Latest Odisha News

BREAKING NEWS

Browsing Category

ଫିଚର

ହଜମକ୍ରିୟାରେ ସମସ୍ୟା ଦେଖାଯାଉଛି କି ?

ଖାଦ୍ୟ ହଜମ ନହେବା ଏକ ସାଧାରଣ ସମସ୍ୟା  । କିନ୍ତୁ ଏହି ସମସ୍ୟା ଦୂର ନହେଲେ ଆପଣଙ୍କୁ ଭାରି ପଡ଼ିପାରେ । କାରଣ ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଖାଦ୍ୟପେୟରେ ଅନିୟମିତତା କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ…

ପାଖଉଛି ନିର୍ବାଚନ, ବଢୁଛି ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ୍ବ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତକି ପାଖେଇ ଆସୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ ସେତିକି ବଢ଼ିବାରେ ଲାଗିଛି। ବିହାର ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବିଜେପିର ଏହି ଶୀର୍ଷ ନେତା ଚଳିତଥର ନିର୍ବାଚନ ଲଢ଼ିବେ…

ଅନ୍ତିମ ବୋଲରେ ଫିଲ୍ଡିଂ ମିସ୍, ୨୧୨ ରନ୍ କରି ମ୍ୟାଚ ହାରିଲା ଆରସିବି

ବେଙ୍ଗାଲୁରୁ: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚଳିତ ଆଇପିଏଲରେ ଆଉ ଏକ ମ୍ୟାଚ୍ ଖେଳାଯାଇଛି। ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଶାଳ ରନ୍ କରି ହାରିଛି। ବୋଲରଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ମ୍ୟାଚ ହାରିବାର ପ୍ରମୁଖ କାରଣ ପାଲଟିଛି।ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଆରସିବି ପ୍ରଥମେ…

ଲୋହିଆ ହସ୍ପିଟାଲ ପରିଦର୍ଶନ କରି କୋଭିଡ୍ ନିୟମ ପାଳନ କରିବାକୁ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସୋମବାର ନୂଆଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲ ପରିଦର୍ଶନ କରି କୋଭିଡ ୧୯ ପରିଚାଳନା ପାଇଁ ହସ୍ପିଟାଲର ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି ନିଆଯାଉଥିବା ମକ୍ ଡ୍ରିଲ୍‌ର ସମୀକ୍ଷା…

କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି, କାହିଁକି ଗିରଫ କରାଯାଉନି କହି ବର୍ଷିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ହାଇପ୍ରୋଫାଇଲ ସେକ୍ସରାକେଟ ମାମଲାର ମୁଖ୍ୟ ଅଭିଯୁକ୍ତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଇଛନ୍ତି। ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ସିବିଆଇ କୋର୍ଟରେ ହାଜର ହୋଇ ବାହାରିବା ପରେ ସେ କହିଛନ୍ତି, ସେକ୍ସ ରାକେଟ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ସାମିଲ…

ପୋଷ୍ଟାଲ ଚାକିରିରେ ଜାଲ୍ ସାର୍ଟିଫିକେଟ: ସିବିଆଇ ତଦନ୍ତ ପାଇଁ ଅନୁରୋଧ

ଭୁବନେଶ୍ୱର: ପୋଷ୍ଟାଲ ଚାକିରିରେ ବାହାରା ରାଜ୍ୟର ଲିଙ୍କ୍ । ସିବିଆଇ ତଦନ୍ତ ପାଇଁ ଅନୁରୋଧ କଲେ ପୋଷ୍ଟ ମାଷ୍ଟର ଜେନେରାଲ। କ୍ରାଇମବ୍ରାଞ୍ଚ ଏହି ମାମଲାରେ ଏପ୍ରିଲ ୧ ତାରିଖରୁ ତଦନ୍ତ କରୁଛି। ଯେଉଁଥିରେ ଉତ୍ତର ପ୍ରଦେଶ ସହ ଏକ ଲିଙ୍କ୍ ସାମ୍ନାକୁ ଆସିଛି। ଏହାପରେ ସିବିଆଇ ତଦନ୍ତ ପାଇଁ…

ନକଲି ଶିକ୍ଷକ ମାମଲା: ବିଇଓ ଓ ଡିଇଓଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ନକଲି ଶିକ୍ଷକଙ୍କୁ ଚିହ୍ନଟ କରିବାକୁ ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ଜିଲ୍ଲା ଶିକ୍ଷା ଅଧିକାରୀ(DEO)ଙ୍କୁ ନିର୍ଦ୍ଦେଶ। ଦୁଇ ଦିନ ମଧ୍ୟରେ ଏଭଳି ମାମଲା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ବିଭାଗର ନିର୍ଦ୍ଦେଶକ…

ଗ୍ରେଟାଙ୍କୁ ବିବାହ କଲେ ମାର୍ଶ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ବିସ୍ଫୋରକ ଅଲରାଉଣ୍ଡର ମିଚେଲ ମାର୍ଶ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ଦୀର୍ଘ ଦିନର ବାନ୍ଧବୀ ଗ୍ରେଟା ମ୍ୟାକଙ୍କୁ ବିବାହ କରିଛନ୍ତି । ବିବାହ ପାଇଁ ସେ ଆଇପିଏଲ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । କିଛି ଦିନ ପତ୍ନୀଙ୍କ ସହ ସମୟ…

‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ନିଷ୍ପତ୍ତି: ରାଜ୍ୟ ରାଜନୀତି ସରଗରମ, ଘେରିଲେ ବିରୋଧୀ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କ 'ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ' ଗଠନ ନିଷ୍ପତ୍ତିକୁ ନେଇ ସମାଲୋଚନା କରିଛନ୍ତି। ଯାହା ଏହି ପଦକ୍ଷେପକୁ ବିବାଦୀୟ କରିପକାଇଛି। ବିଜେପି ଓ କଂଗ୍ରେସ ଦଳ ଅଭିଯୋଗ କରିଛନ୍ତି ଯେ, ସରକାର ରାଜନୈତିକ ଫାଇଦା ପାଇଁ…

କୋହଲି, ଡୁ ପ୍ଲେସି, ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ବାଙ୍ଗାଲୋର: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୧୩ ରନର ବିଜୟ ଲକ୍ଷ୍ୟ ଲକ୍ଷ୍ନୌ ସୁପର ଜ୍ୟାଂଟସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଟିମ ନିର୍ଦ୍ଧାରିତ ଓଭରରେ ୨ ୱିକେଟ ହରାଇ ୨୧୨ ରନ କରିଥିଲା । ଦୁଇ ଓପନର ବିରାଟ କୋହଲି ଓ…