Latest Odisha News

BREAKING NEWS

Browsing Category

ଫିଚର

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜାଗାରେ ମଦ ଦୋକାନ: ତାତିଲେ ଲୋକେ

ଜଗତସିଂହପୁର: ମାଡି ବସିଛନ୍ତି ମାଫିଆ । ଗୋଚର ଜମି, ଶ୍ମଶାନ ଜମି କିଛି ବି ଛାଡୁ ନାହାନ୍ତି । ଶହ ଶହ ଏକର ସରକାରୀ ଜମିକୁ ଜବରଦଖଲ କରି କେଉଁଠି ପୋଖରୀ ଖୋଳାଇଛନ୍ତି ତ କେଉଁଠି ନିର୍ମାଣ କାମ କରୁଛନ୍ତି । ଜିଲ୍ଲା ପ୍ରଶାସନର ଆଖି ଆଗରେ ଏସବୁ ବେଆଇନ କାମ ଚାଲିଥିଲେ ବି କେହି କିଛି…

ବିଶ୍ବଭାରତୀ ପକ୍ଷରୁ ଅମର୍ତ୍ତ୍ୟ ସେନଙ୍କୁ ବେଦଖଲ ନୋଟିସ୍: ମାର୍ଚ୍ଚ ୨୯ ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

କୋଲକାତା: ନେବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କୁ ପଶ୍ଚିମବଙ୍ଗ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବିଶ୍ବଭାରତୀ ଶାନ୍ତିନିକେତନ ପକ୍ଷରୁ ଜାରି ହୋଇଛି ବେଦଖଲ ନୋଟିସ । ଅମର୍ତ୍ତ୍ୟ ସେନ ବେଆଇନ ଭାବେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଜାଗା ଜବରଦଖଲ କରିଥିବା ନେଇ ଅଭିଯୋଗ ଆଣି…

ପାର୍କରେ ବୁଲିଲେ, ସାଙ୍ଗ ହୋଇ ଗୁପଚୁପ ଖାଇଲେ ଦୁଇ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁପଚୁପର ଲୋଭ ଏଡାଇ ହେବନି । ପୁଣି ଦୁଇ ସାଙ୍ଗ ଏକାଠି ହୋଇ ଗୁପଚୁପ ଖାଇବାର ସ୍ୱାଦ ଆହୁରି ନିଆରା । ସେ ସାଧାରଣ ମଣିଷ ହୁଅନ୍ତୁ ବା ହୁଅନ୍ତୁ  ହାଇ ପ୍ରୋଫାଇଲ ନେତା ! ସମସ୍ତଙ୍କୁ ଟାଣିଆଣେ ଗୁପଚୁପର ସ୍ୱାଦ । ଏଇ ଦେଖନ୍ତୁ କେମିତି ଏକାଠି ହୋଇ ଗୁପଚୁପ ଖାଉଛନ୍ତି ଦୁଇ…

ଟ୍ରକକୁ ଧକ୍କା ଦେଇ ରାସ୍ତା ତଳକୁ ଖସି ପଡିଲା ବସ୍

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବସ ଓ ଟ୍ରକ ମୁହାମୁହିଁ ଧକ୍କା ହୋଇଛି । ଫଳରେ ୧୫ ଯାତ୍ରୀ ଆହତ ହୋଇଛନ୍ତି । ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଛି । ଗତକାଲି ବିଳମ୍ବିତ ରାତିରେ ସାହିଲ ନାମକ ଏକ ବସ ବଡମ୍ବାରୁ ବଲାଙ୍ଗୀର…

ଚରମ ସୀମାରେ ପ୍ରଦୂଷଣ: ନ ରୋକିଲେ ନିଶ୍ଚିହ୍ନ ହୋଇଯିବ ମାନବତା !

ନୂଆଦିଲ୍ଲୀ:ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି । ରୋକିବାକୁ ପଡିବ । ପ୍ରଦୂଷଣ ଯୋଗୁ ଜଳବାୟୁ ପରିବର୍ତ୍ତନ ଏକ ବଡ ବିପର୍ଯ୍ୟୟକୁ ଆମନ୍ତ୍ରଣ କରୁଛି । ଯଦି ଏହି ସମ୍ଭାବ୍ୟ ବିପର୍ଯ୍ୟୟ ରୋକିବା ପାଇଁ ମଣିଷ ପାଖରେ ଏବେ ବି ସୁଯୋଗ ରହିଛି । ହେଲେ ଏହା ଶେଷ ସୁଯୋଗ । ଏହି ସୁଯୋଗ ହାତଛଡା…

ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ପ୍ରତିଯୋଗିତା: କେସିଆର, ମମତାଙ୍କ ପରେ କେଜ୍ରିଓ୍ୱାଲଙ୍କ ପ୍ରୟାସ

ନୂଆଦିଲ୍ଲୀ: ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ପ୍ଲାନ ନେଇ ତାଙ୍କ ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି! ଯାହା ଉପରେ ସାରା ଦେଶର ନଜର ରହିଛି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: କେସିଆରଙ୍କ ଝିଅଙ୍କୁ ୧୦ ଘଣ୍ଟା ଜେରା, ଆଜି ପୁଣି ହେବେ ହାଜର

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ୍ ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ସମନ କରିଛି। ସୋମବାର ଇଡିରେ ହାଜର ହୋଇ ପକ୍ଷ ରଖିଥିଲେ। ଏହାପରେ…

ଯୁକ୍ତ୨ କଲେଜରେ ଖାଲିଥିବା ୫୫୫ ପିଜିଟି ଶୀଘ୍ର ପୂରଣ ହେବ

ଭୁବନେଶ୍ୱର: ଓଡ଼ିଶାରେ ଥିବା ୨୨୬ଟି ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ କଲେଜରେ ଖାଲିଥିବା ୫୫୫ଟି ସ୍ନାତକୋତ୍ତର ଶିକ୍ଷକ (ପିଜିଟି) ପଦବୀରେ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ଚୟନ ବୋର୍ଡ ଏହି ନିଯୁକ୍ତି ପ୍ରକ୍ରିୟା କରିବ ବୋଲି…

ଶ୍ରୀମନ୍ଦିର ବଜେଟ୍‌ ୩୦୦ କୋଟି, ଅର୍ଥ ସବ୍‌କମିଟି ବୈଠକରେ ମଞ୍ଜୁରି

ପୁରୀ (ସନ୍ତୋଷ କୁମାର ଦାସ): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ କମିଟି ବୈଠକ ବସିଥିଲା। ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅଟକଳ ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ ସମ୍ପର୍କରେ ଆଲୋଚନା କରାଯାଇଛି। ଆଗାମୀ ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦିତ…

‘ଅଗଷ୍ଟ ସୁଦ୍ଧା ଶତ ପ୍ରତିଶତ ପରିବାରକୁ ବିଜୁଳି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି’

ଭୁବନେଶ୍ୱର: ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ପ୍ରତ୍ୟେକ ପରିବାରକୁ ବିଜୁଳି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସୋମବାର ଓଡ଼ିଶାର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହା କହିଛନ୍ତି। ଓଡ଼ିଶାରେ ୧୮ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ହୋଇଥିଲା। ଆଜି ଏହା ୯୭ ପ୍ରତିଶତରେ…