Latest Odisha News

BREAKING NEWS

Browsing Category

ଫିଚର

୭୫ ବର୍ଷ ପରେ କୁନୋରୁ ଆସିଲା ଖୁସି ଖବର ! ଏକାବେଳେ ୪ ଚିତା ଶାବକ ଜନ୍ମ ଦେଲା ନାମିବ୍ୟାରୁ ଆସିଥିବା ‘ସିଆୟା’

ମଧ୍ୟପ୍ରଦେଶ : ଭାରତର ମାଟିରେ ପ୍ରାୟ ୭୫ ବର୍ଷ ପରେ ଜନ୍ମ ନେଇଛି ଚିତା ଶାବକ, ସେ ପୁଣି ଗୋଟିଏ କିମ୍ବା ଦୁଇଟି ନୁହେଁ ଚାରୋଟି । ବୁଧବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଚିତାବାଘ ‘ସିଆୟା’ ମାଆ ହେବା ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…

ଆଉ ୪ ଦିନ କାଳବୈଶାଖୀ ବର୍ଷା, ୩୧ରେ ସାରା ରାଜ୍ୟକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆଉ ୪ ଦିନ କାଳବୈଶାଖୀ ବର୍ଷା ଲାଗି ରହିବ । ଏପ୍ରିଲ୍ ୨ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଏପ୍ରିଲ ପହିଲାରୁ ୱାଲେଟ୍ ପେମେଣ୍ଟରେ ଲାଗିବ ଚାର୍ଜ, UPI କାରବାର ମାଗଣା

ମୁମ୍ବାଇ: ଡିଜିଟାଲ୍ କାରବାରରେ ଏଣିକି ଦେବେ ଦେୟ । ୟୁପିଆଇରେ ୨ ହଜାରରୁ ଅଧିକ ଟଙ୍କାର ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ୍ସ (PPIs) ଦେଣନେଣରେ ଦେୟ ଦେବାକୁ ପଡ଼ିବ । ଏନେଇ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସୁପାରିସ୍ କରିଛି । ଏହା ଦ୍ୱାରା ବ୍ୟାଙ୍କର…

ନବୀନଙ୍କ ଫୋକସରେ ସ୍ୱାସ୍ଥ୍ୟସେବା, କାର୍ଯ୍ୟକ୍ଷମ ହେବାକୁ ଯାଉଛି ଆଉ ୩ ମେଡିକାଲ କଲେଜ ଓ ହସ୍‌‌ପିଟାଲ

ଭୁବନେଶ୍ବର : ଚଳିତ ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି, ତାଳଚେର ମେଡିକାଲ କଲେଜ ଓ ହସ୍‌‌ପିଟାଲ। ତାଳଚେର ମେଡିକାଲ କଲେଜ ସମ୍ପର୍କରେ ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି।…

ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ ଆମେ ସମର୍ଥନ କରିବୁ: ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା ପରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନବ ଦାସଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଥିବାରୁ ସମସ୍ତଙ୍କ ନଜର ରହିଛି ବିଜେଡି ଉପରେ । ଆଜି ଉପନିର୍ବାଚନ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି…

ରାଜ୍ୟରେ ୯୭ଟି ଶୀତଳଭଣ୍ଡାର ଅଚଳ, ସଚଳ ୩୬ରୁ ସରକାରଙ୍କ ମାତ୍ର ୪

ଭୁବନେଶ୍ୱର: ବିଭିନ୍ନ ସମୟରେ ରାଜ୍ୟରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଉତ୍ପାଦିତ ଫସଲର ମୂଲ୍ୟ ପାଆନ୍ତି ନାହିଁ । କ୍ଷେତରେ କେବେ ଫସଲ ଷଢ଼ିଯାଏ ତ ଆଉ କେବେ ମୂଳ ତ ମୂଳ ଋଣ କରି ଆଣିଥିବା ସୁଧ ଟଙ୍କା ଚାଷୀଙ୍କୁ ମିଳେନି । ରାଜ୍ୟରେ ଥିବା ଶୀତଳ ଭଣ୍ଡାରର ସ୍ଥିତି ଓ ସରକାରଙ୍କ ଆଗାମୀ ଯୋଜନା ନେଇ…

ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍, ମେ’ ୧୦ରେ ଭୋଟ୍ ଓ ମେ’ ୧୩ରେ ଗଣତି

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ ଆଜି ଉପନିର୍ବାଚନ ନେଇ ତାରିଖ ଘୋଷଣା ସହ ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଛି ଇଲେକସନ୍ ବିଗୁଲ । ଉପ-ନିର୍ବାଚନ ନେଇ ବୁଧବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ସିଇସିଙ୍କ ଘୋଷଣା ଅନୁସାରେ ଏପ୍ରିଲ ୧୩ ତାରିଖରେ…

୧୦୦ତମ ଆନ୍ତର୍ଜାତୀୟ ଗୋଲ ସ୍କୋର କଲେ ମହାନ ମେସୀ

ସାଂଟିଏଗୋ: ଏବେ ଆନ୍ତର୍ଜାତୀୟ ଫୁଟବଲରେ କ୍ଲବସ୍ତରୀୟ ମୁକାବିଲାରେ କିଛି ଦିନ ପାଇଁ ବିରାମ ଲାଗିଛି । ଅଧିକାଂଶ ଫୁଟବଲ ଖେଳାଳି କ୍ଲବ ଛାଡି ଏବେ ଦେଶ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି । ବୁଧବାର ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସୀ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି ।…

MBBS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ମାତ୍ର ଥରେ ସୁଯୋଗ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ଅଧାରୁ ଡାକ୍ତରୀ ପାଠ ଛାଡ଼ି ଫେରିଥିବା ଭାରତୀୟ ଛାତ୍ରଛାତ୍ରୀ MBBS ଡିଗ୍ରୀ ପାଇଁ ହଇରାଣ ହେଉଥିବା ବେଳେ କେନ୍ଦ୍ର ସରକାର ଏମାନଙ୍କୁ MBBS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ମାତ୍ର ଥରେ ସୁଯୋଗ ଦେବେ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କୁ ଏହି ସୂଚନା…

ରୁକୁଣା ରଥ ନୀତି ବିଳମ୍ବ ; ବ୍ରାହ୍ମଣ ନିଯୋଗ ସମ୍ପାଦକଙ୍କ ସୂଚନା

ଭୁବନେଶ୍ୱର : ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଚାଲୁଥିବା ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ପହଣ୍ଡି…