Latest Odisha News

BREAKING NEWS

Browsing Category

ଫିଚର

ମୋଦିଙ୍କ ସମର୍ଥନରେ ଶରଦ !

ଭୁବନେଶ୍ୱର: ଦେଶର ଜଣେ ପ୍ରମୁଖ ରାଜନୈତିକ ଚେହେରା ହେଉଛନ୍ତି ଶରଦ ପାୱାର। ତାଙ୍କ ନେତୃତ୍ୱରେ ଚାଲୁଥିବା ଦଳ ଏନସିପିର ଉପସ୍ଥିତି ବିଭିନ୍ନ ରାଜ୍ୟରେ ରହିଛି। ଭାରତୀୟ ରାଜନୀତିର ଏହି ଅନୁଭବୀ ନେତାଙ୍କ ଯୋଗୁ ବିଜେପି ବିରୋଧୀ ମଞ୍ଚ ବେଶ ଶକ୍ତିଶାଳୀ ହେଉଥିବା ଦେଖାଯାଉଥିଲା। ଏପରିକି…

‘କର୍ଣ୍ଣାଟକ ନିର୍ବାଚନ’ ଖେଳୁଛି କଂଗ୍ରେସ, ଭାବୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି କଂଗ୍ରେସ ବିଜେପି ଲଢେଇ ସେତିକି ତୀବ୍ର ହେଉଛି। ତିନି ଦିନ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ହେବ। ଗୋଟିଏ ପଟେ କଂଗ୍ରେସ ୨୨୪ ଆସନ ମଧ୍ୟରୁ ୧୬୬ ସିଟ ପାଇଁ…

ଜେଲ ପରି ରେଷ୍ଟୁରାଣ୍ଟ, ଗ୍ରାହକଙ୍କୁ କଏଦୀ ଭଳି ଦିଆଯାଏ ଚର୍ଚ୍ଚା

ନୂଆଦିଲ୍ଲୀ : ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଅନେକ ସମୟରେ ଅଧିକାଂଶ ଲୋକ ରେଷ୍ଟୁରାଣ୍ଟକୁ ଯାଇଥାଆନ୍ତି । ଲୋକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ରେଷ୍ଟୁରାଣ୍ଟମାନ ଖୋଲାଯାଇଛି । ଆଉ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାଜସଜ୍ଜା ସାଙ୍ଗକୁ ଖାଦ୍ୟପେୟର ବି ବ୍ୟବସ୍ଥା…

ରାହୁଲଙ୍କୁ ଆହୁରି ଲୋକପ୍ରିୟ କରିଚାଲିଛି ବିଜେପି !

ଭୁବନେଶ୍ୱର: ରାହୁଲଙ୍କୁ ଲଗାତର ଟାର୍ଗେଟ। ରାଜନୈତିକ ନେତାମାନେ ପରସ୍ପର ବିରୋଧରେ ଟିପ୍ପଣୀ ଦେବା କିମ୍ବା ବିବାଦୀୟ ଟିପ୍ପଣୀ ଦେବା ମଧ୍ୟ କିଛି ନୂଆ ନୁହେଁ। ନିର୍ବାଚନ ଆସିଲେ ଏହି ଟିପ୍ପଣୀ ବହୁଳ ଭାବେ ଦେଖାଯାଏ। କିନ୍ତୁ ବିବାଦୀୟ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀ ସର୍ବାଧିକ ଟାର୍ଗେଟର…

ଝାରସୁଗୁଡା ଉପନିର୍ବାଚନ: କଂଗ୍ରେସରୁ ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ

ଝାରସୁ୍ଗୁଡା: ଶେଷରେ ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ତରୁଣ ପାଣ୍ଡେ କଂଗ୍ରେସରୁ ଲଢିବେ ବୋଲି ଏଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଆଜି ଘୋଷଣା କରାଯାଇଛି। ତରୁଣ  ପାଣ୍ଡେଙ୍କ ବାପା  ବୀରେନ୍ଦ୍ର ପାଣ୍ଡେ ପୂର୍ବରୁ  ୩ ଥର ବିଧାୟକ  ଥିଲେ । ଏହି…

ଅମୃତପାଲର ଘନିଷ୍ଠ ସହଯୋଗୀ ପପଲପ୍ରୀତ ଗିରଫ

ଅମୃତସର: ଖଲିସ୍ତାନ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହ ଗିରଫ ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ଅମ୍ରିତ ପାଲର ଅତି ନିକଟତମ ସହଯୋଗୀ ପପଲପ୍ରୀତ ସିଂହଙ୍କୁ ଗିରଫ କରିଛି । ପଞ୍ଜାବ ହୋଶିଆରପରରୁ ତାଙ୍କୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସ ଏବଂ ପଞ୍ଜାବ କାଉଣ୍ଟର…

ଝାରସୁଗୁଡା ଉପନିର୍ବାଚନ: ଯୁବନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିପାରେ ବିଜେପି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି ।  ଜିଲ୍ଲାରେ ଟଙ୍କଧରଙ୍କ ସାଂଗଠନିକ ପ୍ରଭାବ ରହିଛି । ତେଣୁ ସେ  ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ  ଟକ୍କର ଦେଇପାରିବେ । ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି…

ପିଇବା ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ ; ୨୦୦ ପରିବାରର ସାହାରା ସାଜିଛି ଗୋଟିଏ ନଳକୂପ

କେନ୍ଦ୍ରାପଡ଼ା: ଅସହ୍ୟ ହେଲାଣି ରୌଦ୍ର ତାପ । ତାତି ବଢ଼ିବା ସାଙ୍ଗକୁ ବଢ଼ୁଛି ଜଳକଷ୍ଟ । ଏବେଠୁ ଦେଖାଗଲାଣି ପାଣି ସମସ୍ୟା । କୂଅ, ପୋଖରୀରେ ଶୁଖିଗଲାଣି ଜଳ । କେଉଁଠି ପାଣି ଟାଙ୍କି ଅଚଳ ତ ଆଉ କେଉଁଠି ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି ବହୁ ଦୂର। ନିର୍ମାଣ ହୋଇଛି ପାଣି ଟାଙ୍କି…

ଚାର୍ଜସିଟ୍‌ ଦାଖଲରେ ପଛୁଆ ପୋଲିସ ! ବିଳମ୍ବିତ ହେଉଛି ଦଣ୍ଡ ବିଧାନ, ଅପରାଧିଙ୍କୁ ମିଳିଯାଉଛି ଜାମିନ

ରାଜ୍ୟରେ ଯେତିକି ଅପରାଧିକ ମାମଲା ରୁଜୁ ହେଉଛି ତାହାର ଅଧା ମାମଲାରେ ବି ଚାର୍ଜସିଟ୍‌ ଦାଖଲ ହୋଇପାରୁ ନାହିଁ । ଯାହାକି ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ସୂଚନାଯୋଗ୍ୟ, ଚାର୍ଜସିଟ୍‌ ହେଉଛି ସିଆରପିସିର ଧାରା ୧୭୩ ଅନୁଯାୟୀ ମାମଲାର ତଦନ୍ତକାରୀ ପୋଲିସ୍ ଅଧିକାରୀଙ୍କ…

୧୨ ଶହ ନକଲି ସାର୍ଟିଫିକେଟ ବିକିଛି ମନୋଜ ମିଶ୍ର: ଏବେ ସରକାରୀ ଚାକିରିଆଙ୍କ ଉପରେ କ୍ରାଇମବ୍ରାଞ୍ଚର ନଜର

ଭୁବନେଶ୍ୱର:ନକଲି ସାର୍ଟିଫିକେଟ ମାମଲାର ଚେର କ୍ରାଇମ ବ୍ରାଞ୍ଚ ଯେତେ ଖୋଳୁଛି ସେତେ  ଲମ୍ବି ଚାଲିଛି  । ଜାଲ୍ ସାର୍ଟିଫିକେଟ୍ ନେଇ  ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର  ସୂଚନା ଦେଇଥିଲେ । ହେଲେ ଏହି ମାମଲାରେ ଗିରଫ ହୋଇଥିବା ମନୋଜ ମିଶ୍ର…