Latest Odisha News

BREAKING NEWS

Browsing Category

ଫିଚର

ବାହନଗା ହାଇସ୍କୁଲ ୫ଟିରେ ପୁନଃ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ

ବାହନଗା: ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଗୃହ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ନବୀକରଣ କରାଯିବ। ସ୍କୁଲ ପରିସରର ପୁନଃନିର୍ମାଣ କରି ଏହାକୁ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ…

ରେଲୱେ ପିଛା ଛାଡ଼ୁନି ଅଘଟଣ, କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ

ଭୁବନେଶ୍ୱର: ଭାରତୀୟ ରେଳବାଇ ପିଛା ଛାଡ଼ୁନି ଅଘଟଣ । ୨ ଦିନ ମଧ୍ୟରେ ରାଜ୍ୟର ୩ଟି ସ୍ଥାନରେ ଟ୍ରେନ୍ ସହ ଜଡ଼ିତ ଛୋଟ ଛୋଟ ଅଘଟଣ ଘଟିଛି । ଶୁକ୍ରବାର ରାତିରେ ଖରିଆଡ଼ ରୋଡରେ ପୁରୀ ଇଣ୍ଟରସିଟିର ଏସି କୋଚରେ ନିଆଁ ଲାଗିଥିବା ବେଳେ ଆଜି ବାଲୁଗାଁ ନିକଟରେ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ…

କାଳବୈଶାଖୀ ବେଳେ ବିଦ୍ୟୁତ ସେବାକୁ ନେଇ ବର୍ଷିଲା କଂଗ୍ରେସ, ‘ଟାଟା ପାଓ୍ବାର ଅସୀମିତ କ୍ଷମତାର ଅଧିକାରୀ’

ଭୁବନେଶ୍ୱର: ଗୁରୁବାର ଅପରାହ୍ନରେ ହୋଇଥିବା କାଳବୈଶାଖୀ ପରେ ଭୁବନେଶ୍ୱରରେ ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇବାରେ ଟାଟା ପାଓ୍ୱାର ବିଫଳ ହେବାକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ଟାଟା ପାଓ୍ୱାର ଓଡ଼ିଶାରେ ଅନିୟନ୍ତ୍ରିତ କ୍ଷମତା ହାସଲ…

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ହୀରୋ ଇଣ୍ଟରକଣ୍ଟିନେଣ୍ଟାଲ କପ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ଜାତୀୟ ଫୁଟବଲ ଟିମ ଓଡିଶାରେ ମ୍ୟାଚ ଖେଳିବାକୁ ଯାଉଛି । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଭାରତ ଏବଂ ମଙ୍ଗୋଲିଆ ଟିମର…

ଦୁର୍ଘଟଣା ପରେ ଦୁର୍ଗନ୍ଧ ବାହାରୁଥିବା ଟ୍ରେନ ବଗିରେ ଶବ ନୁହେଁ, ଥିଲା ୩ ଟନ୍ ପଚା ଅଣ୍ଡା

ବାହାନଗା: ଟ୍ରେନ ଦୁର୍ଘଟଣା ଘଟିଥିବା ବାହାନଗା ରେଳ ଷ୍ଟେସନରେ ଏକ ବଗି ଭିତରେ ମୃତଦେହ ଥିବା ନେଇ ହେଉଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ରେଳ ଅଧିକାରୀମାନେ ଏହି ଦୁର୍ଗନ୍ଧ ପଛର ପ୍ରକୃତ କାରଣ ଉନ୍ମୋଚନ କରିଛନ୍ତି। ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର…

ଟ୍ରେନ ଟ୍ରାଜେଡି ବେଳେ ବିଜେଡି ନେତାଙ୍କ ବିଦେଶ ବୁଲା: ବର୍ଷିଲା ବିଜେପି, ଗସ୍ତ ସପକ୍ଷରେ ଯୁକ୍ତି ବାଢିଲେ ସୋର…

ଭୁବନେଶ୍ୱର: ଗତ ଜୁନ୍ ୨ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଖବର ସାରା ଦେଶ ଓ ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଦେଶର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି। ତା'ପର ଦିନ ମନ୍ତ୍ରୀ ଓ…

ସଲମାନଙ୍କୁ ପସନ୍ଦ ଆସିଲାନି ଦବଙ୍ଗ ୪ର ସ୍କ୍ରିପ୍ଟ

ମୁମ୍ବାଇ: ଦବଙ୍ଗ ୪ ପାଇଁ ପ୍ରଶଂସକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ । ରିପୋର୍ଟ ମୁତାବକ ଦବଙ୍ଗ ୪ ପାଇଁ ପ୍ରସ୍ତୁତ କରାଯାଇଥିବା ସ୍କ୍ରିପ୍ଟ ସଲମାନ ଖାଁଙ୍କୁ ପସନ୍ଦ ଆସି ନାହିଁ । ଲେଖକ ତଥା ନିର୍ଦ୍ଦେଶକ ତିଗମାଂଶୁ ଧୂଲିଆ ଯେଉଁ ସ୍କ୍ରିପ୍ଟ ପସନ୍ଦ କରିଥିଲେ ତାହାକୁ…

ଏମିତି ମଡ଼େଲ: ଯିଏ ଗୋଡ଼ର କେଶ ଦେଖାଇ କରନ୍ତି ରୋଜଗାର

ଫିଲିଫାନ୍ସ: ପ୍ରତ୍ୟେକ ଲୋକ ଟଙ୍କା ରୋଜଗାର କରିବାକୁ କଠିନ ପରିଶ୍ରମ କରିଥାନ୍ତି । ହେଲେ ଆଜିକାଲି ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରି ଟଙ୍କା ରୋଜଗାର କରିବା ସହଜ ହୋଇଗଲାଣି । ଏବେ ଜଣେ ଯୁବତୀ ମଧ୍ୟ ସୋସିଆଲ ମିଡ଼ିଆରେ ନିଜର ଭିଡ଼ିଓ ସେୟାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ…

‘ରେଢ଼ାଖୋଲ ରାଜନୀତି’, ରୋହିତ ହାରିଲେ ଆସଫ ଜିତିଲେ!

ଭୁବନେଶ୍ୱର: ରୋହିତ ପୂଜାରୀଙ୍କୁ ମନ୍ତ୍ରୀପଦରୁ ବାଦ ଦେବା ପ୍ରସଙ୍ଗ ଏବେ ରାଜ୍ୟର ସବୁଠୁ ବଡ଼ ପ୍ରସଙ୍ଗ ବୋଲି ଚର୍ଚ୍ଚା ହେଉଛି। ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ଦୁଇ ଦୁଇ ଥରର ବିଧାୟକ ତଥା ଯୁବ ନେତା ରୋହିତ ପୂଜାରୀ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ। ପୂର୍ବରୁ ଯେତେବେଳେ ବି…

ଝିଅର ଜନ୍ମ ଦିନରେ ମାଆ ଦେଲେ ସିଗାରେଟ୍ ପ୍ୟାକେଟ ଉପହାର

ସ୍ପେନ: ଗୋଟେ ପିଲା ପାଇଁ ତା ମାଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମା ନିଜ ସନ୍ତାନର କେଉଁଟା ଠିକ୍ ଏବଂ କେଉଁଟା ଭୁଲ, ତା ଉପରେ ନଜର ରଖିଥାଏ । କୌଣସି ମା ନିଜ ସନ୍ତାନ ପାଇଁ ଭୁଲ ନିଷ୍ପତ୍ତିି ନେଇପାରିବ ନାହିଁ । କିନ୍ତୁ ଆଜିର ଦୁନିଆରେ ସବୁକିଛି ସମ୍ଭବ । ପୂର୍ବରୁ ପିଲାମାନେ…