Latest Odisha News

BREAKING NEWS

Browsing Category

ଫିଚର

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ମାମଲା, ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

କଟକ : ବାଲେଶ୍ୱର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସୋମବାର ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ମିଥ୍ୟା ସତ୍ୟପାଠ ଅଭିଯୋଗ ନେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ, ଆବେଦନକାରୀ ଯଦୁନାଥ…

କାହିଁକି ବିଧି ଭାଙ୍ଗୁଛନ୍ତି ସରକାର?

ଭୁବନେଶ୍ୱର: ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଲୋକପ୍ରତିନିଧି ଭାବେ ଜଣେ ନିର୍ବାଚିତ ହେବା ପରେ ତାଙ୍କୁ କେବଳ ଦଳ ଭିତରେ ସୀମିତ ରଖାଯାଇ ପାରିବ ନାହିଁ। ଯିଏ ଯେଉଁଠି ସରକାରରେ ଥିଲେ ମଧ୍ୟ ବିପକ୍ଷ ଦଳ ହେଉ କିମ୍ବା ଯେକୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିୟମ…

କେନ୍ଦ୍ର ଟାର୍ଗେଟରେ ବିଜେଡି !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ରାଜନୈତିକ ତାତି ସେତିକି ଅଧିକ ଅନୁଭୂତ ହେଉଛି। ଏହି କ୍ରମରେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀମାନଙ୍କର ରାଜ୍ୟକୁ ଟାର୍ଗେଟ ଦେଖିବାକୁ ମିଳିଛି। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟର…

ଗୋବିନ୍ଦାଙ୍କ ପାଖକୁ ହଠାତ ବହୁତ ଅର୍ଥ ଆସିଗଲା, ୧୦୦ ରିକ୍ସା କିଣିବେ ବୋଲି କରିଥିଲେ ଯୋଜନା

ମୁମ୍ବାଇ: ଗୋବିନ୍ଦାଙ୍କୁ କିଏ ବା ନ ଜାଣେ । ବଲିଉଡର ଏହି ମହାନ କଳାକାରଜଣଙ୍କ ଡ୍ୟାନ୍ସିଂ ଷ୍ଟାରରୁ କ୍ୟାରିୟର ଆରମ୍ଭ କରି ଶେଷରେ କମେଡି କିଙ୍ଗ ସାଜିଥିଲେ । ସେ ଜଣେ ଅଲରାଉଣ୍ଡର ଅଭିନେତା । ନିକଟରେ ଏକ ସାକ୍ଷାତକାରରେ ଗୋବିନ୍ଦା ତାଙ୍କ କ୍ୟାରିୟର ଆରମ୍ଭ ସମୟର ମଜାଦାର କଥା ଶେୟାର…

‘କର୍ଣ୍ଣାଟକ ପ୍ରଚାର’ ଚାଲିଛି ରାହୁଲ ଶୋ

ଭୁବନେଶ୍ୱର : କର୍ଣ୍ଣାଟକରେ ରାହୁଲଙ୍କ ଜୋରଦାର ପ୍ରଚାର। କୋଲାରରେ ବିବାଦୀୟ ଟିପ୍ପଣୀ ପାଇଁ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିବା ବେଳେ ଠିକ ସେହି ଜାଗାରୁ ହିଁ ରାହୁଲ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ। ନିଜ ସଦସ୍ୟ ପଦ ରଦ୍ଦ ପାଇଁ ଚର୍ଚ୍ଚାରେ ଥିବା ରାହୁଲ ଏହାକୁ ପ୍ରମୁଖ ମୁଦ୍ଦା କରିଥିବା…

କର୍ଣ୍ଣାଟକ ବିଜେପିକୁ ସେଟ୍ଟାର ଝଟକା

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜେପିକୁ ପୁଣି ଏକ ଝଟକା। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡି ଦଳ ଛାଡି କଂଗ୍ରେସରେ ମିଶିବାର କିଛି ଦିନ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜଗଦୀଶ ସେଟ୍ଟାର କଂଗ୍ରେସରେ ମିଶିଛନ୍ତି। ଯାହାକୁ ନେଇ ଖୋଦ କର୍ଣ୍ଣାଟକ…

ଦାଦାଙ୍କୁ ଅନଫଲୋ କଲେ କିଙ୍ଗ

ମୁମ୍ବାଇ: ବିିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । କିଙ୍ଗ କୋହଲି ନିକଟରେ ଇନଷ୍ଟାଗ୍ରାମରେ ଦାଦାଙ୍କୁ ଅନଫଲୋ କରିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଏକ ଚର୍ଚ୍ଚାର କାରଣ ସାଜିଛି । କୋହଲିଙ୍କ…

ଦ୍ୱୈତ ନଗରୀରେ ସୁଗମ ହେବ ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ଷମ ହେଲା କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ

ଭୁବନେଶ୍ବର : ସୋମବାର କାର୍ଯ୍ୟକ୍ଷମ ହୋଇଛି କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ୍। ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ସୁରକ୍ଷା ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଯେଉଁ ପ୍ରସ୍ତାବ ଥିଲା, ତାହାକୁ ସରକାର ଗ୍ରହଣ କରିବା ପରେ ଆଜି ପୋଲିସ ସେବା ଭବନରେ ସ୍ୱତନ୍ତ୍ର ସିକ୍ୟୁରିଟି ୱିଙ୍ଗ୍ କମାଣ୍ଡ…

ବ୍ରାଜିଲ ପାରା ବ୍ୟାଡମିଂଟନରେ କମାଲ କଲେ ଓଡିଶାର ପ୍ରମୋଦ

ଭୁବନେଶ୍ୱର: ବ୍ରାଜିଲର ସାଓ ପାଓଲୋରେ ଅନୁଷ୍ଠିତ ପାରା ବ୍ୟାଡମିଂଟନ ଚାମ୍ପିୟନଶିପରେ ଓଡିଶାର ପ୍ରମୋଦ ଭଗତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଏହି ମହାନ ଖେଳାଳିଜଣଙ୍କ ଡବଲ୍ସରେ ସ୍ୱର୍ଣ୍ଣ ଏବଂ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ଡବଲ୍ସ ଏସଏଲ୩-ଏସଏଲ୪ ଫାଇନାଲରେ ପ୍ରମୋଦ ଏବଂ…

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ

ଭୁବନେଶ୍ୱର: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅବସରରେ ଗତ ୧୨ ଓ ୧୪ ତାରିଖରେ ହୋଇଥିବା ଆକ୍ରମଣ ଏବଂ କର୍ମୀଙ୍କ ହତ୍ୟା ଘଟଣାର ତଦନ୍ତ କରିବା ତଥା ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଆଜି ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି ବିଶ୍ୱ…