Latest Odisha News

BREAKING NEWS

Browsing Category

ଫିଚର

ମହା ଶିବରାତ୍ରୀ ୨୦୨୪: ଲିଙ୍ଗରାଜ ମନ୍ଦିରରେ ରାତି ୧୦ରୁ ୧୦ଟା ୩୦ ଭିତରେ ଉଠିବ ମହାଦୀପ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୮ ତାରିଖରେ ପାଳନ ହେବ ଚଳିତବର୍ଷର ମହାଶିବରାତ୍ରୀ ବା ଜାଗର । ଏନେଇ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ଆରମ୍ଭ ହୋଇଗଲାଣି ଜାଗର ପ୍ରସ୍ତୁତି । ସେପଟେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁପରିଚାଳନା ପାଇଁ ଶେଷ ହୋଇଛି ପ୍ରସ୍ତୁତି ବୈଠକ । ସବୁଥର ପରି ଚଳିତବର୍ଷ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଚତୁର୍ଦ୍ଧା ମୂର୍ତ୍ତିଙ୍କର ହେବ ମହାସ୍ନାନ

ପୁରୀ: ଆଜି ମାଘ ଶୁକ୍ଳ ଦ୍ୱାଦଶୀ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ରତ୍ନବେଦୀରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତମାନେ । ଏନେଇ ଶ୍ରୀମନ୍ଦିରରେ ୩ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏହା ଏକ…

ବିହାରରେ ଭୟଙ୍କର ସଡକ ଦୁର୍ଘଟଣା; ୮ ମୃତ, ୭ ଗୁରୁତର

ପାଟନା: ବିହାରର ଲାଖିସରାୟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି…

ଦ୍ୱିତୀୟ ସନ୍ତାନର ମାଆ ହେଲେ ଅନୁଷ୍କା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟ ସନ୍ତାନର ମାଆ ହୋଇଛନ୍ତି । ଗର୍ବିତ ବାପା କୋହଲି ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି । ଫେବୃୟାରୀ ୧୫ରେ ଆମେ ଆମର କୁନି ପୁଅ…

୩୨ ବର୍ଷ ସାନ ମହିଳାଙ୍କ ପ୍ରେମରେ ପଡିଛନ୍ତି କି ପୁତିନ !

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏବେ ଆଉ ଏକ କାରଣ ନେଇ ଚର୍ଚ୍ଚାରେ ରହିଛନ୍ତି । ବ୍ରିଟେନର ଏକ ଖବରକାଗଜ ୟୁକ୍ରେନ ମିଡିଆ ସୂତ୍ରରୁ ଏହି ଖବର ପ୍ରସାରଣ କରିଛି । ତାଙ୍କଠାରୁ ୩୨ ବର୍ଷ ସାନ ଏହି ମହିଳାଙ୍କ ନାମ ଏକାତୋରିନା କାତ୍ୟା ମୁଜୁଲିନା । ସେ ୟୁକ୍ରେନ ବିରୋଧୀ ଜଣେ…

ସମ୍ବଲପୁରରେ ଭୀମ ଭୋଇ ଓ ଗଙ୍ଗାଧର ମେହେରଙ୍କ ଉପରେ ଡାକ ଟିକେଟ୍ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ସନ୍ଥକବି ଭୀମ ଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟ ଉନ୍ମୋଚିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାର…

ଆଇପିଏଲ ୨୦୨୪ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ । ଆଇପିଏଲ ଚେୟାରମ୍ୟାନ ଅରୁଣ ଧୂମଲ ମଙ୍ଗଳବାର ଏକ ନ୍ୟୁଜ ଏଜେନ୍ସିକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଦେଶରେ ସାଧାରଣ ନିର୍ବାଚନ ହେବା ସତ୍ୱେ ସମସ୍ତ ମ୍ୟାଚ ଭାରତରେ ଖେଳାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି…

ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ; ଦକ୍ଷତା ବିକାଶ, ତାଲିମ ଓ ନିଯୁକ୍ତି ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୃଷ୍ଟିବାଧିତମାନଙ୍କ ସଶକ୍ତିକରଣକୁ ଦୃଷ୍ଟିରେ ରଖି ଆଜି ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ ଦକ୍ଷତା ବିକାଶ, ତାଲିମ ଓ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରାଯାଇଛି । ଏକ ତ୍ରୀପାକ୍ଷିକ ବୁଝାମଣାରେ…

ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ; ପ୍ରଥମ ଦିନରେ ପାଇଲେ ୧୦ ହଜାର ହିତାଧିକାରୀ

ଭୁବନେଶ୍ବର: ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ । ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ ଟି ଜିଲ୍ଲାର ୧୦ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଏହି…

ଧୋନୀଙ୍କୁ ମନୋଜଙ୍କ ସିଧା ପ୍ରଶ୍ନ: ଶତକ ମାରିବା ପରେ ମୋତେ କାହିଁକି ଟିମରୁ ବାହାର କରାଗଲା

ନୂଆଦିଲ୍ଲୀ: ମନୋଜ ତିୱାରୀ ରବିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସତ୍ୱେ ମନୋଜଙ୍କୁ ଟିମରୁ ବାହାର କରାଯାଇଥିଲା । ଦୀର୍ଘ ଦିନ ପରେ ସେ ଏ ନେଇ ମୁହଁ ଖୋଲିଛନ୍ତି । ଏପରିକି ସେତେବେଳର ଅଧିନାୟକ ମହେନ୍ଦ୍ର ସିଂ…