Latest Odisha News
Browsing Category

ଫିଚର

ଆରବିଆଇର ବଡ ନିଷ୍ପତ୍ତି, ଚାଲିବ ପେଟିଏମ୍ ଆପ୍

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୩୧ ଜାନୁଆରୀରେ ଏକ ବଡ଼ ନିଷ୍ପତ୍ତି ନେଇଥିଲା । ଏହା ଅଧୀନରେ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ନିଷିଦ୍ଧ କରିଥିଲା ​​। ଫେବୃଆରୀ ୨୯,୨୦୨୪ ପରେ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍…

ଦୋକାନ ଆଗରେ ପାଲ ଟାଣି ସର୍ଟର ତାଡି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

ଭଦ୍ରକ: ଆଜିକାଲି ଚୋରି କରିବାର ତରିକା ବଦଳିଗଲାଣି । କିଏ କେତେ ପ୍ରକାରର କାଇଦାରେ ଚୋରି କରିବାକୁ ବୁଦ୍ଧି ଖଞ୍ଜିଲେଣି । ପୋଲିସ ପକ୍ଷରୁ ଏହା ଉପରେ ରୋକ୍ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ, ଦୁଇ ପାଦ ଆଗରେ ରହୁଛନ୍ତି ଏହି ଚୋର ମାନେ । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି…

ଫେସବୁକ ଲାଇଭ ସମୟରେ ନେତାଙ୍କୁ ଗୁଳି, ଭାଇରାଲ ହେଉଛି ଭିଡ଼ିଓ

ମୁମ୍ବାଇ: ଗୁରୁବାର ଦିନ ଏକ ଫେସବୁକ୍ ଲାଇଭ୍ ଭିଡିଓରେ ଶିବସେନା (ୟୁବିଟି) ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ପୂର୍ବତନ କର୍ପୋରେଟର ଅଭିଷେକ ଘୋଷାଲକରଙ୍କ ପେଟ ଓ କାନ୍ଧରେ ଗୁଳି ବାଜିଥିବାର ଦେଖିବାକୁ ମିଳିଛି।…

ଡେରିରେ ଉଠିବା ପଛରେ ପୂର୍ବ ପୁରୁଷଙ୍କ ଡିଏନଏ ଦାୟୀ

କେତେକ ମଣିଷ ଶୀଘ୍ର ଉଠିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ଡେରିରେ ଉଠିବାକୁ ଭଲ ପାଇଥାନ୍ତି । ଡେରିରେ ଉଠୁଥିବା ବ୍ୟକ୍ତିଙ୍କୁ ଅଳସୁଆ କୁହାଯାଉଥିବା ବେଳେ ଏବେ ଏ ନେଇ ରୋଚକ ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଡେରି କିମ୍ବା ଶୀଘ୍ର ଉଠିବା ପଛରେ ପୂର୍ବପୁରୁଷଙ୍କ ଡିଏନଏ ଦାୟୀ ।…

ପୁରୁଷଙ୍କ ଆକ୍ରମଣାତ୍ମକ ମନୋବୃତିକୁ ହ୍ରାସ କରିଥାଏ ମହିଳାଙ୍କ ଲୁହ: ରିପୋର୍ଟ

ଜଣେ ମହିଳାଙ୍କ ଲୁହ ପୁରୁଷଙ୍କୁ ଦୁର୍ବଳ କରିଥାଏ ବୋଲି ଧାରଣା ରହିଛି । ତେବେ ଏ ନେଇ କୌଣସି ବୈଜ୍ଞାନିକ ପ୍ରମାଣ ହସ୍ତଗତ ହୋଇ ନ ଥିଲା । ନିକଟରେ ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଏହା ସମ୍ଭବ ବୋଲି କହିଛନ୍ତି । ପୂର୍ବରୁ ଏହାକୁ ଏକ ମନୋବୈଜ୍ଞାନିକ ଧାରଣର ବୋଲି ବିବେଚନା କରାଯାଉଥିଲା ।…

ଉତ୍ତରାଖଣ୍ଡରେ ଦଙ୍ଗା ସ୍ଥିତି; ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ !

ଡେରାଡୁନ: ହଲଦ୍ୱାନୀ ଅନ୍ତର୍ଗତ ଇନ୍ଦିରା ନଗର ଅଞ୍ଚଳରେ ଥିବା ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନକୁ ଭାଙ୍ଗିବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପ୍ରଶାସନ ସେନା ବଳ ସହିତ ଜେସିବି ନେଇ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ମୁସଲମାନ ମହିଳା ଓ ଯୁବକମାନେ ଏକ ବିରାଟ ବିରୋଧ…

ରାଜ୍ୟରେ କମିଛି ଦାରିଦ୍ର୍ୟହାର, ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ 

ଭୁବନେଶ୍ୱର: ରାଜ୍ୟରେ ଦାରିଦ୍ର୍ୟହାର କମିଛି। ଏନେଇ ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୂଚନା ଦେଇଛନ୍ତି। ୨୦୧୧-୧୨ ମସିହାରେ ରାଜ୍ୟର ଦାରିଦ୍ର୍ୟହାର ୩୨. ୬ ପ୍ରତିଶତ ଥିବାବେଳେ ୨୦୧୫-୧୬ରୁ ୨୦୧୮-୧୯ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୧୫. ୬୮ ପ୍ରତିଶତକୁ ହ୍ରାସ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ

ବେନୋନୀ: ଏଠାରେ ଗୁରୁବାର ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ୧ ୱିକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୮.୫ ଓଭରରେ ୧୭୯ ରନ…

ଭିଜିଲାନ୍ସ ଜାଲରେ ଆର୍‌ଟିଓ ଡାଟା ଏଣ୍ଟ୍ରି ଅପରେଟର

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଆର୍‌ଟିଓ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର। ଗଞ୍ଜାମ ଜିଲ୍ଲା ଛତ୍ରପୁର ଆର୍‌ଟିଓ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢ଼ୀଙ୍କୁ ମାଡି ବସିଲା ଭିଜିଲାନ୍ସ । ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ୨୦୨୦ ଏପ୍ରିଲ…

ଫେବୃଆରୀ ୧୫ରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନିର୍ବାଚନ କମିସନ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିସନ । ନିର୍ବାଚନ ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ । ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ । ଆସନ୍ତା ୧୫ ତାରିଖରୁ ଆରମ୍ଭ କରି ୧୭ ତାରିଖ ଯାଏଁ ଓଡିଶା ଗସ୍ତରେ ରହିବେ ନିର୍ବାଚନ କମିସନ…