Latest Odisha News

BREAKING NEWS

Browsing Category

ଫିଚର

କ୍ରୁ୍ଟ ପକ୍ଷରୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ମୋ ବସ୍ ସେବା

ଭୁବନେଶ୍ୱର: ରଥଯାତ୍ରା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁ୍ଟ୍) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯାଇଛି। ଏହି ବସ୍ ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା କରିବ। ଜନସାଧାରଣଙ୍କୁ ପ୍ରଭାବୀ, ସୁଲଭ ଓ ଦୀର୍ଘସ୍ଥାୟୀ ସହରାଞ୍ଚଳ…

ରାଜନୀତିରେ ‘ଗୀତା ପ୍ରେସ’, କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ଗୋରଖପୁର ସ୍ଥିତ ପ୍ରସିଦ୍ଧ ଗୀତା ପ୍ରେସକୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ସରକାର ଗାନ୍ଧୀ ଶାନ୍ତି ପୁରସ୍କାର ଘୋଷଣା କରିବାକୁ ସମାଲୋଚନା କରିଥିବା କଂଗ୍ରେସକୁ ବିଜେପି ପାଲଟା ଜବାବ ଦେଇଛି। ବିରୋଧୀ ଦଳ ଗୀତା ପ୍ରେସକୁ ଘୃଣା କରେ କାରଣ ସେ ସନାତନ ଧର୍ମର ପ୍ରଚାର କରୁଛି ବୋଲି…

ୟୁପିଏ ସରକାର ତୁଳନାରେ ମୋଦୀ ସରକାର ଅଧିକ ସରକାରୀ ଚାକିରି ପ୍ରଦାନ କରିଛନ୍ତି: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ମୋଦୀ ସରକାର ୯ ବର୍ଷର ଶାସନକାଳ ୨୦୧୪ ରୁ ୨୦୨୩ ମଧ୍ୟରେ ପ୍ରାୟ ୯ ଲକ୍ଷ ସରକାରୀ ଚାକିରି ଯୋଗାଇ ଦେଇଛନ୍ତି, ଯେତେବେଳେ କି ୨୦୦୪ ରୁ ୨୦୧୩ ପର୍ଯ୍ୟନ୍ତ ୟୁପିଏ ସରକାରଙ୍କ ଶାସନର ୯ ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ସରକାରୀ ନିହୁକ୍ତି ପ୍ରଦାନ କରାଯାଇଥିଲା । ନୂଆଦିଲ୍ଲୀରେ ଏକ…

ଦିଲ୍ଲୀରେ ତାରା ବାହିନୀପତି, ଜୟପୁରରେ ଦମ୍ ଦେଖାଇଲେ ସାଂସଦ ଉଲାକା

ଜୟପୁର: ରାଜନୈତିକ ଶକ୍ତି ପ୍ରଦର୍ଶନ କରି ଜୟପୁର ବିଧାୟକ ତଥା ବରିଷ୍ଠ କଙ୍ଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବା ପରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଜୟପୁରରେ ଏକ ବାଇକ ରାଲି ଆୟୋଜନ କରିଥିଲେ। ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ନବନିଯୁକ୍ତ ଜିଲ୍ଲା…

ବିଜେଡି ବିଧାୟିକାଙ୍କ ଉଦଘାଟନ କାର୍ଯ୍ୟକ୍ରମ ବେଳେ ପାଓ୍ୱାର କଟ୍

ବ୍ରଜରାଜନଗର: ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଓଡ଼ିଶାବାସୀ ବାରମ୍ବାର ବିଜୁଳି କାଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୁନ ୧୯ ତାରିଖ ରବିବାର, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଠାରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଶାସକ ଦଳର ବିଧାୟକ ଅଳକା ମହାନ୍ତି…

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଜେରା ପାଇଁ କୋଲକାତା ଯିବ କମିସନରେଟ ପୋଲିସ

କଟକ: କୋଲକାତାର ଲୋକପ୍ରିୟ କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ବିରୋଧରେ ଜଣେ ମହିଳା କରିଥିବା ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ପୁଲିସର ଏକ ଟିମ୍ କୋଲକାତା ଯିବ। ମହିଳା ଜଣକ ତାଙ୍କ ଉପରେ ଶାରୀରିକ ଓ ମାନସିକ ଶୋଷଣର ଅଭିଯୋଗ ଆଣିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି…

ପ୍ରଫୁଲ ସାମଲଙ୍କୁ ପରୋକ୍ଷରେ ଛିଗୁଲେଇଲେ ସୁଧୀର ସାମଲ

ଭୁବନେଶ୍ୱର: ରାଜ୍ୟରେ ଫାଇଭ ଟି ସଚିବ କ୍ଷମତାର ଅପବ୍ୟବହାର କରୁଛନ୍ତି। ସେ କେଉଁ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଭଳି ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି ବୋଲି ପଚାରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯାହାକୁ ନେଇ ଦୁଇ ଦିନ ତଳେ ବିଜେଡି ବିଧାୟକ ପ୍ରଫୁଲ ସାମଲ ଦେଇଥିବା…

ସଚିବଙ୍କ ସାଧାରଣ ସଭାକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ ସରକାରୀ କାମର ସମୀକ୍ଷା କରିବାକୁ ଯାଇ ଘନ ଘନ ଜିଲ୍ଲା ଗସ୍ତ କରିବା ଏବଂ ସର୍ବସାଧାରଣରେ ଲୋକଙ୍କୁ ଉଦବୋଧନ ଦେବାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ।  ମୁଖ୍ୟମନ୍ତ୍ରୀଙ୍କ ସଚିବ ଅନେକ ଜିଲ୍ଲା ଗସ୍ତ କରି…

ବିଦ୍ୟୁତ ବିଭାଗରେ ‘ଦୁର୍ନୀତିର ଗନ୍ଧ’, ସରକାର ବିରୋଧରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶାରେ ବିଜୁଳି ବିତରଣ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରସ ସୋମବାର ବିଜୁ ଜନତା ଦଳ (ବିଜେଡି) ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ବିଦ୍ୟୁତ କ୍ଷେତ୍ରରେ ୧୫ ହଜାର କୋଟି…

ଜାତୀୟ ଓ ଏସିଆନ ରେକର୍ଡ ଭଙ୍ଗ କଲେ ଶଟପୁଟର ତେଜିନ୍ଦର ପାଲ ସିଂ

ନୂଆଦିଲ୍ଲୀ: ୨୦୧୮ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ତେଜିନ୍ଦର ପାଲ ସିଂ ଟୁର ସୋମବାର ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ୨୧.୭୭ ମିଟର ଦୂରତାକୁ ଶଟପୁଟ ଥ୍ରୋ କରି ଏହି ରେକର୍ଡ ସ୍ଥାପନ କରିଛନ୍ତି । ସେ ଏଥିସହ ନୂତନ ଏସିଆନ…