Latest Odisha News

BREAKING NEWS

Browsing Category

ଫିଚର

ବୃଦ୍ଧା ବୟସରେ ମୂଲ ଲାଗି ଚଳୁଛନ୍ତି ଚେନିଆ, ପ୍ରଶାସନର ସହାୟତାକୁ କରିଛନ୍ତି ଅପେକ୍ଷା

କେନ୍ଦ୍ରାପଡ଼ା : କଥାରେ ଅଛି ଦୁଃଖ ଯେତେବେଳେ ଆସେ ଚାରି ଦିଗରୁ ମାଡି ବସେ । ଆଉ ଜୀବନର ବୟସ ଅପେକ୍ଷା ଦୁଃଖର ବୟସ ଅଧିକ ହୋଇଥାଏ । ବୟସର ଅପରାହ୍ନରେ ଦୁଃଖର ବୋଝ ଲଦି ହୋଇ ଯାଇଛି ଏହି ବୃଦ୍ଧାଙ୍କ ଉପରେ । ଭାଗ୍ୟ ଦାଉ ସାଧିଲା ପରେ ଦୁଃଖର  ବୋଝକୁ ମୁଣ୍ଡରେ ମୁଣ୍ଡେଇ ବାଟ ଚାଲୁଛନ୍ତି…

ହୋଣ୍ଡା ଲଞ୍ଚ କଲା ୧୦୦ ସିସିର ସାଇନ, ସ୍ପ୍ଲେଣ୍ଡର ଓ ପ୍ଲାଟିନାକୁ ଦେବ କଡା ଟକ୍କର

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ହୋଣ୍ଡା ଶେଷରେ ୧୦୦ସିସିର ସାଇନ ଲଞ୍ଚ କରିଛି ​​। ଭାରତୀୟ ବଜାରରେ ଏହି ବାଇକ୍ ହିରୋ ସ୍ପ୍ଲେଣ୍ଡର ଏବଂ ବଜାଜ ପ୍ଲାଟିନାକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି । ଏହାପୂର୍ବରୁ, ହୋଣ୍ଡାର ସାଇନ ୧୨୫ସିସିରେ ଆସୁଥିବାବେଳେ ଏବେ ହୋଣ୍ଡା ସାଇନ ୧୦୦…

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ; ସୁନାମୀ ସତର୍କ ସୂଚନା ଜାରି

ୱେଲିଂଟନ: ତୁର୍କୀ ପରେ ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ। ଗୁରୁବାର ସକାଳୁ ନ୍ୟୁଜିଲାଣ୍ଡର ଉତ୍ତରାଞ୍ଚଳରେ ଥିବା କର୍ମାଡେକ୍ ଦ୍ୱୀପରେ ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୧ ରହିଛି। ଭୂମିକମ୍ପ ଶକ୍ତିଶାଳୀ ଥିବାରୁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି।…

ଶକ୍ତିକାନ୍ତଙ୍କୁ ଗଭର୍ଣ୍ଣର ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍‌ ବ୍ୟାଙ୍କିଙ୍ଗ୍‌ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗଭର୍ଣ୍ଣର ଦି ଇୟର ପୁରସ୍କାର  । ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ୍‌ ହେଉଛି ଏକ ପ୍ରକାଶନୀ ସଂସ୍ଥା । ୨୦୧୫ରେ ଏହା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରାଜନଙ୍କୁ ଏହି…

ମହିଳା ସଂରକ୍ଷଣ ମୁଦ୍ଦା: ୧୩ ବିରୋଧୀ ନେତାଙ୍କୁ ଭେଟିଲେ କେସିଆରଙ୍କ ଝିଅ, ବିଜେଡି ନିରବ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ବୁଧବାର ମହିଳା ସଂରକ୍ଷଣ ବିଲ୍ ଉପରେ ଏକ ଗୋଲଟେବୁଲ୍ ବୈଠକରେ ଯୋଗ ଦେଇଥିଲେ। ସଂସଦର ବଜେଟ୍ ଅଧିବେଶନରେ ଏହାକୁ ପାରିତ କରିବା ପାଇଁ ୧୩ଟି ବିରୋଧୀ ଦଳର ନେତାମାନେ ଏହି ବୈଠକରେ ଦାବି କରିଥିଲେ। ବୈଠକରେ…

ଆଜିଠୁ ଡ୍ରେସ କୋଡ ମାନିବେନି ପ୍ରାଥମିକ ଶିକ୍ଷକ ସଂଘ, ମନ୍ତ୍ରୀ କହିଲେ ଏପରି କରନ୍ତୁ ନାହିଁ

ଭୁବନେଶ୍ୱର: ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘକୁ ଆନ୍ଦେଳନ ପାଇଁ ଅନୁମତି ନମିଳିବା ପରେ ବିଧାନସଭାରେ ଗଣଶିକ୍ଷା ମନ୍ତୀ ସମୀର ରଞ୍ଜନ ଦାସଙ୍କ ସହ ବୈଠକ ବସିଥିଲା। ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଯଦିଓ ସଂଘ ନିଷ୍ପତ୍ତି ନେଇଛି। ହେଲେ ଡ୍ରେସ କୋଡ଼ ମାନିବ ନାହିଁ ବୋଲି ସଂଘ କହିଛି।…

ଏବେ ଅନଲାଇନ୍ ଆଧାରକାର୍ଡ ଡକ୍ୟୁମେଣ୍ଟ ଅପଡେଟ୍ କରନ୍ତୁ ମାଗଣାରେ

ନୂଆଦିଲ୍ଲୀ: ଯଦି ଆପଣ ଆଧାରରେ ଅନଲାଇନ୍ ଯାଇ କିଛି ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ମାଗଣାରେ କରିପାରିବେ। ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ନାଗରିକମାନଙ୍କୁ ମାଗଣାରେ ଅନଲାଇନ୍ ଡକ୍ୟୁମେଣ୍ଟ୍ ଅପଡେଟ୍ କରିବାର ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି…

ଆପଣଙ୍କ ପୁରୁଣା ଟିଭି ହୋଇପାରିବ ସ୍ମାର୍ଟ ଟିଭି, ଲଗାନ୍ତୁ ଏହି ଡିଭାଇସ

ନୂଆଦିଲ୍ଲୀ: ବଜାରରେ ଦରଦାମ ଯେତେବେଲେ ପକେଟ ଉପରେ ବୋଝ ପାଲଟିଛି ସେତେବେଳେ ନୂଆ ଲାଇଫଷ୍ଟାଇଲରେ ବଞ୍ଚିବା ଭାରି କଷ୍ଟ। କିନ୍ତୁ ଯାହା ହେଲେ ବି ସମୟ ସହ ତାଳ ଦେଇ ଚାଲିବାକୁ ହେବ। କାରଣ ଆଜିର ସ୍ମାର୍ଟଫୋନ୍ ଯୁଗରେ ଆଉଟଡେଟେଡ ହେଲେ ଲାଭ କମ୍ ଘାଟା ଅଧିକ। ଏପରି ସମୟରେ ଏକ ଡିଭାଇସ ଆସିଛି।…

ଗର୍ଭବତୀ ମହିଳା ଭିଣୋଇ ଦ୍ୱାରା ଦୁଷ୍କର୍ମର ଶିକାର, ମୋବାଇଲରେ ଅପରାଧ ରେକର୍ଡିଂ କରୁଥିଲା ଭଉଣୀ

ନବରଙ୍ଗପୁର: ଜଣେ ମହିଳା ଗର୍ଭବତୀ ଥିବା ବେଳେ ସେ ତାଙ୍କ ଭିଣୋଇଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣା ଯେତିକି କୁତ୍ସିତ ତାଠୁ ବଳିଯାଇଛି ଦୁଷ୍କର୍ମ ଘଟଣାର ରେକର୍ଡିଂ କରିଥିବା ବ୍ୟକ୍ତି ହେଉଛନ୍ତି ପୀଡ଼ିତାଙ୍କ ଭଉଣୀ…

ସମ୍ବଲପୁରରେ ଅଣ୍ଡା ବାଇଗଣ: ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ସେମିତି ସୁଆଦିଆ

ସମ୍ବଲପୁର: ସମ୍ବଲପୁରରେ ଜଣଙ୍କ ବାଡିରେ ଲାଗିଥିବା ଗଛରେ ଫଳିଥିବା ବାଇଗଣ ଅଣ୍ଡାଭଳି ଦେଖାଯାଉଛି। ତେଣୁ ଏହାକୁ ଅଣ୍ଡା ବାଇଗଣ ବୋଲି କୁହାଯାଉଛି। ଏହା ଆଖିକୁ ଦେଖିବାକୁ ସୁନ୍ଦର ଯେମିତି, ସୁଆଦିଆ ମଧ୍ୟ। ସମ୍ବଲପୁର ଦୁର୍ଗାପାଲି ଅଞ୍ଚଳର ଏହି ଅଣ୍ଡାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସ୍ଥାନୀୟ…