Latest Odisha News

BREAKING NEWS

Browsing Category

ଫିଚର

ୱାର୍ନର ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ, ଅକ୍ଷର ସମ୍ଭାଳିବେ ଉପ-ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ -୧୬ ସିଜିନ ପୂର୍ବରୁ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏକ ବଡ ନିଷ୍ପତ୍ତି ନେଇଛି । ଦିଲ୍ଲୀ ପକ୍ଷରୁ ଆଜି ନୂତନ ଅଧିନାୟକ ଓ ଉପ-ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । ଋଷଭ ପନ୍ତ ଦୁର୍ଘଟଣାରେ ଆହତ ହେବା ପରେ ସେ ଆଇପିଏଲରୁ ବାଦ ପଡ଼ିଥିଲେ । ଆଉ…

ରାସ୍ତାକଡରେ କାଠ ଚୁଲିରେ ରାନ୍ଧୁଥିବା ଏହି ମହିଳାଙ୍କର ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ କି ସମ୍ପର୍କ ରହିଛି ?

ତିରୁଅନନ୍ତପୁରମ:ଖୁବ ସାଧାସିଧା ମହିଳା  ଜଣେ । ସାଧାରଣ ଶାଢୀ ପିନ୍ଧିଛନ୍ତି । ମାଟି ଚୁଲାରେ ରୋଷେଇ କରୁଛନ୍ତି, ପୁଣି ରାସ୍ତା କଡରେ । ତାଙ୍କର ବେଶପୋଷାକ, କାମ ବିଶେଷ କରି ତାଙ୍କ ମୁହଁରେ ଚିକଚିକ କରୁଥିବା ହସ ଦେଖିଲେ ତାଙ୍କ ଆଡକୁ ମନ ଆପେ ଆପେ ଆକର୍ଷିତ ହୋଇଯିବ । ଆପଣ ହୁଏତ…

ମନ୍ଥର ଗତିରେ ଏସ୍‌ସିବି ମେଡିକାଲ କଲେଜ୍‌ ନିର୍ମାଣ କାର୍ଯ୍ୟ; ନିର୍ମାଣକାରୀ ସଂସ୍ଥାକୁ ୧୫ କୋଟି ଫାଇନ୍

କଟକ; ଏସ୍‌ସିବି ମେଡିକାଲ କଲେଜ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ୨୦୨୩ ସୁଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଥିବା ବେଳେ କାମ ଆଗେଇପାରୁନି। ବର୍ତ୍ତମାନ ସୁଦ୍ଧା ମାତ୍ର ୬ ରୁ ୭ ପ୍ରତିଶତ କାମ ଶେଷ ହୋଇଛି। ନିର୍ଦ୍ଧାରିତ…

ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ: ୪ ଗୁରୁତର

ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ  । ଭୁଜାଲି ଓ ଗାଟାଳି ମାଡରେ ୪ ସେବାୟତ ଆହତ ହୋଇଛନ୍ତି । ସେମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ସେବାୟତମାନେ ହେଲେ ଗୁଡିଆ ସାହିର ମଧୁସୂଦନ ପତ୍ରୀ, କାଶୀନାଥ ପ୍ରତିହାରୀ, ବଟକୃଷ୍ଣ…

‘ଡ୍ରାଇଭର ସଂଘ ସହ ସରକାର ଆଲୋଚନା କରି ସମାଧାନ କରନ୍ତୁ’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ରାଜ୍ୟରେ ୨ ଦିନ ଧରି ଜାରି ରହିଛି ଡ୍ରାଇଭର ସଂଘର ଆନ୍ଦୋଳନ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ । ବରମୁଣ୍ଡାରୁ ଆରମ୍ଭ କରି କଟକ ବାଦାମ ବାଡ଼ି ବସ୍‌ ଷ୍ଟାଣ୍ଡରେ ଖାଁ ଖାଁ ସ୍ଥିତି ଉପୁଜିଛି  । ଡ୍ରାଇଭର ମାନେ ନିଜ ଜିଦ୍‌ରେ ଅଟଳ ରହି ଆନ୍ଦୋଳନ…

‘ବହୁତ ଦୂରରେ ଥିଲି, ତୁମ ଫଟୋ ଦେଖି ଚାଲିଆସିଲି’ ଯୁବତୀଙ୍କୁ ଏଭଳି ମେସେଜ ପଠାଇଲେ ରାପିଡୋ ଚାଳକ

ନୂଆଦିଲ୍ଲୀ: ସହଜରେ କୌଣସି ସ୍ଥାନକୁ ଯିବା ପାଇଁ ଆଜିକାଲି ସମସ୍ତେ ବାଇକ ଟ୍ୟାକ୍ସି ବ୍ୟବହାର କରୁଛନ୍ତି । ଭାରତରେ ଓଲା, ରାପିଡୋ ଭଳି କିଛି କମ୍ପାନୀ ବାଇକ ଟ୍ୟାକ୍ସି ସେବା ପ୍ରଦାନ କରୁଛନ୍ତି । ତେବେ ବର୍ତ୍ତମାନ ଜଣେ ରାପିଡୋ ଚାଳକ(ରାଇଡର)ଙ୍କ ମେସେଜ ଭାଇରାଲ ହେବାରେ ଲାଗିଛି । ଏହି ଚାଳକ…

ଓଡ଼ିଶାରେ କାୟା ବିସ୍ତାର କରୁଛି H3N2; ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଛୁଇଁଲା

ଭୁବନେଶ୍ୱର:ଓଡ଼ିଶାରେ କାୟା ବିସ୍ତାର କରୁଛି H3N2  । ମାର୍ଚ୍ଚରେ ୬୨ଟି ନମୂନା ପରୀକ୍ଷା ପାଇଁ ଯାଇଥିବାବେଳେ ସେଥିରୁ ୨ଟି ପଜିଟିଭ ଆସିଛି । ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୬୧ ଛୁଇଁଲା । ଆରଏମଆରସି (Regional Medical Research Centre)ର କହିବା ଅନୁଯାୟୀ, ଜାନୁଆରୀରୁ…

ଆମେରିକାରେ ପୁଣି ମୂଳ ଭାରତୀୟଙ୍କ ପ୍ରଭାବ; ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତ ହେଲେ ରବି ଚୌଧୁରୀ

ୱାଶିଂଟନ ଡିସି: ଆମେରିକାରେ ପୁଣି ଜଣେ ଭାରତୀୟଙ୍କ ପ୍ରଭାବ। ଦେଶର ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ ହେଲେ ଭାରତୀୟ ଆମେରିକୀୟ ରବି ଚୌଧୁରୀ। ତାଙ୍କୁ ଆମେରିକା ବାୟୁ ସେନାର ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ନିଯୁକ୍ତ କରିଛି ଆମେରିକା ସିନେଟ। ଏହି ପଦବିରେ ରବିଙ୍କ…

ଫିଲ୍ମ ଷ୍ଟାର ଦେବ ହେବେ ପଶ୍ଚିମବଙ୍ଗ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସାଡର; ଶାହରୁଖାନ ହଟିବେ ନା ରହିବେ ?

କୋଲକାତା: ଫିଲ୍ମ ଷ୍ଟାର ତଥା ଟିଏମ୍‌ସି ସାଂସଦ ଦେବଙ୍କୁ ପଶ୍ଚିମବଙ୍ଗ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସାଡର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟ ସଚିବାଳୟ ସହ ଆଲୋଚନା କରି ଏହି ଘୋଷଣା କରିଛନ୍ତି ମମତା। ଦେବ ବର୍ତ୍ତମାନ ଘାଟାଲ ନିର୍ବାଚନ ମଣ୍ଡଳୀରୁ ସାଂସଦ ଅଛନ୍ତି।…

ଏରିକ ଗାରସେଟ୍ଟି ହେବେ ଭାରତରେ ଆମେରିକା ରାଷ୍ଟ୍ରଦୂତ; ଦୁଇ ବର୍ଷ ପରେ ପୂରଣ ହେଲା ପଦବି

ୱାଶିଂଟନ ଡିସି: ଦୀର୍ଘ ଦୁଇ ବର୍ଷ ହେଲା ଭାରତରେ ଫାଙ୍କା ପଡ଼ିଥିବା ଆମେରିକା ରାଷ୍ଟ୍ରଦୂତ ଆସନ ଏବେ ପୂରଣ ହେବାକୁ ଯାଉଛି। ଭାରତରେ ଆମେରିକାର କୌଣସି ରାଷ୍ଟ୍ରଦୂତ ନଥିବାରୁ କୌଣସି ଦ୍ୱିପାଖିକ ଆଲୋଚନା ବେଳେ ସମସ୍ୟା ସୃଷ୍ଟି ହେଉଥିଲା। ହେଲେ ଏବେ ଆମେରିକା ସଂସଦ ରାଷ୍ଟ୍ରପତି ଜୋ…