Latest Odisha News

BREAKING NEWS

Browsing Category

ଫିଚର

‘ମହାରାଷ୍ଟ୍ର ରାଜନୀତି’, ଘରକୁ ପଳେଇଲେ ସିନ୍ଦେ !

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିକୁ ନେଇ ପ୍ରତିଦିନ ନୂଆ ନୂଆ ଚର୍ଚ୍ଚା ପଦାକୁ ଆସୁଛି। ସିନ୍ଦେ ବିଜେପି ସରକାରର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଥିବା ଆଲୋଚନା ହେଉଛି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା…

ଦୁର୍ଘଟଣା ପରେ ପୋଲ ନିର୍ମାଣ ଦାବି: ହାତ ଟେକି ଦେଲେ ଶକ୍ତି ମନ୍ତ୍ରୀ; କହିଲେ ମନ୍ତ୍ରୀଙ୍କ ପାଖ ଲୋକଙ୍କୁ କୁହ

କେନ୍ଦ୍ରାପଡା: ଏକମାଣିଆରୁ ରାଜନଗର ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଗୁରୁବାର ସକାଳେ ଏକ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ପାଖାପାଖି ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ଏହି ଡଙ୍ଗା। ତେବେ ଏହି ଦୁର୍ଘଟଣାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ…

‘ମାନହାନି ମାମଲା’, ରାହୁଲଙ୍କ ପରେ ତେଜସ୍ୱୀଙ୍କ ପାଳି

ଭୁବନେଶ୍ୱର: ମାନହାନି ମାମଲା ପ୍ରସଙ୍ଗକୁ ନେଇ ରାହୁଲ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଏବେ ଆରଜେଡି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱି ଯାଦବଙ୍କ ବିରୋଧରେ ମାନହାନି ମକଦ୍ଦମା ହୋଇଛି। ବିରୋଧୀ ପକ୍ଷର ଅନ୍ୟ ଏକ ପ୍ରମୁଖ ଚେହେରା ତେଜସ୍ୱୀ ଯାଦବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର…

ଫିଲ୍ମ ଫେୟାର ପୁରସ୍କାର ନେବାକୁ ମନା କଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ଖ୍ୟାତନାମା ଫିଲ୍ମ ମେକର୍ସ ବିବେକ ଅଗ୍ନିହୋତ୍ରୀ ଗୁରୁବାର ଫିଲ୍ମ ଫେୟାର ପୁରସ୍କାର ନେବାକୁ ମନା କରି ଦେଇଛନ୍ତି । କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଦର୍ଶାଇଥିବା ଦି କଶ୍ମୀର ଫାଇଲ୍ସ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ୬୮ତମ ଫିଲ୍ମଫେୟାର ପୁରସ୍କାରରେ ଏହି…

‘କର୍ଣ୍ଣାଟକ ନିର୍ବାଚନ’, ଶାହାଙ୍କୁ ଥାନାକୁ ଟାଣିଲା କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ପ୍ରଚାରରେ କର୍ଣ୍ଣାଟକ କମ୍ପୁଥିବା ବେଳେ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ପୋଲିସ ପାଖରେ ଫେରାଦ ହୋଇଛି। କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିଲେ ଦଙ୍ଗା ହେବ ବୋଲି ନିର୍ବାଚନ ପ୍ରଚାର ବେଳେ ଅମିତ ଶାହା କହିଛନ୍ତି। ଯାହାକୁ ନେଇ କଂଗ୍ରେସର ବରିଷ୍ଠ ନେତାମାନେ ତୀବ୍ର…

ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣିଥରେ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି, କମିସନ ରିପୋର୍ଟ ସାର୍ବଜନୀନ ଦାବି

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ବିରୋଧରେ ବିଜେପି ଓ କଂଗ୍ରେସ ଗୁରୁବାର ଜୋରଦାର ଆକ୍ରମଣ କରିଛନ୍ତି। ଯେଉଁସବୁ ପ୍ରସଙ୍ଗ ଉଠାଯାଇଥିଲା ତାହା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଥିଲା ଏବଂ ଉଭୟ ପକ୍ଷ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିସନ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି…

ୟୁପିରୁ ବରଗଡ଼କୁ ଯୋଗାଣ କରୁଥିଲେ ନକଲି ଔଷଧ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ଼: ନକଲି ଔଷଧର ଚେର ବାହାର ରାଜ୍ୟରୁ ଓଡ଼ିଶାକୁ ଲମ୍ବିଛି । ୟୁପି ଭଳି ରାଜ୍ୟରୁ ବିପୁଳ ନକଲି ଔଷଧ ଓଡ଼ିଶାକୁ ସପ୍ଲାଏ ହେଉଥିବା ଅଭିଯୋଗ ହେଉଥିବା ବେଳେ ବରଗଡ଼ ପୋଲିସକୁ ସଫଳତା ମିଳିଛି । ନକଲି ଔଷଧ ସପ୍ଲାଏ କରୁଥିବା ୟୁପିର ବାରଣାସୀରୁ ୫ ଜଣଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । ଏସଟିଏଫ୍…

ରାସ୍ତାରେ ରେସଲରଙ୍କ ଧାରଣା ଭାରତର ଛବିକୁ ଖରାପ କରୁଛି: ପିଟି ଉଷା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିପକ୍ଷରେ ରେସଲରଙ୍କ ଧାରଣା ୫ମ ଦିନରେ ପଂହଚିଛି । ଗୁରୁବାର ହରିୟାଣା ଓ ପଶ୍ଚିମ ଉତରପ୍ରଦେଶର ଖାପ ପଂଚାୟତ ସେମାନଙ୍କୁ ସମର୍ଥନ ଦେବା ପାଇଁ ଜନ୍ତରମନ୍ତରରେ ପଂହଚିଛନ୍ତି । ସେମାନେ ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ…

ନୂଆ ପିସିସି କମିଟିକୁ ନେଇ ବାହିନୀପତିଙ୍କ ପରେ ସୁର ଜାହିର କଲେ ଅସନ୍ତୋଷ ପ୍ରକାଶ

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ପ୍ରଦେଶ କଂଗ୍ରେସ କମିଟି ନୂଆ ଟିମ୍ ଗଠନ କରିଛି। କିନ୍ତୁ ଏହି ନୂଆ ଟିମରେ ଏବେ ମୁହଁ ଫୁଲାଉଥିବା ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅଧୀର ରଞ୍ଜନ ପାଣିଗ୍ରାହୀଙ୍କ ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ…

ଢେଙ୍କାନାଳ ବିଜେଡି ସାଂସଦ ଓ ଜିଲ୍ଲାପାଳ ମୁହାଁମୁହିଁ, ‘ରବର ଷ୍ଟାମ୍ପ’ କି ବୋଲି ପ୍ରଶ୍ନ କଲେ ଆଇଏଏସ

ଢେଙ୍କାନାଳ: ଜିଲ୍ଲାପାଳ ଓ ସାଂସଦ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଫଣ୍ଡକୁ ନେଇ ମୁହାଁମୁହିଁ। ଏଥର କିନ୍ତୁ ବିରୋଧୀ ଦଳର ସାଂସଦଙ୍କ ସହ ଜିଲ୍ଲାପାଳ ମୁହାଁମୁହିଁ ହୋଇନାହାନ୍ତି ବରଂ ଖୋଦ୍ ଖାସକ ଦଳର ସାଂସଦଙ୍କ ସହ ହୋଇଛନ୍ତି। ବୁଧବାର ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ…