Latest Odisha News

BREAKING NEWS

Browsing Category

ଫିଚର

ଲଗାତର ୪ଟି ମ୍ୟାଚ ହାରିବା ପରେ ଜିତିଲା କେକେଆର

ବାଙ୍ଗାଲୋର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୨୧ ରନରେ ଜିତିଛି। ଲଗାତର ୪ଟି ମ୍ୟାଚ ହାରିବା ପରେ କୋଲକାତା ଏହି ମ୍ୟାଚ ଜିତି ବିଜୟର ସ୍ୱାଦ ଚାଖିଥିବା ବେଳେ ଚଳିତ ଆଇପିଏଲ ସିଜିନରେ ଏହା ଦଳର ତୃତୀୟ…

ଚର୍ଚ୍ଚିତ, ବିବାଦୀୟ ଓ ସତ୍ୟ ଘଟଣା ଉପରେ ଆଧାରିତ ଦି କେରଳ ଷ୍ଟୋରୀର ରିଲିଜ ହେଲା ଟ୍ରେଲର

ମୁମ୍ବାଇ: ଦି କେରଳ ଷ୍ଟୋରୀର ଟ୍ରେଲର ଆଜି ରିଲିଜ ହୋଇଯାଇଛି । ଦି କଶ୍ମୀର ଫାଲଲ୍ସ ପରେ ଏହି ଫିଲ୍ମ ବେଶ ଚର୍ଚ୍ଚିତ ଆଉ ବିବାଦୀୟ ହୋଇପଡିଛି । କିଭଳି ନିରୀହ ହିନ୍ଦୁ ଝିଅମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଆଇଏସଆଇଏସ ଆତଙ୍କୀ କରାଉଛନ୍ତି ତାହା ଉପରେ ଆଧାରିତ । ଅଦା ଶର୍ମା ଏଥିରେ ମୂଖ୍ୟ…

କମିସନଙ୍କ ରିପୋର୍ଟ ଫାଇଲ୍ ଗାଏବ: ସରକାରକୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ୧୯୩୬ରୁ ୧୯୯୯ ଯାଏ ବିଚାର ବିଭାଗୀୟ କମିସନଙ୍କ ତଦନ୍ତ ସମ୍ପର୍କିତ ରିପୋର୍ଟ ଫାଇଲ୍ ଗୃହ ବିଭାଗର ସମ୍ବେଦନଶୀଳ ରେକର୍ଡରୁ ଗାଏବ ହୋଇଯାଇଛି। ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ବିଭାଗ ପକ୍ଷରୁ ସୂଚନା କମିସନଙ୍କ ନିକଟରେ ଦାଖଲ କରାଯାଇଥିବା ସତ୍ୟପାଠରୁ ଏହି ତଥ୍ୟ ପଦାକୁ ଆସିଛି।…

ଦେଶରେ ମୋଦୀ ସରକାର ଖୋଲିବେ ୧୫୦ରୁ ଅଧିକ ନର୍ସିଂ କଲେଜ

ନୂଆଦିଲ୍ଲୀ: ବୁଧବାର ନର୍ସିଂ କଲେଜକୁ ନେଇ ମୋଦୀ ସରକାରଙ୍କ କ୍ୟାବିନେଟ ଏକ ବଡ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ମୋଦୀ ସରକାରଙ୍କ କ୍ୟାବିନେଟ ବୈଠକରେ ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ କୁ ଅନୁମତି ଦେଇଛନ୍ତି। ଦେଶରେ ୧୫୦ରୁ ଅଧିକ ନର୍ସିଂ…

କେସିଆର ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଠୁ ଅଧିକ ବିପଜ୍ଜନକ: ସଞ୍ଜୟ କୁମାର

ହାଇଦ୍ରାବାଦ: ତେଲେଙ୍ଗାନାର ଶାସକ ଦଳ ଟିଆରଏସ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ରାଜ୍ୟ ବିଜେପି ସଭାପତି  ସଞ୍ଜୟ କୁମାରଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ନିକଟରେ ହତ୍ୟାର ଶିକାର ହୋଇଥିବା ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ସହ…

ଡଙ୍ଗରିଆ କନ୍ଧ ଆଦିବାସୀ ନା ଏସ୍ଇବିସି ? ସିଏମଓର ଟ୍ୱିଟକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାର ଜନଜାତିଙ୍କ ମଧ୍ୟରୁ ଡଙ୍ଗରିଆ କନ୍ଧ ଅନ୍ୟତମ । ଏମାନେ କୁଇ ଭାଷା କହିବା ସହ ସେମାନଙ୍କ ପୋଷାକ ଓ ଚାଲି ଚଳଣି ଅନ୍ୟମାନଙ୍କ ଠାରୁ ଭିନ୍ନ । ଏମାନେ ଘଞ୍ଚ ଜଙ୍ଗଲରେ ରୁହନ୍ତି । ନିୟମଗିରି ପାହାଡ଼ରେ ବସବାସ କରନ୍ତି । ହେଲେ ଏହି ଆଦିମ…

ବାଙ୍ଗାଲୋର ସମ୍ମୁଖରେ ୨୦୧ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ବେଙ୍ଗାଲୁର: ଚଳିତ ଆଇପିଏଲରେ ବୁଧବାର କୋଲକାତା ନାଇଟ ରାଇଡର୍ସ ୨୦୧ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ଜାସନ ରାୟଙ୍କ ବିସ୍ଫୋରକ ୫୬ ରନ ସହାୟତାରେ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୦ ରନ ସଂଗ୍ରହ କରିଥିଲା । ନୀତିଶ…

ମମତାଙ୍କ ବିଶ୍ୱସ୍ତ ନେତା ଅନୁପ ମଣ୍ଡଳଙ୍କ ଝିଅ ମନି ଲଣ୍ଡରିଂ ମାମଲାରେ ଗିରଫ

କୋଲକାତା: ବୁଧବାର ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟା ମଣ୍ଡଳଙ୍କୁ ଇଡି ଗିରଫ କରିଛି। ଯିଏକି ପେଶାରେ ଜଣେ ଶିକ୍ଷକ। ସେ ପଶ୍ଚିମବଙ୍ଗର ଏକ ପ୍ରାଥମିକ ସ୍କୁଲରେ ନିୟୋଜିତ ଅଛନ୍ତି। ପ୍ରଥମେ ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଏବଂ ପରେ ଇଡି ଗିରଫ କରିଥିଲା। ଏହାର ୮ ମାସ ପରେ ତାଙ୍କ…

କାମ ନଥିଲେ ବିଜେବି କଲେଜରେ ପ୍ରବେଶ କରନ୍ତୁ ନାହିଁ, ଗେଟ୍ ଆଗରେ ଲାଗିଲା ନୋଟିସ୍

ଭୁବନେଶ୍ୱର: ନିକଟରେ ଭୁବନେଶ୍ୱର ବିଜେବି କଲେଜରେ ତିନି ଜଣ ଛାତ୍ରଙ୍କୁ ଛୁରା ମାଡ଼ ଘଟଣା ପରେ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। କଲେଜ କର୍ତ୍ତୃପକ୍ଷ ସମସ୍ତ ପ୍ରବେଶ ପଥରେ ପୋଷ୍ଟର ଲଗାଇ ବାହାର ଲୋକଙ୍କୁ କଲେଜ କାମ ନଥିଲେ ପ୍ରବେଶ ନକରିବାକୁ ନିବେଦନ କରିଛନ୍ତି। ଏଥିସହିତ…

ରୋହିତ ଆଇପିଏଲରୁ ବ୍ରେକ ନେଇ ଫିଟ ରହିବାକୁ ପରାମର୍ଶ ଦେଲେ ଗାଭାସ୍କର

ମୁମ୍ବାଇ: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ କିଛି ଦିନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ସହଜରେ ଗୁଜରାଟ ଟାଇଟାନ୍ସଠାରୁ ହାରିବା ପରେ ଗାଭାସ୍କର ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି…