Latest Odisha News

BREAKING NEWS

Browsing Category

ଫିଚର

ବଢ଼ିଛି ଅପରାଧ, ଅନେକ ମାମଲାରେ ଦାଖଲ ହୋଇପାରିନି ଚାର୍ଜସିଟ୍: ଶ୍ୱେତପତ୍ର

ଭୁବନେଶ୍ୱର: ଗୃହ ବିଭାଗ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ଶ୍ୱେତପତ୍ରରେ କୁହାଯାଇଛି ଯେ ୨୦୨୨ରେ ଓଡ଼ିଶାରେ ୧ ଲକ୍ଷ ୭୮ ହଜାର ୧୯୦ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏଥିରୁ ୩୧୮୪ଟି ଦୁଷ୍କର୍ମ, ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୫୩୫୨ଟି ପ୍ରତାରଣା, ୨୯୯୮ଟି ଚୋରି ସହ ୧୧୬୬୩ଟି ଦୁର୍ଘଟଣା…

ତିନି ବର୍ଷରେ ୯୭୦ ଜଣ ଲୋକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୯୭୦ ଜଣ ଲୋକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସୋମବାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହରାଷ୍ଟ୍ରମନ୍ତ୍ରୀ ଏହା…

ନୂଆ ଆଲେଖ୍ୟ ଲେଖି ପୁଣିଥରେ ନିଜ ଦଳକୁ ପରୋକ୍ଷରେ ଭର୍ତ୍ତୃହରିଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବ, ପୁଣିଥରେ ନିଜ ସମ୍ପାଦିତ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରରେ ରବିବାର ଏକ ଆଲେଖ୍ୟ ଲେଖିଛନ୍ତି। ଯେଉଁଥିରେ ସେ 'ରାଜନୀତିର ବାଟ ହୁଡିଯାଇଛୁ କି ଆମେ?' ଶୀର୍ଷକ ଲେଖି ପୁଣିଥରେ ନିଜ ଦଳ ତଥା ସରକାରକୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ…

ମାଗଣା ବିଜୁଳି ଦାବି କରି ଟାଟା ପାଓ୍ୱାର ବିରୋଧରେ ଗର୍ଜିଲା ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ୱାର ସେବା ଦେବା ନାଁରେ ଶୋଷଣ କରୁଥିବା ଅଭିଯୋଗରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସୋମବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ବିଶାଳ ରାଲି ବାହାର କରାଯାଇଥିଲା। ଏହି ସମୟରେ ରାଜଧାନୀରେ ଚାଷୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି…

ନାଟୁନାଟୁ ଗୀତରେ କାର ଲାଇଟିଂ ଡ୍ୟାନ୍ସ

ୱାଶିଂଟନ: ଓସ୍କାର ବିଜେତା ନାଟୁ ନାଟୁ ଗୀତ ଏବେ ବିଶ୍ୱର କୋଣ ଅନୁକୋଣରେ ଧୁମ୍ ମଚାଉଛି । ପିଲାଠାରୁ ବୁଢାଯାଏଁ ସମସ୍ତେ ଏହି ଗୀତରେ ନାଚିବାକୁ ପାଗଳ । ଆଉ ସୋସିଆଲ ମିଡ଼ିଆରେ ଏହି ଗୀତକୁ ନେଇ ରିଲସ୍ କରିବା ସଂଖ୍ୟା ଅଗଣତି । ନିକଟରେ ସାଉଥ ଫିଲ୍ମର ଗୀତ ନାଟୁ ନାଟୁରେ ଆମେରିକୀୟ ପୋଲିସମାନେ…

ଦିଲ୍ଲୀ ବଜେଟ ମଙ୍ଗଳବାର ହେବନି ଉପସ୍ଥାପିତ, କେନ୍ଦ୍ରକୁ ଦୋଷ ଦେଲା ଆପ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ମଙ୍ଗଳବାର ବଜେଟ ଉପସ୍ଥାପିତ ହେବନି । କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ବଜେଟ ଏ ପର୍ଯ୍ୟନ୍ତ ଅନୁମୋଦନ ହୋଇ ନାହିଁ । ଦିଲ୍ଲୀରେ ବଜେଟ ଉପସ୍ଥାପନ ପାଇଁ…

ପେଟ୍ରୋଲ ପମ୍ପରେ ଆତଙ୍କ, ଧାରୁଆ ଅସ୍ତ୍ରରେ କର୍ମଚାରୀଙ୍କୁ ଆକ୍ରମଣ କରି ଥାନାରେ ୩ ଅଟକ

ଭୁବନେଶ୍ୱର: ସୋମବାର ସନ୍ଧ୍ୟା ସମୟରେ କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ଜଣେ ଯୁବକ ଆତଙ୍କ ଖେଳାଇ ଦେଇଥିଲେ । ଧାରୁଆ ଅସ୍ତ୍ର ଧରି ଗୋଡ଼ାଇବା ସହ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକ ଉକ୍ତ ଯୁବକଙ୍କୁ କାବୁ କରି ବଡ଼ଗଡ଼ ପୋଲିସ…

ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ…

‘ଓଡ଼ିଶା ସରକାର ଗରିବ, ଦଳିତ ଓ ଆଦିବାସୀ ବିରୋଧୀ’: ବିଭୂ ତରାଇ

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିକୁ ବେଆଇନ୍ ଭାବେ ଜୋର ଜବରଦସ୍ତ ହଡପ କରାଯାଉଥିବା ଅଭିଯୋଗ କରିଛି ବିଜେପି । ଏଥିରେ ବିରାଟ ରାକେଟ କାର୍ଯ୍ୟ କରୁଛି ଏବଂ ଏହାର ସଦସ୍ୟ ଭାବେ ବହୁ ସରକାରୀ କର୍ମଚାରୀ ସମ୍ପୃକ୍ତ । ଏଭଳି ଅନୈତିକ କାର୍ଯ୍ୟକୁ ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତା…

ହାତୀ କରିଡ଼ର ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା : PCCF

ଭୁବନେଶ୍ୱର : ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ପ୍ରସଙ୍ଗରେ ସବୁଆଡୁ ଚର୍ଚ୍ଚା ହେବାପରେ ସୋମବାର ପ୍ରତିକ୍ରିୟା ରଖିଛନ୍ତି PCCF(Principal Chief Conservator of Forests) ଓଡ଼ିଶା । ବିଦ୍ୟୁତ୍ ଆଘାତରେ ହାତୀଙ୍କ ମୃତ୍ୟୁ ଏବେୁ ଚିନ୍ତା ବଢାଇଥିବା, ପିସିସିଏଫ୍ ନିଜେ ସ୍ବୀକାର କରିଛନ୍ତି ।…