Latest Odisha News

BREAKING NEWS

Browsing Category

ଫିଚର

ହାତରୁ ‘ଘଡ଼ି’ ଗଲାପରେ ଦଳ ପାଇଁ ନୂଆ ନାଁ ଓ ଚିହ୍ନର ପ୍ରସ୍ତାବ ଦେଲେ ଶରଦ ପାୱାର, ଜାଣନ୍ତୁ କଣ ରହିଛି…

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ କଂଗ୍ରେସ ନେତା ଶରଦ ପାୱାରଙ୍କୁ ଶକ୍ତ ଝଟକା। ଅଜିତ ପାୱାରଙ୍କ ଗୋଷ୍ଠୀକୁ ନିର୍ବାଚନ ଆୟୋଗ ଅସଲି ଏନସିପି ବୋଲି ଘୋଷଣା କରିଛନ୍ତି। ଫଳରେ ଶରଦଙ୍କ ହାତରୁ ଏନସିପି ତାଙ୍କ ଦଳ କରିବାର ଅଧିକାର ଚାଲିଯାଇଛି। ଫଳରେ ଶରଦ ପାୱାର ତାଙ୍କ ନୂଆ ଦଳ ପାଇଁ…

୨୧ ଦଫା ଦାବି ପୂରଣ ନେଇ ଶିକ୍ଷକଙ୍କ ବିକ୍ଷୋଭ, ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୨୧ ଦଫା ଦାବି ପୂରଣ ଦାବିରେ ବୁଧବାର ଭୁବନେଶ୍ୱରରେ ହଜାର ହଜାର ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ବ୍ୟାନରରେ ଶିକ୍ଷକମାନେ ସହରର ଲୋୟର ପିଏମ୍ ଜିରେ ଏକାଠି ହୋଇ ସରକାରଙ୍କ ବିରୋଧରେ…

ନୂଆ ଜିଲ୍ଲା ପାଇଁ ଓଡ଼ିଶା ସରକାରକୁ ମିଳିଛି ୨୮ଟି ଆବେଦନ

ଭୁବନେଶ୍ୱର: ରାଜ୍ୟରେ ନୂଆ ଜିଲ୍ଲା ଗଠନ ପାଇଁ ରାଜ୍ୟ ସରକାର ୨୮ଟି ଆବେଦନ ଗ୍ରହଣ କରିଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି,…

ଏଣିକି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଡ଼ି ହେବେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି!

କଟକ: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସାମିଲ ହେବେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିମାନେ। ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଶୁଣାଇଛନ୍ତି ଉଚ୍ଚ ନ୍ୟାୟାଳୟ। ବୁଧବାର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରକଳ୍ପ ଚୟନ ବେଳେ ଲୋକ ପ୍ରତିନିଧିମାନଙ୍କୁ…

ବୁମରାହ ଏକ ନମ୍ବର: ୩ଟି ଯାକ ଫର୍ମାଟର ଶୀର୍ଷରେ ରହିବାରେ ପ୍ରଥମ ପେସ ବୋଲର

ବିଶାଖପଟନମ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ବିଶ୍ୱ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ବୁଧବାର ପ୍ରକାଶିତ ତାଜା ର‌୍ୟାଙ୍କିଙ୍ଗରେ ସେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ସେ ଏହା ପୂର୍ବରୁ ଦିନିକିଆ ଓ ଟି୨୦ରେ ଏକ…

ପିଟରସନ କହିଲେ ଧୋନୀ ମୋ ପକେଟରେ ଅଛନ୍ତି

ବିଶାଖପଟନମ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଅବସରରେ କେଭିନ ପିଟରସନ ଓ ଜାହୀର ଖାଁଙ୍କ ମଧ୍ୟରେ ହୋଇଥିବା ମଜାଦାର ଆଲୋଚନା ବେଶ ଚର୍ଚ୍ଚିତ ହେବାରେ ଲାଗିଛି । ପିଟରସନ ପ୍ରଥମେ କହିଥିଲେ ଆପଣ ଜାଣନ୍ତି ମୋ ପକେଟରେ କିଏ ଅଛନ୍ତି ? ତା ପରେ ହସି କରି କହିଥିଲେ ମହେନ୍ଦ୍ର ସିଂ ଧୋନୀ । ସେ ମୋ ପକେଟରେ…

ବିରୋଧୀଙ୍କ ହଙ୍ଗାମା ଭିତରେ ଚାଲିପାରିଲାନି ଗୃହ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ

ଭୁବନେଶ୍ୱର:ଧୋଇଗଲା ବିଧାନସଭାର ତୃତୀୟ ଦିନ। ଆରମ୍ଭରୁ ଗୃହରେ ହଟ୍ଟଗୋଳ ଓ ହୋହଲ୍ଲା ଦେଖିବାକୁ ମିଳିଥିଲା। ଉଷୁନା ଚାଉଳ ଓ ପରି ହତ୍ୟା ମାମଲା ପ୍ରସଙ୍ଗରେ କମ୍ପିଥିଲା ଗୃହ। ବିରୋଧୀଙ୍କ ହାଇ ଡ୍ରାମା ମଧ୍ୟରେ ପୋଡିୟମ ଉପରେ ଚଢ଼ି ଭାଜପା ବିଧାୟକ ନାଉରୀ ନାଏକ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି…

ଦଳ ପରିବର୍ତ୍ତନ ଟ୍ରେଣ୍ଡରେ ସପାକୁ ଝଟ୍‌କା ଦେବ କି ଆର୍‌ଏଲ୍‌ଡି?

ଲକ୍ଷ୍ନୌ: ଗୋଟେ ପରେ ଗୋଟେ ଟାଣୁଆ ନେତା ଏବେ ଦଳ ପରିବର୍ତ୍ତନରେ ମାତିଛନ୍ତି। ସବୁଠି ଦେଖିବାକୁ ମିଳୁଛି ଦଳବଦଳ ରାଜନୀତି। ଏହାରି ଭିତରେ ପୁଣି ଥରେ ଇଣ୍ଡିଆ ମେଣ୍ଟକୁ ଲାଗିପାରେ ଝଟ୍‌କା। ଏଥିସହ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ମଧ୍ୟ ଜୋରଦାର ଝଟ୍‌କା ଲାଗିପାରେ। କାରଣ…

ଏନଡିଏ ଛତ୍ରଛାୟା ତଳେ ରହିବେ କି ଚନ୍ଦ୍ରବାବୁ ନାଇଡ଼ୁ?

ନୂଆଦିଲ୍ଲୀ:ପାଖେଇ ଆସୁଛି ନିର୍ବାଚନ ତାରିଖ। ଏହାରି ମଧ୍ୟରେ ଶାସକ ଶିବିରରେ ବିରୋଧି ନେତାଙ୍କ ହାଜିରା ହେବା କଥା ଏବେ ନଜରକୁ ଆସୁଛି। ବର୍ତ୍ତମାନ ଚର୍ଚ୍ଚା ହେଇଛି ଏନଡିଏରେ ସାମିଲ ହୋଇପାରନ୍ତି ତେଲୁଗୁ ଦେଶମ ପାର୍ଟି (ଟିଡିପି)ନେତା ଚନ୍ଦ୍ରବାବୁ ନାଇଡୁ। ବୁଧବାର ଚନ୍ଦ୍ରବାବୁ ନାଇଡୁ…

ଅରବିନ୍ଦ କେଜ୍ରିୱାଲଙ୍କୁ ଫସାଇବା ପାଇଁ ପ୍ରମାଣ ନଷ୍ଟ କରିଛି ଇଡି: ଦିଲ୍ଲୀ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ:କେଜ୍ରିୱାଲଙ୍କୁ ଡରୁଛନ୍ତି ମୋଦି, ସେଥି ପାଇଁ ତାଙ୍କୁ ମଇଦାନରେ ହରେଇବା ବଦଳରେ ତାଙ୍କ ବିପକ୍ଷରେ ନେଉଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହାୟତା। ଏପରି କହି ମୋଦି ସରକାରଙ୍କୁ ନିଶାନ ସାଧିଛନ୍ତି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆତିଶୀ ମାର୍ଲେନା। ଗଣମାଧ୍ୟମକୁ ସମ୍ବୋଧିତ କରି…