Latest Odisha News

BREAKING NEWS

Browsing Category

ଫିଚର

ପରକୀୟା ପ୍ରୀତି ସନ୍ଦେହରେ ବଳି ପଡ଼ିଲା ୫ ବର୍ଷର ଶିଶୁ, ମାରି ଟାଙ୍ଗି ଦେଲା ବାପା

ରାଉରକେଲା: ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ନିଜ ୫ ବର୍ଷର ଶିଶୁ ପୁତ୍ରକୁ ମାରି ଟାଙ୍ଗି ଦେଲା ବାପା। ଶନିବାର ସକାଳେ ରାଉରକେଲାର ଉଦିତନଗର ଥାନା ଶୀତଳପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଅଭିଯୁକ୍ତ ଜଣଙ୍କ ହେଲେ ରାଜୁ ଲାକ୍ରା। ଖବର ପାଇ ପୁଲିସ  ଘଟଣା ସ୍ତଳରେ ପହଞ୍ଚି…

ସାଗର ସମୃଦ୍ଧି ଡ୍ରେଜିଂ ମନିଟରିଂ ସିଷ୍ଟମ ଲଞ୍ଚ୍ କଲେ କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଶୁକ୍ରବାର ସାଗର ସମୃଦ୍ଧି ଅନଲାଇନ୍ ଡ୍ରେଜିଂ ମନିଟରିଂ ସିଷ୍ଟମ ଆରମ୍ଭ କରିଛନ୍ତି। ଏହା ସମୁଦ୍ର ଏବଂ ବନ୍ଦରକୁ ସଫା କରିବାରେ ସାହାଯ୍ୟ କରିବ। ମନ୍ତ୍ରଣାଳୟର ବୈଷୟିକ ଶାଖା, ନ୍ୟାସନାଲ ପୋର୍ଟ ୱାଟରୱେ ଏବଂ…

ସାଂସଦ ପଦରୁ ଇସ୍ତଫା ଦେଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ଲଣ୍ଡନ: ବ୍ରିଟେନରେ ରାଜନୈତିକ ମାହୋଲ ସରଗରମ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ବ୍ରିଟେନର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ପାର୍ଟିଗେଟ୍ ଦୁର୍ନୀତିର ଅନୁସନ୍ଧାନ ରିପୋର୍ଟ ଆସିବା ପରେ ସେ ବ୍ରିଟେନର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। କରୋନା ଅବଧିରେ ସେ ଲକଡାଉନ୍ ନିୟମକୁ ଖଣ୍ଡନ…

କୋର୍ଟ କର୍ମଚାରୀ ପିନ୍ଧିବେ ୟୁନିଫର୍ମ, ସରକାର ଦେବେ ସ୍ୱତନ୍ତ୍ର ଭତ୍ତା

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ଜିଲ୍ଲା ଓ ତଳ କୋର୍ଟ କର୍ମଚାରୀମାନେ ପିନ୍ଧିବେ ନିୟମିତ ୟୁନିଫର୍ମ। ଏହି ୟୁନିଫର୍ମ ପାଇଁ ସରକାର ଦେବେ ସ୍ୱତନ୍ତ୍ର ଭତ୍ତା। ପୁରୁଷ କର୍ମଚାରୀମାନେ ଧଳା ରଙ୍ଗର ଫୁଲ୍ ସାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିବେ। ସେହିଭଳି ମହିଳା କର୍ମଚାରୀମାନେ ଧଳା ରଙ୍ଗର…

ଖୋର୍ଦ୍ଧାରେ ଗୁଳିମାଡ଼ ଘଟଣା, ବ୍ରାଉନସୁଗାର ମାଫିଆଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୋର୍ଦ୍ଧାର କୁଖ୍ୟାତ ଅପରାଧୀ ତଥା ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଖୋର୍ଦ୍ଧା ସାମନ୍ତରାୟ ଛକରେ ଦୁର୍ବୃତ୍ତଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନିଶା ବେପାରୀ ସୋମନାଥ। ଶୁକ୍ରବାର ରାତିରେ ଭୁବନେଶ୍ୱରର ଏକ ଘରୋଇ…

କୋରାପୁଟ କଂଗ୍ରେସ ମୁଖିଆ ପଦରୁ ହଟିଲେ ତାରାଙ୍କ ପତ୍ନୀ ମିନାକ୍ଷୀ, ତେଜିଲା କନ୍ଦଳ!

କୋରାପୁଟ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଓଡ଼ିଶାରେ ନୂଆ ଜିଲ୍ଲା ସଭାପତି ନିଯୁକ୍ତି କରିଛି। ଏହି ଅଦଳବଦଳ କ୍ରମରେ କୋରାପୁଟ ଜିଲ୍ଲାର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ…

ନିର୍ବାଚିତ ବିଜେପି ପ୍ରତିନିଧି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁ ନାହାନ୍ତି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିବା ରାଜ୍ୟ ବିଜେପି ନେତା ମାନେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷାକରିବା ପରିବର୍ତ୍ତେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି । ମାଟି ପାଇଁ ପାଟି ନ ଖୋଲି କେବଳ ନିଜ ପାର୍ଟିର ସ୍ୱାର୍ଥ କଥା…

ପ୍ରେମିକାକୁ ଉପହାର ପାଇଁ: ଚୋରି ଫୋନରେ ଥିବା ଆପ ଜରିଆରେ ନିଜ ଆକାଉଣ୍ଟକୁ ୧.୭ ଲକ୍ଷ ଟଙ୍କା ଟ୍ରାନସଫର କଲା ଯୁବକ

କୋରାପୁଟ: ନିଜ ପ୍ରେମ କେତେ ଗଭୀର ପ୍ରେମିକାକୁ ପ୍ରମାଣ ଦେବାକୁ ଜଣେ ପ୍ରେମିକ କ'ଣ କରିବା ଦରକାର । ଥରେ ଅନୁମାନ କରନ୍ତୁ କଣ କରିପାରିବେ । କିନ୍ତୁ କୋରାପୁଟ ସହରର ଜାନିଗୁଡାରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ହତବାକ କରିଛି । ଆଉ ପ୍ରେମ କରି ଏଭଳି ଉପହାର କେଉଁ ପ୍ରେମିକା…

ଟ୍ରେନ ଦୁର୍ଘଟଣା: ଏସସିବିରେ ବିଭିନ୍ନ ରାଜ୍ୟର ୧୧୧ ଯାତ୍ରୀଙ୍କ ଚିକିତ୍ସା ଚାଲିଛି

କଟକ: ନିକଟରେ ବାଲେଶ୍ୱରର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାକୁ ଦେଶର ସବୁଠାରୁ ଭୟଙ୍କର ଦୁର୍ଘଟଣା ଭାବେ ରେକର୍ଡ କରାଯାଇଛି। ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି ଏବଂ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଓଡ଼ିଶା ସମେତ ବିଭିନ୍ନ…

ଭଞ୍ଜକଳା ମଣ୍ଡପରେ ଟଳି ପଡିଲେ ମାଲେସିଆର ପ୍ରଖ୍ୟାତ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନ

ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମରେ ମାଲେସିଆର ପ୍ରଖ୍ୟାତ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନଙ୍କ ପରଲୋକରେ ରାଜଧାନୀ ଭୁବନେଶ୍ୱର ସ୍ତବ୍ଧ ହୋଇଯାଇଛି। ତିନି ଦିନ ଧରି ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି କାର୍ଯ୍ୟକ୍ରମ ଶେଷ ହେବା ବେଳକୁ ମଞ୍ଚ ଉପରେ ହୃଦୟ ବିଦାରକ ଘଟଣା…