମୁନାଳୀ ଗାଁରେ। ଗାଁରେ ଧନୁ ତୀର ମରାମରି ଖେଳୁ ଖେଳୁ ଜଣେ ଯୁବକଙ୍କ ପେଟରେ ତୀରଟି ପଶି ଯାଇଥିଲା। ଗୁରୁତର ଯୁବକ ଜଣକ ହେଲେ…

୨୧ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: ଆଉ ବଢିବନି ଗ୍ରୀଷ୍ମଛୁଟି। ଚଳିତମାସ ୨୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବ। କିଛି ଜିଲ୍ଲାରେ ଏବେବି ତାପମାତ୍ରା ଜାରି ରହିଥିବାରୁ ସେଠାକାର ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲପାଳମାନେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି ବିଦ୍ୟାଳୟ…

ଭକ୍ତମୟ ବଡ଼ଦାଣ୍ଡ, ଭାବର ଠାକୁରଙ୍କୁ ରଥରେ ଦେଖିବାକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ

ପୁରୀ: ରଥ, ପଥ ସବୁକିଛି ପ୍ରସ୍ତୁତ ହୋଇ ରହିଛି । ହଟିଆ ଠାକୁର କାଳିଆ କେତେବେଳେ ବଡ଼ଦାଣ୍ଡକୁ ଆସିବେ ଚାହିଁ ରହିଛନ୍ତି ଭକ୍ତ । ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ସମୟ ଗଡ଼ିବା ସହ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଦିନ ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ଦିନ ସାଢ଼େ…

ରଥଯାତ୍ରା ପାଇଁ ଗଡ଼ିବ ୨୦୮ଟି ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ରଥଯାତ୍ରା ପାଇଁ ଚାଲିବ ୨୦୮ଟି ସ୍ୱତନ୍ତ୍ର ଟ୍ରେନ୍। ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ୪ଟି ରାଜ୍ୟରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତାୟତରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ପୂର୍ବତଟ…