Latest Odisha News

BREAKING NEWS

Browsing Category

ଫିଚର

ଟ୍ରେନ୍ ବଗିରେ ଏଭଳି ନମ୍ବର କାହିଁକି ଲେଖାଯାଇଥାଏ କେବେ ଭାବିଛନ୍ତି କି ?

ନୂଆଦିଲ୍ଲୀ: ଉପରୋକ୍ତ ଚିତ୍ର ଭଳି ଆପଣ ବି ଟ୍ରେନ୍‌ରେ ଯାତ୍ରାକଲା ବେଳେ ବଗିରେ ଏମିତି କିଛି ନମ୍ବର ଲେଖାଥିବା ଦେଖିବାକୁ ପାଇଥିବେ। ଏଭଳି ନମ୍ବର ଲେଖାଥିବା ଦେଖି ଏହା ପଛରେ କାରଣ ଜାଣିବାକୁ ମନରେ ଜିଜ୍ଞାସା ନିଶ୍ଚୟ ଜାଗ୍ରତ ହୋଇଥିବ। ଯଦି ଆପଣ ମନରେ ଏମିତି ଜିଜ୍ଞାସା ହୋଇଛି ତେବେ ଚିନ୍ତା…

୪୨.୮ ଡିଗ୍ରୀ ତାପମାତ୍ରାରେ ଜଳିଲା ଝାରସୁଗୁଡା

ଭୁବନେଶ୍ୱର:  ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଛି ଆଜି ସାରା ଓଡ଼ିଶା । ଅଧିକାଂଶ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି । ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ଝାରସୁଗୁଡା ।  ଏଠାରେ ପାରଦ ୪୨ ଦଶମିକ ୮ ଡିଗ୍ରୀ ଛୁଇଁଥିଲା  । ସେହିପରି…

ଗଞ୍ଜାମ ଜିଲ୍ଲା ପରିଷଦକୁ ମିଳିଲା ୨୦୨୩ ଜାତୀୟ ପଞ୍ଚାୟତ ପୁରସ୍କାର

ନୂଆଦିଲ୍ଲୀ:ବିଜ୍ଞାନ ଭବନରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ପରିଷଦକୁ ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ସମ୍ମାନ ମିଳିଛି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ…

ସମାଜବାଦୀ ପାର୍ଟି ନେତା ଆଜମ ଖାନ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଲକ୍ଷ୍ନୌ: ବିଗିଡ଼ିଲା ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା। ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯିବାରୁ ସୋମବାର ସକାଳେ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍‌ପିଟାଲ୍‌ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇଫତାରେ ଶେଷ ସଂନ୍ଧ୍ୟା ପର ଠାରୁ ଆଜମ ଖାନ୍‌ଙ୍କ …

ଭଟିଣ୍ଡା ଗୁଳିମାଡ ଘଟଣା: ହତ୍ୟାକାରୀ ଯବାନକୁ ଧରିଲା ପୁଲିସ, ତଦନ୍ତ ବାଟବଣା କରିବାକୁ ମିଛ କହିଥିଲା

ଭଟିଣ୍ଡା; ଏପ୍ରିଲ ୧୨ ତାରିଖରେ ହୋଇଥିବା ଭଟିଣ୍ଡା ମିଲିଟାରୀ ଷ୍ଟେସନ୍‌ର ଗୁଳିମାଡ଼ ଘଟଣାରେ ୪ ଯବାନ ସହିଦ ହୋଇଥିଲେ। ଆଜି ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହିଁ ଜଣେ ଯବାନ। ଆଜି(ଏପ୍ରିଲ ୧୭) ସକାଳେ ଭଟିଣ୍ଡା ପୁଲିସ ଅଭିଯୁକ୍ତ ଯବାନ ମୋହନ ଦେସାଇକୁ ଗିରଫ କରିଛି।…

୫୦ ଦିନରେ ୫ ହତ୍ୟା: ୪୭ ସେକେଣ୍ଡର ବୋମାମାଡ..୧୦ ସେକେଣ୍ଡର ଗୁଳିବର୍ଷା

ପ୍ରୟାଗରାଜ:ତ୍ରିବେଣୀ ସଙ୍ଗମ ପାଇଁ ପରିଚିତ ପ୍ରୟାଗରାଜ ଆଜି ଏକାଧିକ ହତ୍ୟାକାଣ୍ଡର ମୁକସାକ୍ଷୀ ପାଲଟି ଯାଇଛି । ୫୦ ଦିନ ବ୍ୟବଧାନରେ ହୋଇଥିବା ଦୁଇ ଦୁଇଟି ଶୁଟଆଉଟ ଘଟଣାରେ ୫ ଜଣଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡର ଶିକାର ହେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅତିକ ଅହମ୍ମଦ ବି ରହିଛି ।…

ଆସନ୍ତା ୬ ମାସ ଯାଏଁ ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ଉପରେ ଏସମା ଲାଗୁ, କରିପାରିବେ ନାହିଁ ଆନ୍ଦୋଳନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଲାଗୁ ହୋଇଛି ହେଲା ଓଡ଼ିଶା ଇସେନ୍ସିଆଲ ସର୍ଭିସ ମେଣ୍ଟେନାନ୍ସ ଆକ୍ଟ(ଏସମା)। ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ପ୍ରତି ରବିବାର ପ୍ରକାଶିତ ବିଜ୍ଞପ୍ତିରେ ଏସମା ଲାଗୁ…

୨୧ ଯାଏ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା, ୧୯ ଯାଏ ଅସହ୍ୟ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିବ ଘଡ଼ଘଡ଼ି ବର୍ଷା । ୧୯ ତାରିଖ ପରେ ଆହୁରି ଖସିବ ପାରଦ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ ୧୯ ତାରିଖ ଯାଏ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେବ ।…

ଆଇପିଏଲରେ ଡେବ୍ୟୁ କଲେ ସଚିନଙ୍କ ପୁଅ ଅର୍ଜ୍ଜୁନ; ଟୁଇଟରରେ ବାପା ଦେଲେ ଭାବବେଗ ଭରା ବାର୍ତ୍ତା

ନୂଆଦିଲ୍ଲୀ: ଆଇପିଏଲରେ ଡେବ୍ୟୁ କଲେ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ । ରବିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲରେ ସେ ଡେବ୍ୟୁ କରିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିରୋଧରେ ସେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ । ଆଇପିଏଲ…

ଶୀଘ୍ର ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କଂଗ୍ରେସ ସଭାପତି ଖଡ଼ଗେ

ନୂଆଦିଲ୍ଲୀ : ଜନଗଣନା ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଖଡ଼ଗେ ଚିଠିରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଛନ୍ତି । ମଲ୍ଲିକାର୍ଜୁନ ଚିଠିରେ ଲେଖିଛନ୍ତି ଯେ, ଆମେ ସଂସଦରେ ଅନେକ ଥର ଏହି ପ୍ରସଙ୍ଗ…