Latest Odisha News

BREAKING NEWS

Browsing Category

ଫିଚର

ଜାଲ୍ ସାର୍ଟିଫିକେଟ୍ କାରବାର ରୋକିବାକୁ ଛାତ୍ରଛାତ୍ରୀଙ୍କ ଆଇ କାର୍ଡରେ ଲିଙ୍କ୍ ହେବ ଆଧାର

ଭୁବନେଶ୍ୱର: ଜାଲ୍ ଶିକ୍ଷାଗତ ପ୍ରମାଣପତ୍ରକୁ ରୋକିବା ପାଇଁ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ୟୁନିକ ଆଇଡେଣ୍ଟିଟି ସିଷ୍ଟମ ଲାଗୁ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ। ଯାହା ନାଗରିକମାନଙ୍କ ପାଇଁ ଆଧାର…

ସାଇବର ଠକେଇରେ ସଂପୃକ୍ତି ଅଭିଯୋଗ, ଦୁଇ ଜଣଙ୍କୁ ଗିରଫ କଲା ସାଇବର ଥାନା

କଟକ: କଟକର ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ସାଢ଼େ ୮ ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଆଜି କଟକ ସାଇବର ଥାନା ପୁଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ଆଜରୁଦ୍ଦିନ ଅନସାରୀ ଓ ସାକିର ଖାନ୍। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପୀଡ଼ିତଙ୍କ ଭିଡିଓ କଲିଂ କରି…

ଶାହାରୁଖଙ୍କ ଯବାନର ଲିକ ହୋଇଥିବା ଦୃଶ୍ୟକୁ ହଟେଇବା ପାଇଁ ସୋସିଆଲ ମିଡିଆକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ସମସ୍ତ ପ୍ରଶଂସକଙ୍କ ନଜର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ରହିଛି । ଫିଲ୍ମ ୨ ଜୁନକୁ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଇତି ମଧ୍ୟରେ ଯବାନ ସେଟର କିଛି ଭିଡିଓ କ୍ଲିପ ଓ ଅଡିଓ କ୍ଲିପ ସୋସିଆଲ ମିଡିଆରେ ଲିକ ହୋଇଥିଲା । ଏଗୁଡିକ ସଙ୍ଗେ…

ଆସନ୍ତା ମାସରୁ ପୁରୀରୁ ହାଓ୍ୱଡା ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ!

ଭୁବନେଶ୍ୱର: ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମାସରେ ଓଡ଼ିଶାରେ ଗଡିବାକୁ ଯାଉଛି ହାଇସ୍ପୀଡ ସୁପରଫାଷ୍ଟ ଟ୍ରେନ୍ 'ବନ୍ଦେ ଭାରତ ଏକ୍ସପ୍ରେସ୍'। ଏହି ଟ୍ରେନ ପୁରୀରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର ଦେଇ ହାଓ୍ୱଡାରେ ଶେଷ ହେବ। ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଜ୍ୟ ସହ ରାଜ୍ୟପାଳଙ୍କ ଲଢ଼େଇ!

ଭୁବନେଶ୍ୱର: ଦେଶରେ ବିରୋଧୀ ଦଳଗୁଡିକ ଏବେ ସାମ୍ବିଧାନିକ ସଂସ୍ଥା ବିରୋଧରେ ଲଢେଇ ଆରମ୍ଭ କରିଛନ୍ତି। ଉଦେଶ୍ୟମୂଳକ ଭାବେ ବିରୋଧୀଙ୍କ ଉପରେ ବିଭିନ୍ନ ସ୍ୱାଧୀନ ସଂସ୍ଥା ଦ୍ୱାରା ଚଢ଼ାଉ କରାଯିବା ଅଭିଯୋଗ ହୋଇଆସୁଛି। ବିରୋଧୀଙ୍କ ସ୍ୱର ଚାପିବା ପାଇଁ କେନ୍ଦ୍ରର ବିଜେପି ସରକାର ଏଭଳି କରୁଥିବା…

ଉତ୍ତର କୋରିଆକୁ ସିଗାରେଟ ବିକ୍ରି କରି ଫସିଲା ବ୍ରିଟିଶ-ଆମେରିକା କମ୍ପାନୀ

ୱାଶିଂଟନ: ଆମେରିକା ଓ ଉତ୍ତର କୋରିଆ ଶତ୍ରୁତା କାହାକୁ ଅଛପା । ଆମେରିକା ଚ୍ୟାଲେଞ୍ଜ କରି ଉତ୍ତର କୋରିଆ ମାରାତ୍ମକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରୁଛି । ଏ ନେଇ ଆମେରିକା ଏବଂ ତାର ମିତ୍ର ଦେଶଗୁଡିକ ଉତ୍ତର କୋରିଆକୁ ନେଇ କେତେକ କଟକଣା ଜାରି କରିଛନ୍ତି । ନିକଟରେ ବ୍ରିଟେନ-ଆମେରିକାର ଏକ…

୨୧୨, ତଥାପି ଅସନ୍ତୋଷ

ଭୁବନେଶ୍ୱର: ବହୁ ବିଳମ୍ବରେ ହେଲେ ମଧ୍ୟ ପିସିସିର ନୂଆ କମିଟି ଗଠନ ହେଲା। ଯୁବ ପିଢିଙ୍କୁ ପଦପଦବୀ ମିଳିଲା। ଏପରିକି ବଡ଼ ଟିମ କରି ପୁରୁଣା ନେତାଙ୍କୁ ମଧ୍ୟ ଏକଜେକ୍ୟୁଟିଭ କମିଟିରେ ନିଆଯାଇଛି। ବରିଷ୍ଠ ଯୁବଙ୍କ ମଧ୍ୟରେ ଏକ ସମନ୍ୱୟ ମଧ୍ୟ ରଖାଯିବାକୁ ଉଦ୍ୟମ ହେଲା। କିନ୍ତୁ କଥା ଯାହାକୁ…

ମହାରାଷ୍ଟ୍ରରେ ପୁଣିଥରେ ଏମଭିଏ ସରକାର !

ଭୁବନେଶ୍ୱର: ମହାରଷ୍ଟ୍ର ରାଜନୀତି କେତେବେଳେ କେଉଁ ମୋଡ଼ ନେବ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକୁଛି। ପ୍ରତ୍ୟେକ ଦିନ ବଡ଼ ନେତାମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଏନସିପି ନେତା ତଥା ମହାରଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ସମର୍ଥିତ ପ୍ରାୟ ୪୦ ଜଣ…

ରାହୁଲଙ୍କ ସହ ଆଇନର ଲୁଚକାଳି ଖେଳ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ରାହୁଲଙ୍କ ପଛେ ପଛେ ବିବାଦ ଗୋଡାଉଛି। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ସଦସ୍ୟ ପଦ ହରାଇଛନ୍ତି ରାହୁଲ। ସୁରଟ ସେସନ୍ସ କୋର୍ଟ ମଧ୍ୟ ରାହୁଲଙ୍କ ଆବେଦନ ଖାରଜ କରିଛନ୍ତି। ତେଣୁ ଏ ମାମଲାରେ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟଙ୍କ…

‘କର୍ଣ୍ଣାଟକ ନିର୍ବାଚନ’, ଯୋଗୀ ଖେଳିଲେ ରାମମନ୍ଦିର କାର୍ଡ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ମୁସଲମାନ ସଂରକ୍ଷଣ ପ୍ରସଙ୍ଗକୁ ବିଜେପି ପ୍ରମୁଖ ମୁଦ୍ଦା କରିଛି। ମୁସଲମାନ ସଂରକ୍ଷଣ କାହିଁକି ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରଶ୍ନ କରିଛନ୍ତି। କୌଣସି ଧର୍ମ ଭିତ୍ତିରେ ସଂରକ୍ଷଣ କାହିଁକି ବୋଲି ପ୍ରଶ୍ନ କରିବା ସହ କଂଗ୍ରେସ ଉପରେ…