Latest Odisha News

BREAKING NEWS

Browsing Category

ଫିଚର

ରଜ ପରେ ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ଶବର ଅନ୍ତିମ ସଂସ୍କାର ପାଇଁ ବିଏମସି ପ୍ରସ୍ତୁତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହର ମଧ୍ୟରେ ୪ଟି ସମ୍ଭାବ୍ୟ ସ୍ଥାନକୁ ଚିହ୍ନଟ କରାଯାଇଛି। ଯେଉଁଠାରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ ଅନ୍ତିମ ସଂସ୍କାର କରାଯାଇପାରିବ। ସତ୍ୟନଗର ଇଲେକ୍ଟ୍ରିକ୍ ଶ୍ମଶାନ, ଆଇଗିଣିଆ, କପିଳପ୍ରସାଦସ ଏମ୍ସ ନିକଟରେ ଏବଂ…

ଠେଲା ଦୋକାନୀଙ୍କ ପାଇଁ ବ୍ରହ୍ମପୁର ଆଇଟିଆଇ ତିଆରି କଲା ସୁଲଭ ମୂଲ୍ୟର ଇ-ଟ୍ରଲି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ପକ୍ଷରୁ ପରିବା ଓ ଫଳ ବ୍ୟବସାୟୀଙ୍କ ଦୈନନ୍ଦିନ କାମରେ ସହାୟକ ହେବା ପାଇଁ ଏକ ଇ-ଟ୍ରଲି ତିଆରି କରାଯାଇଛି। ଏହି ନବସୃଜନର ଉଦ୍ଦେଶ୍ୟ ହେଉଛି ସେହି ଦୋକାନୀମାନଙ୍କ ପାଇଁ ଯେଉଁମାନେ ରାସ୍ତା କଡରେ କିମ୍ବା…

ପାଦ ଅଚଳ, ହେଲେ ହୁଇଲ ଚେୟାରରେ ବସି ବିଶ୍ୱ ରେକର୍ଡ କଲେ ଯୁବକ

ଇଂଲଣ୍ଡ: କୁହାଯାଏ, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ । ଯିଏ ନିଜ ପାଦରେ ଛିଡ଼ା ହେବା ପାଇଁ ଅସହାୟ, କିନ୍ତୁ ଏକ ହୁଇଲ ଚେୟାରରେ ବସି ବିଶ୍ୱ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତିି । ଏବେ ସେ ଦୁନିଆର ସବୁଠାରୁ ଶକ୍ତିଶାଳୀ…

କ୍ରିକେଟ ଖେଳ ବେଳେ ବଚସାରୁ ଗୁଳିକାଣ୍ଡ, ଦୁଇ ଅଭିଯୁକ୍ତ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ କରିବା ଅଭିଯୋଗରେ ମଙ୍ଗଳବାର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସୁରେଶ କୁମାର ଓ ରାଜୁ ସିଂଙ୍କୁ ଗିରଫ କରାଯାଇଛି। ରାହୁଲ ଦାସ ନାମକ ଜଣେ ଯୁବକଙ୍କ ଅଭିଯୋଗ ଆଧାରରେ ଏହି ଗିରଫ…

ନୀତେଶଙ୍କ ରାମାୟଣରେ ରାବଣଙ୍କ ଭୂମିକା କରିବାକୁ ମନା କଲେ ୟଶ

ମୁମ୍ବାଇ: ଫିଲ୍ମ ପ୍ରଡ୍ୟୁସର ମଧୁ ମଂଟେନା ଓ ନୀତେଶ ତିୱାରୀଙ୍କୁ ଶକ୍ତ ଧକ୍କା ଲାଗିଛି । ରାମାୟଣର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ କେଜିଏଫ ଫେମ ୟଶଙ୍କୁ ରାବଣ ଭୂମିକା ପ୍ରଦାନ କରାଯାଇଥିଲା । ପ୍ରଶଂସକମାନେ ୟଶଙ୍କୁ ରାବଣ ଭାବେ ଦେଖିବାକୁ ଚାହୁଁ ନାହାନ୍ତି ବୋଲି ଅନୁଭବ କରିବା ପରେ ସେ…

ଜୁନ ୧୬ରୁ ତିନି ମାସ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ଯ

ମୟୂରଭଞ୍ଜ: ଭାରତର ଅନ୍ୟତମ ବୃହତ ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନକୁ ୨୦୨୩ ଜୁନ୍ ୧୬ରୁ ସେପ୍ଟେମ୍ବର ୧୫ ଯାଏ ତିନି ମାସ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ। ମୟୂରଭଞ୍ଜ ଜିଲ୍ଲାରେ ଥିବା ଏହି ପାର୍କକୁ ମୌସୁମୀ ଋତୁ ପୂର୍ବରୁ ବନ୍ଦ କରିଦିଆଯିବ। ବର୍ଷା ଋତୁର ବିପଦରୁ…

କନ୍ୟା ବେଶରେ ସଜେଇ ହୋଇ ଯୁବତୀ କରୁଥିଲେ ରିଲ୍‌ସ, ପୋଲିସ ଘରକୁ ପଠାଇଲା ଚାଲାଣ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ବଢୁଥିବା ଧାରା ଲୋକଙ୍କୁ ରିଲ ଏବଂ ଭିଡିଓ ତିଆରି କରିବା ପଛରେ ପାଗଳ କରିଦେଇଛି । କେତେବେଳେ, କେଉଁଠାରେ ଏବଂ କିପରି ଏକ ରିଲ୍ ତିଆରି କରିବେ ସେନେଇ ସମସ୍ତେ ପାଗଳ । ଏବେ ବର ଏବଂ କନ୍ୟା ସେମାନଙ୍କ ବିବାହ ଫଟୋ ସୁଟ୍ ଏବଂ ଭିଡିଓ ପାଇଁ ରିଲ୍ ମୋଡକୁ ଯାଉଛନ୍ତି ।…

ରାଉରକେଲାରେ ବସ୍-ଟ୍ରକ ମୁହାମୁହିଁ ଧକ୍କା, ୧୦ ଗୁରୁତର

ରାଉରକେଲା: ରାଉରକେଲାରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବୀରମିତ୍ରପୁର ରାଣୀ ସତୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ଜଣାପଡ଼ିଛି ଯେ ରାଣୀ ନାମକ ଏହି ଯାତ୍ରୀବାହୀ ବସ୍ ଘଟଣା ସମୟରେ…

ଆହୁରି ୫ ଦିନ ଜଳିବ ଓଡ଼ିଶା, ପାଣିପାଗ ବିଭାଗ ଜାରି କଲା ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର: ରଜରେ ବି ତାତିରୁ ତ୍ରାହି ନାହିଁ । ଟକମକ ହୋଇ ଫୁଟିବ ଓଡ଼ିଶା । ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗି ରହିବ । ୨୪ ଘଣ୍ଟାରେ ଅତ୍ୟଧିକ ଗ୍ରୀଷ୍ମ…

ପବରେ ପ୍ରେମିକା ପାଇଁ ପ୍ରେମିକର ତୁମୁଳକାଣ୍ଡ, ୫ ଗିରଫ

ଭୁବନେଶ୍ୱର: ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ହୋଟେଲର ପବ ଆଗରେ ଗତକାଲି ରାତିରେ ତୁମୁଳକାଣ୍ଡ। ଭଙ୍ଗାରୁଜା କରିବା ଏବଂ କ୍ଷତି ପହଞ୍ଚାଇଥିବା ଅଭିଯୋଗରେ ପୋଲିସ ଏବେ ପ୍ରେମିକ ସମେତ ୫ ଯୁବକଙ୍କୁ ଗିରଫ କରିଛି। ଜଣେ ଜିଦଖୋର ପ୍ରେମିକ କିଛି ସହଯୋଗୀଙ୍କ ସହ ମିଶି ପବ ଆଗରେ…